ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ ବିଗ୍ ବି

Published: Feb 17, 2019, 6:30 pm IST

ବିଗ ବିଙ୍କ ମହାନତା। ପୁଲୱାମା ଆକ୍ରମଣରେ ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଅମିତାଭ ବଚ୍ଚନ। ପ୍ରତି ସହିଦଙ୍କ ପରିବାରକୁ ସେ ଦେବେ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା। ଶୋକ ସନ୍ତପ୍ତ ପରିବାର ପ୍ରତି ସାରା ଦେଶ ଠିଆ ହୋଇଛି ବୋଲି କହିଛନ୍ତି ବିଗ ବି। କେବଳ ବିଗ ବି ନୁହନ୍ତି ପୂରା ବଲିଉଡ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି।

Related posts