Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଭୟା ମାମଲା : ବିନୟ ଶର୍ମାର ପିଟିସନ୍‌ ଖାରଜ
ଆଜିର ଖବର

ନିର୍ଭୟା ମାମଲା : ବିନୟ ଶର୍ମାର ପିଟିସନ୍‌ ଖାରଜ

February 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିନୟ ଶର୍ମାର ପିଟିସନ୍‌ ଖାରଜ କରିଦିଆଯାଇଛି । ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ପାଇଁ କରାଯାଇଥିବା ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରି ଦେଇଛନ୍ତି । ମାର୍ଚ୍ଚ 3 ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ଜେଲ୍‌ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଥିଲା । ବିନୟ ଶର୍ମା ମାନସିକ ଭାବରେ ଅସୁସ୍ଥ ଏବଂ ତାଙ୍କୁ ଚିକିତ୍ସା ଆବଶ୍ୟକ ବୋଲି ଓକିଲ ଏପି ସିଂ ଆବେଦନ କରିଥିଲେ । ମାତ୍ର ଅଭିଯୁକ୍ତଙ୍କର କୌଣସି ମାନସିକ ରୋଗ ନଥିବା ନେଇ ଇର୍ଫାନ୍‌ ଅହମ୍ମଦ୍‌ ଯୁକ୍ତି କରିଥିଲେ । ଏହାପରେ କୋର୍ଟ ବିନୟ ଶର୍ମାଙ୍କ ଯାଚିକା ଖାରଜ କରି ଦେଇଥିଲେ । (ଏଜେନ୍ସି)

apsingh nirbhaya
Share. Facebook Twitter LinkedIn Email WhatsApp Copy Link

Related Posts

କର୍ଣ୍ଣାଟକ ପୌର ନିର୍ବାଚନରେ ବିଜେପି ର ବିଜୟ: କଂଗ୍ରେସ ଉପରେ କଟାକ୍ଷ କଲେ ପ୍ରହଲ୍ଲାଦ ଜୋଶୀ

December 25, 2025

ସ୍ଲିପର ବସ୍ ଏବଂ ଟ୍ରକ୍ ଧକ୍କାରେ ୧୨ ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ; ପ୍ରଧାନମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା 

December 25, 2025

ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ

December 25, 2025

Merry Christmas: ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

December 25, 2025
Latest News

କର୍ଣ୍ଣାଟକ ପୌର ନିର୍ବାଚନରେ ବିଜେପି ର ବିଜୟ: କଂଗ୍ରେସ ଉପରେ କଟାକ୍ଷ କଲେ ପ୍ରହଲ୍ଲାଦ ଜୋଶୀ

December 25, 2025

ସ୍ଲିପର ବସ୍ ଏବଂ ଟ୍ରକ୍ ଧକ୍କାରେ ୧୨ ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ; ପ୍ରଧାନମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା 

December 25, 2025

ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ

December 25, 2025

Merry Christmas: ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

December 25, 2025

ନୂଆବର୍ଷର ପ୍ରଥମ ଦିନରେ ଘରକୁ ଆଣନ୍ତୁ ଏହି ଜିନିଷ, ଦୂର ହେବ ସମସ୍ତ ସମସ୍ୟା

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.