ଇମ୍ରାନଙ୍କୁ କଡ଼ା ଜବାବ ଦେଲା ଭାରତ

Published: Feb 20, 2019, 2:17 pm IST
war will make circumstances worse, dialogue is the only way: Imran Khan

ପୁଲଓ୍ଵାମା ଆକ୍ରମଣ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତିକ୍ରିୟାର ଜବାବ ରଖିଛି ଭାରତ। ବୈଦେଶିକ ମନ୍ତ୍ରାଳୟ କହିଛି, ପାକିସ୍ତାନ ବାହାନା ଛାଡୁ। ତାଙ୍କ ପାଖରେ ପ୍ରମାଣ ରହିଛି। ପୁଲଓ୍ଵାମା ହମଲାରେ ଆତଙ୍କୀ ବିରୋଧରେ ପାକ୍‌ ପଦକ୍ଷେପ ନେଉ। ପୁଲୱାମା ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ଖଣ୍ଡନ କରିଥିଲେ ଇମ୍ରାନ ଖାନ୍‌। ପ୍ରମାଣ ଦେଲେ ଯାଞ୍ଚ ପାଇଁ ଗ୍ୟାରେଣ୍ଟି ଦେଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହାସହ ଭାରତକୁ ଚେତେଇ ଦେଇ କହିଥିଲେ, ଆକ୍ରମଣ ହେଲେ ପାକିସ୍ତାନ ତାର ଜବାବ ଦେବ ।

Related posts