Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶ୍ବର ପ୍ରଥମ ଅଣ୍ଡର ଡିସ୍‌ପ୍ଲେ କ୍ୟାମେରା ଆଣିବ ଏହି କମ୍ପାନୀ
ବିଶେଷ ଖବର

ବିଶ୍ବର ପ୍ରଥମ ଅଣ୍ଡର ଡିସ୍‌ପ୍ଲେ କ୍ୟାମେରା ଆଣିବ ଏହି କମ୍ପାନୀ

October 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଶ୍ବର ପ୍ରଥମ ଅଣ୍ଡର ଡିସ୍‌ପ୍ଲେ କ୍ୟାମେରା ଫୋନ୍‌ ବଜାରକୁ ଆସିବାକୁ ଯାଉଛି । ମୋବାଇଲ୍‌ରେ ଦିନକୁ ଦିନ ନୂତନ ପ୍ରଯୁକ୍ତି କୌଶଳର ବିକଶିତ ହେବାରେ ଲାଗିଛି । ପୂର୍ବରୁ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉଥିବା ବେଳେ ଦିନକୁ ଦିନ ଏହା କମ୍ପ୍ୟୁଟରର ବିକଳ୍ପ ଭାବରେ ଉଭା ହୋଇଛି । ଯୁବପିଢିଙ୍କ ପାଇଁ ମୋବାଇଲ୍‌ କ୍ୟାମେରା ଏବଂ ସେଲ୍‌ଫି ସଦାସର୍ବଦା ମାତ୍ରାଧିକ ଗୁରୁତ୍ବ ବହନ କରିଥାଏ । କେଉଁ ଫୋନ୍‌ରେ 3ରୁ 4ଟି କ୍ୟାମେରା ରହିଛିତ କେଉଁଥିରେ 108 ମେଗା ପିକ୍ସେଲ କ୍ୟାମେରା ରହିଛି । ଦିନକୁ ଦିନ ମୋବାଇଲ କମ୍ପାନୀ ଗୁଡିକ ଏହାକୁ ଆହୁରି ବିକଶିତ କରିବାର ଚେଷ୍ଟା କରୁଥିବା ବେଳେ ସାମସଙ୍ଗ ବିଶ୍ବର ପ୍ରଥମ ଅଣ୍ଡର ଡିସ୍‌ପ୍ଲେ ଫୋନ୍‌ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ଦୁଇ ମାସ ମଧ୍ୟରେ କମ୍ପାନୀ ନିଜର ଗାଲାକ୍ସି ସିରିଜ୍‌ର ଫୋନ୍‌ ଏସ୍‌ 11ରେ ଏହି ବ୍ୟବସ୍ଥାର ଲଞ୍ଚ କରିବାକୁ ଯାଉଛି । ମାସିକ 30 ହଜାର ଫୋନ୍‌ ନିର୍ମାଣ କରିବା ନେଇ ସାମସଙ୍ଗ ପକ୍ଷରୁ ପ୍ରକାଶ ପାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Latest News

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ICC ODI ବିଶ୍ୱକପର ନୂଆ ସୂଚୀ ଜାରି, ଜାଣନ୍ତୁ ଭାରତର ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

August 22, 2025

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀଙ୍କ ଦ୍ୱାରା ଡାକ ସେବାର ଏକ ନୂତନ ଡିଜିଟାଲ୍ ଯୁଗର ଶୁଭାରମ୍ଭ

August 22, 2025

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025

ICC ଟି-୨୦ ବ୍ୟାଟିଂ ଏବଂ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ପ୍ରାଧାନ୍ୟ, ଶୀର୍ଷ ୧୦ ରେ ୭ ଖେଳାଳି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.