ଭୁବନେଶ୍ବର: ପ୍ରାୟ ସମସ୍ତେ ଗାଡି କିଣିବା ବେଳେ ବ୍ୟାଙ୍କ ଋଣ ନେଇ ଗାଡି କିଣି ଥାଆନ୍ତା। ସେ ଦୁଇ ଚକିଆ ହେଉ କିମ୍ବା ଚାରି ଚକିଆ। ସବୁ ଗାଡି ପାଇଁ ବ୍ୟାଙ୍କରୁ ଋଣ କରି ଗାଡି କିଣାଯାଇଥାଏ। ଫଳରେ ଗ୍ରାହକ ପ୍ରତି ମାସରେ ନିର୍ଦ୍ଧାରିତ EMI ଦେବାକୁ ପଡିଥାଏ। ଋଣ ଥିବା ପର୍ଯ୍ୟନ୍ତ ଗାଡିଟି ଆପଣଙ୍କ ନାମ ଓ ବ୍ୟାଙ୍କ ନାମରେ ମିଶିକି ଥାଏ। ହେଲେ ଋଣ ସୁଝିବା ପରେ ଗାଡିଟି ଆପଣଙ୍କର ସଂପୂର୍ଣ୍ଣ ଭାବେ ହୁଏ।
ତେବେ ଋଣ ସୁଝିବା ପରେ ଆପଣ କିଛି କାମ କରିବା ଉଚିତ। ଯାହା ଫଳରେ ଗାଡିର ଆରସି ବା ରେଜିଷ୍ଟ୍ରେସନ ସାର୍ଟିଫିକେଟରୁ ବ୍ୟାଙ୍କ ନାମ କଟି ଆପଣଙ୍କ ନାମ ହେବ। ନଚେତ ଗାଡିଟି ସେହିପରି ବ୍ୟାଙ୍କ ନାମରେ ଗଡୁଥିବା। ସେଥିପାଇଁ ଆପଣ ଏହି କାମଗୁଡିକ କରନ୍ତୁ।

ଏହାପରେ ଆପଣଙ୍କ ଗାଡିରୁ ବ୍ୟାଙ୍କ ନାମ କଟି ଗାଡିଟି ସଂପୂର୍ଣ୍ଣ ଆପଣଙ୍କ ନାମରେ ହେବ।


