Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର
ଆଜିର ଖବର

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Dead dolphin recovered from Talpada beach.
Dead dolphin recovered from Talpada beach.

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ର ତାଳପଦା ସମୁଦ୍ର ବେଳାଭୂମି କୂଳରୁ ଆଜି ବନ ବିଭାଗ ପକ୍ଷରୁ ଗୋଟିଏ ମୃତ ଡଲଫିନ୍‌ ଉଦ୍ଧାର କରାଯାଇଛି। ପ୍ରକାଶ ଯେ, ବୁଧବାର ସକାଳେ ତାଳପଦା ସମୁଦ୍ର ବେଳାଭୂମି କୂଳରେ ଏକ ୪ ଫୁଟ୍‌ର ମୃତ ଡଲଫିନ୍‌ ପଡ଼ିଥିବା ବେଳେ ତାଳପଦା ଗ୍ରାମବାସୀ ଓ ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ସେମାନେ ଏ ନେଇ ସରପଞ୍ଚ ହରେନ୍ଦ୍ର ମଲ୍ଲିକଙ୍କୁ ଖବର ଦେଇଥିଲେ। ଖବର ପାଇ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତ ଡଲଫିନ୍‌ ଦେଖି ବନ ବିଭାଗ କର୍ମଚାରୀମାନଙ୍କୁ ଜଣାଇଥିଲେ। ଖବର ପାଇ ବନ ବିଭାଗର ଫରେଷ୍ଟର ମଞ୍ଜୁଲତା ପ୍ରଧାନ, ଗାର୍ଡ ଜ୍ୟୋତ୍ସ୍ନା ଦତ୍ତ, ବନ କର୍ମଚାରୀ ରାଜେଶ ମହାରଣା ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନ୍‌କୁ ଉଦ୍ଧାର କରିଥିଲେ। ପରେ ସରକାରୀ ନୀତିନିୟମ ଅନୁସାରେ ଗୋପାଳପୁର ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ବାଲେଶ୍ୱର ଚାନ୍ଦିପୁର କାର୍ଯ୍ୟାଳୟକୁ ନେଇ ସରକାରୀ ନିୟମ ଅନୁଯାୟୀ ମୃତ ଡଲଫିନ୍‌କୁ ପୋତାଯାଇଥିଲା।

ଡଲଫିନ୍‌ ବାଲେଶ୍ୱର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ହାଇକୋର୍ଟରେ ବିଚାରପତି ସଙ୍କଟ: ଅକ୍ଟୋବର ୧ରୁ କୋର୍ଟ ବର୍ଜନ ନିଷ୍ପତ୍ତି ନେଲା ବାର୍ ଆସୋସିଏସନ୍

September 23, 2026

ଏସୀୟ କ୍ରୀଡ଼ା ଫାଇନାଲରେ ନିରାଶ କଲେ ମନୁ ଭାକର

September 23, 2026

ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ବାପା ମୃତ, ପୁଅ ଗୁରୁତର

September 23, 2026

ଅଷ୍ଟ୍ରେଲିଆକୁ କ୍ଳିନ ସ୍ଵିପ କଲା ଭାରତ: ତୃତୀୟ ଦିନିକିଆ ଜିତି ୩-୦ ରେ କବଜା କଲା ସିରିଜ

September 23, 2026
Latest News

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026

ହାଇକୋର୍ଟରେ ବିଚାରପତି ସଙ୍କଟ: ଅକ୍ଟୋବର ୧ରୁ କୋର୍ଟ ବର୍ଜନ ନିଷ୍ପତ୍ତି ନେଲା ବାର୍ ଆସୋସିଏସନ୍

September 23, 2026

ଏସୀୟ କ୍ରୀଡ଼ା ଫାଇନାଲରେ ନିରାଶ କଲେ ମନୁ ଭାକର

September 23, 2026

ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ବାପା ମୃତ, ପୁଅ ଗୁରୁତର

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.