Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଙ୍ଗସ୍‌ ଇଲେଭେନ୍‌ର ଅଧିନାୟକତ୍ବ ପାଇଁ ରାହୁଲ ପ୍ରସ୍ତୁତ : କୁମ୍ବଲେ
ଆଜିର ଖବର

କିଙ୍ଗସ୍‌ ଇଲେଭେନ୍‌ର ଅଧିନାୟକତ୍ବ ପାଇଁ ରାହୁଲ ପ୍ରସ୍ତୁତ : କୁମ୍ବଲେ

December 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,25/12 : ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ୍‌ ଆଇପିଏଲ୍‌ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକତ୍ବ ପାଇଁ ପ୍ରସ୍ତୁତ ବୋଲି ଅନୀଲ୍‌ କୁମ୍ବଲେ ପ୍ରକାଶ କରିଛନ୍ତି । ତାମିଲନାଡୁ ଅଫ୍‌ସ୍ପିନର୍‌ ଆର. ଅଶ୍ବିନ୍‌ଙ୍କୁ ଦଳ ଦିଲ୍ଲୀ ସହିତ ଟ୍ରେଡ୍‌ କରିଥିବାରୁ ଅଧିନାୟକ ପଦ ଖାଲି ରହିଥିଲା । ରାହୁଲ ଅଧିନାୟକ ପଦ ପାଇଁ ପ୍ରସ୍ତୁତ ବୋଲି କିଙ୍ଗ୍ସ ଇଲେଭେନ୍‌ କୋଚ୍‌ ଅନୀଲ କୁମ୍ବଲେ ପ୍ରକାଶ କରିଛନ୍ତି । ଭାରତୀୟ ଟି20 ଏବଂ ଦିନିକିଆ ଦଳର ନିୟମିତ ସଦସ୍ୟ ରହିଥିବା ରାହୁଲ ଦୀର୍ଘଦିନ ହେବ କ୍ରିକେଟ ଖେଳୁଛନ୍ତି ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ରହିଛନ୍ତି । ନେତୃତ୍ବ ନେବାର ଦକ୍ଷତା ରାହୁଲଙ୍କ ନିକଟରେ ରହିଥିବାରୁ ସେ ଦଳକୁ ସଠିକ୍‌ ଦିଗରେ ନେଇ ପାରିବେ ଏବଂ ଅଧିନାୟକତ୍ବ ରାହୁଲଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ ବୋଲି କୁମ୍ବଲେ କହିଛନ୍ତି । (ଏଜେନ୍ସୀ)

anilkumble KLrahul
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026

‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.