Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»2008 ଜୟପୁର ବିସ୍ଫୋରଣ ମାମଲା : 4 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜଣେ ଖଲାସ
ଆଜିର ଖବର

2008 ଜୟପୁର ବିସ୍ଫୋରଣ ମାମଲା : 4 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜଣେ ଖଲାସ

December 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୟପୁର, 18/12 : 2008ରେ ଘଟିଥିବା ଜୟପୁର ବିସ୍ଫୋରଣ ମାମଲାରେ 4 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । 8ଟି ସ୍ଥାନରେ ଘଟିଥିବା ଏହି ସିରିଜ୍‌ ବିସ୍ଫୋରଣରେ 80 ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ 170ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ମାମଲାରେ ଶାହବାଜ ହୁସେନ, ମହମ୍ମଦ ସୈଫ୍‌, ଏମ୍‌ଡି ସରଓ୍ବର ଆଜମୀ ଏବଂ ସଫି ଉର୍‌ ରେହମାନକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆରେଜ୍‌ ଜୁନେୈଦ୍‌କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ଅନ୍ୟ ତିନି ଅଭିଯୁକ୍ତ ସାଜିଦ୍‌ ବଡା, ଏମ୍‌ଡି ଖାଲିଦ୍‌ ଏବ ମାଣିକ୍‌ ଫେରାର ଥିବା ବେଳେ ଅସଦୁଲ୍ଲା ଅଖ୍‌ତାର ଏବଂ ୟାସିନ୍‌ ଭଟକଲ ତିହାର ଜେଲରେ ବନ୍ଦୀ ରହିଛନ୍ତି । (ଏଜେନ୍ସୀ)

Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ..

September 27, 2025

ରାଷ୍ଟ୍ର ଗଠନ ପ୍ରକ୍ରୀୟା ଶ୍ରେଣୀ ଗୃହରୁ ହିଁ ଆରମ୍ଭ ହୋଇଥାଏ: ପୂର୍ବତନ ମୁଖ୍ୟ ବିଚାରପତି

September 27, 2025

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ଖୁସି ଖବର, ବଢିଲା ୨ ପ୍ରତିଶତ ମହଙ୍ଗା ଭତ୍ତା

September 27, 2025

ଆଜି ସେପ୍ଟମ୍ବର ୨୭ ତାରିଖ ଶନିବାରରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2025
Latest News

ଆଜି ଝାରସୁଗୁଡାରୁ BSNL ୪ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

September 27, 2025

ଶାକ୍ତ ପରମ୍ପରାରେ ଦଶ ମହାବିଦ୍ୟା ଏକ ଅଧ୍ୟୟନ

September 27, 2025

ଆଜି ଝାରସୁଗୁଡା ଆସିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

September 27, 2025

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?, ତେବେ ମାତା ଦୂର୍ଗାଙ୍କ ମିଳିବ ଆଶୀର୍ବାଦ

September 27, 2025

ଘୋଷଣା ହେଲା ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ..

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.