ଦୁନିଆର ସର୍ବଶ୍ରେଷ୍ଠ ଷ୍ଟାର୍‌ ମିଶୋଲିନ୍‌ ସେଫ୍‌ରେ ମୁମ୍ବାଇର ବଡା ପାଓ୍ବ

Published: Feb 18, 2020, 1:46 pm IST

ମୁମ୍ବାଇ : ମୁମ୍ବାଇର ଲୋକପ୍ରିୟ ଷ୍ଟ୍ରିଟ୍‌ ଫୁଡ୍‌ ବଡା ପାଓ୍ବ ଏବେ ଦୁନିଆର ସର୍ବଶ୍ରେଷ୍ଠ ମିଶୋଲିନ୍‌ ସେଫ୍‌ରେ ସାମିଲ୍‌ ହୋଇଛି। ମୁମ୍ବାଇର ଏହି ଲୋକପ୍ରିୟ ଖାଦ୍ୟରେ ପାଉଁରୁଟି ଭିତରେ ଆଳୁକୁ ଫ୍ରାଇ କରିକି ରଖାଯିବା ସହିତ ଏଥିରେ ମସଲାଦାର ଚଟଣୀ ସହିତ କଞ୍ଚାଲଙ୍କାର ଚଟଣୀ ସହିତ ପରଶା ଯାଇଥାଏ। ସେହିପରି ଦୁନିଆର ଲୋକପ୍ରିୟ ବର୍ଗର ମଧ୍ୟରେ ରହିଛି ଅଷ୍ଟ୍ରେଲିଆର ବର୍ଗର, ଲଣ୍ଡନ୍‌ର କସାଇ ଡାଏନର୍‌, ସିଡି୍‌ନୀ ବଟର୍‌, ଡେନମାର୍କର ଗେସୋଲିନ୍‌ ଗ୍ରିଲ୍‌, ଫ୍ରାନ୍ସର ସେଣ୍ଟ-ଜିନ୍‌-ଡେ-ଲୁଜ୍‌ ଓ ମୁମ୍ବାଇର ସ୍ବାତି ସ୍ନାକ୍ସ ମଧ୍ୟ ଶାକାହାରୀ ବର୍ଗର ପାଇଁ ବେଶ୍‌ ଜଣାଶୁଣା । (ଏଜେନ୍ସି)

Related posts