Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାଢୀ ପ୍ରେମୀଙ୍କ ପାଇଁ ଆଜି ଭୁବନେଶ୍ବରରେ ପାଳନ ହେଲା ‘ପିତ୍ତଳ ଶାଢୀ ଦିବସ’
ଆଜିର ଖବର

ଶାଢୀ ପ୍ରେମୀଙ୍କ ପାଇଁ ଆଜି ଭୁବନେଶ୍ବରରେ ପାଳନ ହେଲା ‘ପିତ୍ତଳ ଶାଢୀ ଦିବସ’

February 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଶାଢୀ ମଧ୍ୟରେ ପିତଳ ସୁତା ଶାଢୀ ଗ୍ରାହକ ମାନଙ୍କର ପ୍ରଥମ ପସନ୍ଦ। ପିତଳ ଶାଢୀର ଗଠନ ଓ ପରିପାଟୀ ଅତି କମନୀୟ। ଏହା ଆଧୁନିକ ପରିପାଟୀର ବସ୍ତ୍ର ରୂପେ ମହିଳମାନଙ୍କ ମଧ୍ୟରେ ଅତି ଆଦୃତ । ଏହି ଶାଢୀକୁ ଗଞ୍ଜାମ ଜିଲ୍ଲାର ପିତଳ ଗ୍ରାମରେ ବସବାସ କରୁଥିବା ରଙ୍ଗଣୀ ଓ ଡେରା ସମ୍ପ୍ରଦାୟର ବୁଣାକାରମାନେ ପ୍ରସ୍ତୁତ କରନ୍ତି । ଏହି ଗ୍ରାମର ନାମ ଅନୁଯାଇ ଏହି ଶାଢୀର ନାମକରଣ ପିତ୍ତଳ ଶାଢୀ କରାଯାଇଛି ।

ଏହି ପିତଳ ଶାଢୀରେ ଆଧୁନିକତାର ଛାପ ଓ ଆକର୍ଷଣୀୟ ରଙ୍ଗ ହୋଇଥିବାରୁ ଏହା ରାଜ୍ୟ ତଥା ରାଜ୍ୟ ବାହାରେ ବହୁଳ ମାତ୍ରାରେ ବିକ୍ରି ହେଉଅଛି। ସେହି ପିତ୍ତଳ ଶାଢୀର ପ୍ରସାର ପାଇଁ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଜାତୀୟ ହସ୍ତତନ୍ତ ମେଳାରେ ଆଜି ପାଳନ ହୋଇଛି ପିତ୍ତଳ ଶାଢୀ ଦିବସ।ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ତରଫରୁ ଏହି ମେଳା ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏଥିରେ ଓଡିଶା ସମେତ ବିହାର, ଆନ୍ଧ୍ର, ରାଜସ୍ଥାନ, ଜାମ୍ମୁକାଶ୍ମୀର, ପଂଜାବ ପ୍ରଭୃତି ରାଜ୍ୟ ବୁଣାକାର ସେମାନଙ୍କ ବସ୍ତ୍ର ପ୍ରଦର୍ଶିତ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

Asia Cup-2025: ରୋମାଞ୍ଚକ ମ୍ୟାଚରେ ଶ୍ରୀଲଙ୍କା ଠାରୁ ସୁପର ଓଭରରେ ଜିତିଲା ଭାରତ

September 27, 2025

ଦୋଷୀ ସାବ୍ୟସ୍ତ ହେଲେ ସୂର୍ଯ୍ୟକୁମାର ଯାଦବ, କାର୍ଯ୍ୟାନୁଷ୍ଠାନ ନେଲା ICC

September 26, 2025

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ – ୨ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2025

କୋଲକାତାରେ ଦୁର୍ଗା ପୂଜା ମଣ୍ଡପକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 26, 2025
Latest News

Asia Cup-2025: ରୋମାଞ୍ଚକ ମ୍ୟାଚରେ ଶ୍ରୀଲଙ୍କା ଠାରୁ ସୁପର ଓଭରରେ ଜିତିଲା ଭାରତ

September 27, 2025

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025

ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

September 26, 2025

ଦୋଷୀ ସାବ୍ୟସ୍ତ ହେଲେ ସୂର୍ଯ୍ୟକୁମାର ଯାଦବ, କାର୍ଯ୍ୟାନୁଷ୍ଠାନ ନେଲା ICC

September 26, 2025

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ – ୨ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.