Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଇନା ନାଗରିକଙ୍କ ଇ- ଭିସା ବାତିଲ୍‌ କଲା ଭାରତ
ଆଜିର ଖବର

ଚାଇନା ନାଗରିକଙ୍କ ଇ- ଭିସା ବାତିଲ୍‌ କଲା ଭାରତ

February 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଚୀନ୍‌ରେ ବେଶ୍‌ ଭୟଙ୍କର ଭାବେ ପ୍ରଭାବ ବିସ୍ତାର କରୁଥିବା କରୋନା ଭାଇସର୍‌ କାରଣରୁ ଭାରତ ଚାଇନା ନାଗରିକଙ୍କ ଇ-ଭିସା ବାତିଲ୍‌ କରିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ସାମୟିକ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍‌ରେ 250ରୁ ଅଧିକ ଜୀବନ ଯାଇଥିବାବେଳେ 14 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏହା କେବଳ ଚୀନ୍‌ ନୁହେଁ, ଚୀନ୍‌ ସମେତ 18ଟି ଦେଶକୁ ଏହା ବ୍ୟାପୁଥିବାର ଜଣାପଡିଛି । ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ଏକ  ଆଡଭାଇଜରୀ ଜାରି କରି କୁହାଯାଇଛି, କିଛି ଘଟଣାକୁ ଆଖି ଆଗରେ ରଖି ଇ-ଭିସା ଜରିଆରେ ଭାରତ ଗସ୍ତ ସାମୟିକ ଭାବେ ବାତିଲ କରାଯାଇଛି। ଏନେଇ ଚୀନ୍‌ରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ ଜରିଆରେ ଜଣାଇ ଦିଆଯାଇଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟଙ୍କୁ ଚୀନ୍‌ରୁ ସ୍ବଦେଶ ଫେରାଇ  ଅଣାଯାଇଛି । କେରଳରେ ମଧ୍ୟ କୋରାନ୍‌ ଭାଇରସ୍‌ ଆକ୍ରାନ୍ତ ଦୁଇଜଣଙ୍କୁ ଠାବ କରାଯାଇଛି । (ଏଜେନ୍ସି)

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ବାତିଲ ହେଲା ଏକାଧିକ ଟ୍ରେନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

September 25, 2026

ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଦ୍ୟାଳୟ ନିକଟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା

September 25, 2026

ଜମୁଇ ଘଟଣା: ପୋଲିସର ଏନକାଉଣ୍ଟରରେ ଖୁସିବ୍ୟକ୍ତ କଲେ ପୀଡ଼ିତାଙ୍କ ମା’

September 25, 2026

ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ

September 25, 2026
Latest News

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ବାତିଲ ହେଲା ଏକାଧିକ ଟ୍ରେନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

September 25, 2026

ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଦ୍ୟାଳୟ ନିକଟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା

September 25, 2026

ଅକ୍ଟୋବର ୨୬ରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲଅପ୍

September 25, 2026

ଜମୁଇ ଘଟଣା: ପୋଲିସର ଏନକାଉଣ୍ଟରରେ ଖୁସିବ୍ୟକ୍ତ କଲେ ପୀଡ଼ିତାଙ୍କ ମା’

September 25, 2026

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ମାମଲା

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.