Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧର ଲଢେଇ ପାଇଁ ଭାରତ ଓ ଆମେରିକା ପ୍ରସ୍ତୁତ : ଟ୍ରମ୍ପ
ଆଜିର ଖବର

ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧର ଲଢେଇ ପାଇଁ ଭାରତ ଓ ଆମେରିକା ପ୍ରସ୍ତୁତ : ଟ୍ରମ୍ପ

February 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମଦାବାଦ : ଭାରତ ଗସ୍ତରେ ରହିଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ନବ ନିର୍ମିତ ମୋଟେରା ଷ୍ଟାଡିୟମରେ 1 ଲକ୍ଷ 25 ଲୋକଙ୍କ ଉପସ୍ଥିତିରେ ଟ୍ରମ୍ପ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଇସଲାମିକ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଉଭୟ ଭାରତ ଏବଂ ଆମେରିକା ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି । ଉଭୟ ରାଷ୍ଟ୍ର ଇସ୍‌ଲାମିକ ଆତଙ୍କବାଦ ଦ୍ବାରା ଗଭୀର ଭାବରେ ପ୍ରଭାବିତ । ଇସ୍‌ଲାମିକ ଆତଙ୍କବାଦ କବଳରୁ ଦେଶବାସୀଙ୍କୁ ଉଦ୍ଧାର କରିବା ଉଭୟ ରାଷ୍ଟ୍ରର ପ୍ରାଥମିକତା ଏବଂ ଦୁଇ ରାଷ୍ଟ୍ର ମିଳିତ ଭାବରେ ଆତଙ୍କବାଦର ମୁକାବିଲା କରିବେ ବୋଲି ଟ୍ରମ୍ପ ପ୍ରକାଶ କରିଥିଲେ । ଭାରତ ଏବଂ ଆମେରିକାର ଭାଗିଦାରୀ କୌଣସି ସାଧାରଣ ଭାଗିଦାରୀ ନୁହେଁ ବରଂ ବନ୍ଧୁତାରେ ପରିଣତ ହୋଇଛି ବୋଲି ନିଜ ଅଭିଭାଷଣରେ ଟ୍ରମ୍ପ ପ୍ରକାଶ କରିଥିଲେ । ଏହା ସହିତ ଭାରତ ଏବଂ ଆମେରିକା ମଧ୍ୟରେ 3 ବିଲିୟନ୍‌ ଡଲାରର ଏକ ପ୍ରତିରକ୍ଷା ଚୁକ୍ତି ହେବା ନେଇ ଟ୍ରମ୍ପ ସୂଚନା ଦେଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026
Latest News

ଗୁଜରାଟରୁ ଫେରିଲେ ମୁଖ୍ୟମନ୍ତ୍ରୀ: ୭୧ଟି ନିବେଶ ପ୍ରସ୍ତାବ, ୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ

May 7, 2026

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.