Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା
ଆଜିର ଖବର

୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା

November 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Allowances for new beneficiaries on the 25th

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀ ଏବଂ ଏନ୍‌ଏସଏପି ବ୍ୟାଙ୍କ୍‌-ଲିଙ୍କ୍ ହିତାଧିକାରୀମାନଙ୍କ ପାଇଁ ଆସନ୍ତା ୨୫ରେ ଭତ୍ତା ପ୍ରଦାନ କରାଯିବ। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ନଗଦ ଆକାରରେ ଭତ୍ତା ପ୍ରଦାନ କରାଯିବ। ଯେଉଁ ନୂତନ ହିତାଧିକାରୀମାନେ କାରଣବଶତଃ ଭତ୍ତା ପାଇନାହାଁନ୍ତି, ସେମାନଙ୍କୁ ନଭେମ୍ବର ୨୫ରେ ଭତ୍ତା ପ୍ରଦାନ କରାଯିବ। ୧ ଲକ୍ଷ ୧୩ ହଜାର ୯୪୯ ହିତାଧିକାରୀ ଏହି ଭତ୍ତା ପାଇବେ। କେନ୍ଦ୍ର ଅଂଶ ପୂର୍ବ ଭଳି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ପ୍ରକାଶ ଯେ ଗତ ୧୦ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ।

ନୂଆ ହିତାଧିକାରୀ ମଧୁବାବୁ ପେନସନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି

November 22, 2026

“ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ…”: ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀଙ୍କ ବଡ଼ ବୟାନ

November 22, 2026

ରେଷ୍ଟୁରାଣ୍ଟରେ ଅଭିନେତ୍ରୀଙ୍କୁ ଅସଦାଚରଣ, ଥାନାରେ ଏତଲା

November 22, 2026

‘ଅର୍ଦ୍ଧନାରୀଶ୍ୱର’ଙ୍କ ଫଟୋ ସେୟାର କରି ବିଜେପି-ଆରଏସଏସ ଉପରେ ଆକ୍ରମଣ କଲେ ରାହୁଲ ଗାନ୍ଧୀ

November 22, 2026
Latest News

୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା

November 22, 2026

୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି

November 22, 2026

“ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ…”: ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀଙ୍କ ବଡ଼ ବୟାନ

November 22, 2026

ଇଫିରେ ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ର ଭବ୍ୟ ପ୍ରିମିୟର୍

November 22, 2026

ରେଷ୍ଟୁରାଣ୍ଟରେ ଅଭିନେତ୍ରୀଙ୍କୁ ଅସଦାଚରଣ, ଥାନାରେ ଏତଲା

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.