ବାଂଲାଦେଶରେ ପର୍ଣ୍ଣୋଗ୍ରାଫି ଓ ଜୁଆ ୱେବସାଇଟ୍‌ ଉପରେ ଲାଗିଲା ପ୍ରତିବନ୍ଧକ

Published: Feb 19, 2019, 12:31 pm IST

ବାଂଲାଦେଶ ସରକାର ଦେଶର ପ୍ରାୟ ୨ହଜାର ପର୍ଣ୍ଣୋଗ୍ରାଫି ଓ ଜୁଆ ଖେଳ ସମ୍ବନ୍ଧୀୟ ୱେବସାଇଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବାଂଲାଦେଶ ସଂଚାର ନିୟାମକ ଆୟୋଗଙ୍କ ଅଧିକାରୀଙ୍କ ସୂଚନା ଅନୁସାରେ ଦେଶର ହାଇକୋର୍ଟଙ୍କ ନିଷ୍ପତ୍ତି ପରେ  ସରକାର ଏହି ସବୁ ୱେବସାଇଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ୫୫ଟି ପର୍ଣ୍ଣୋଗ୍ରାଫି ଓ ୧୭୬ଟି ଜୁଆ ସମ୍ବନ୍ଧୀୟ ୱେବସାଇଟ୍‌ରେ ପ୍ରତିବନ୍ଧକ ଲଗାଯାଇଛି ।

Related posts