Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୋନିଆଙ୍କ ନାଗରିକତା ବିବାଦ: ପୁନଃ ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶ
ଜାତୀୟ ଖବର

ସୋନିଆଙ୍କ ନାଗରିକତା ବିବାଦ: ପୁନଃ ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶ

September 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୋନିଆଙ୍କ ନାଗରିକତା ବିବାଦ: ପୁନଃ ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାଗରିକତା ଓ ଭୋଟର ତାଲିକା ବିବାଦ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ବର୍ଷକ ତଳର ଆଦେଶକୁ ରଦ୍ଦ କରିଦେବା ସହ ଏହି ମାମଲାର ପୁନଃ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ଆଡଭୋକେଟ୍ ବିକାଶ ତ୍ରିପାଠୀଙ୍କ ଆବେଦନ ଅନୁଯାୟୀ, ସୋନିଆ ଗାନ୍ଧୀ ୧୯୮୩ରେ ଭାରତୀୟ ନାଗରିକତା ହାସଲ କରିଥିଲେ। ମାତ୍ର ତାଙ୍କ ନାମ ୧୯୮୦ରେ ହିଁ ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରର ଭୋଟର ତାଲିକାରେ ସାମିଲ କରାଯାଇଥିଲା। ୧୯୮୨ରେ ଏହାକୁ ହଟାଯାଇ ୩୦ ଏପ୍ରିଲ ୧୯୮୩ରେ ନାଗରିକତା ମିଳିବା ପୂର୍ବରୁ ପୁନର୍ବାର ଯୋଡ଼ାଯାଇଥିଲା। ଏହି ଠକେଇ ଓ ଜାଲିଆତି ଅଭିଯୋଗରେ ଏଫ୍‌ଆଇଆର୍  ରୁଜୁ କରିବା ପାଇଁ ହୋଇଥିବା ଆବେଦନକୁ ୨୦୨୫ ସେପ୍ଟେମ୍ବର ୧୧ରେ ମାଜିଷ୍ଟ୍ରେଟ୍ କୋର୍ଟ ପ୍ରମାଣ ଅଭାବ ଦର୍ଶାଇ ଖାରଜ କରିଦେଇଥିଲେ।

ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାକୁ ପୁନର୍ବାର ମାଜିଷ୍ଟ୍ରେଟ୍‌ଙ୍କ ନିକଟକୁ ପଠାଇ ଦେଇଛନ୍ତି। ମାଜିଷ୍ଟ୍ରେଟଙ୍କୁ ବିଏନ୍‌ଏସ୍‌ଏସ୍‌ର ଧାରା ୧୭୫(୩) ର ଆବଶ୍ୟକତା ଅନୁଯାୟୀ ଏକ ନୂଆ ଏବଂ ସମୁଚିତ ସ୍ପଷ୍ଟୀକରଣ ସହ ଆଦେଶ ଦେବାକୁ ହେବ ବୋଲି ରାଉଜ୍ ଆଭେନ୍ୟୁ କୋର୍ଟ ଉଲ୍ଳେଖ କରିଛନ୍ତି। ଏହାସହ, ଆବେଦନକାରୀଙ୍କ ଯୁକ୍ତି ଉପରେ ପୁନର୍ବାର ନୂଆ ଭାବେ ଶୁଣାଣି କରିବାକୁ ମଧ୍ୟ ଉପର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ରେ ହେବ ବୋଲି ସୂଚନା ମିଳିଛି।

ରାଉଜ୍ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍

September 22, 2026

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026

ଓଡ଼ିଶାରେ ସରିଲା ଏସ୍‌ଆଇଆର: ତାଲିକାରୁ ବାଦ୍‌ ପଡ଼ିଲେ ୨୦ ଲକ୍ଷ

September 22, 2026

ପ୍ରତୀକ୍ଷାର ଅନ୍ତ: ଆଜି ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଝଲସିବ ଭାରତୀୟ ସିନେମାର ଶ୍ରେଷ୍ଠତା

September 22, 2026
Latest News

ସୋନିଆଙ୍କ ନାଗରିକତା ବିବାଦ: ପୁନଃ ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶ

September 22, 2026

ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍

September 22, 2026

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ, ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.