Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଟ୍ରାଫିକ୍‌ ପୋଲିସ୍‌
ଆଜିର ଖବର

ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଟ୍ରାଫିକ୍‌ ପୋଲିସ୍‌

February 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା : ପୋଲିସ୍‌ ହିଁ  ମଣିଷର ଜଣେ ଉପକାରୀ ବନ୍ଧୁ। କେବଳ ସୁରକ୍ଷା ନୁହେଁ ବନ୍ଧୁ ଭାବରେ ଆମକୁ ସବୁ ବିପଦରୁ ସାହାଯ୍ୟ କରିଥା’ନ୍ତି ପୋଲିସ୍‌ । ଏହାକୁ ଆଉଥରେ ପ୍ରମାଣିତ କରିଛନ୍ତି କୋଲକାତାର ଜଣେ ଟ୍ରାଫିକ୍‌ ପୁଲିସ୍‌। ଏହି ଟ୍ରାଫିକ୍‌ ପୁଲିସ୍‌ ଜଣକ ମାଧ୍ୟମିକ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ସୂଚନା ଅନୁସାରେ ଛାତ୍ରୀ ଜଣକ ପରୀକ୍ଷା ନିମେନ୍ତ ଆଡମିଟ୍‌ କାର୍ଡ ଭୁଲି ଆସିଥିଲେ । ଟ୍ରାଫିକ୍‌ ଫୁଲିସ୍‌ରେ ନିୟୋଜିତ ଥିବା ଚୈତନ୍ୟ ମଲ୍ଲିକ ନାମକ ଜଣେ ଯବାନ୍‌ ଛାତ୍ରୀଙ୍କ ଆଡମିଟ୍‌ କାର୍ଡ ଆଣିବା ପାଇଁ ପରୀକ୍ଷା ସେଣ୍ଟରଠାରୁ 5.5 କିଲୋମିଟର ଦୂର ଥିବା ଛାତ୍ରୀଙ୍କୁ ଘରୁକୁ ଯାଇ ଆଡମିଟ୍‌ କାର୍ଡ ଆଣିଥିଲେ ।

ଏହି ଘଟଣାଟି ସୋମବାର ଦିନର । ଜୈସବାଲ୍‌ ବିଦ୍ୟାମନ୍ଦିରର ସୁମନ ନାମ୍ନୀ ଛାତ୍ରୀଜଣକ ପରୀକ୍ଷା ଦେବା ପାଇଁ ପରୀକ୍ଷା ସେଣ୍ଟରରେ ଉପସ୍ଥିତ ହୋଇଥିବାବେଳେ ପରୀକ୍ଷା ଆରମ୍ଭ ହେବାର 5ମିନିଟ୍‌ ପୂର୍ବରୁ ଆଡମିଟ୍‌ କାର୍ଡ ଆଣିନଥିବାର ଜାଣିଥିଲେ । ଆଡମିଟ୍‌ କାର୍ଡ ନଥିବାରୁ ତାଙ୍କୁ ପରୀକ୍ଷା ସେଣ୍ଟର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ । ଏହାପରେ ଛାତ୍ରୀ ଜଣକ ପରୀକ୍ଷା ନିରୀକ୍ଷକକୁ କହି ଟ୍ରାଫିକ୍‌ ପୁଲିସ୍‌ ଚୈତନ୍‌ ମଲ୍ଲିକଙ୍କ ସାହାଯ୍ୟ ଭିକ୍ଷା କରିଥିଲେ। ଏହାପରେ ଟ୍ରାଫିକ୍‌ ପୁଲିସ୍‌ ଜଣକ ଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ପାଇଁ ପରୀକ୍ଷା ନିରୀକ୍ଷକଙ୍କ ସହ କଥା ହୋଇ ନିଜେ ଆଡମିଟ୍‌ କାର୍ଡ ପାଇଁ ଯାଇଥିଲେ। ପରୀକ୍ଷା ସେଣ୍ଟରରୁ 5.5 କିଲୋମିଟର ଦୂରରେ ଥିବା ସାଉଥ୍‌ ତଙ୍ଗର ରୋଡ୍‌ ନିକଟରେ ପହଞ୍ଚି ଆଡମିଟ୍‌ କାର୍ଡ ଆଣିଥିଲେ । ଛାତ୍ରୀ ଜଣକ ଏନେଇ ଟ୍ରାଫିକ୍‌ ପୋଲିସ୍‌କୁ ଧନ୍ୟବାଦ ଜଣାଇଥିବାବେଳେ ତାଙ୍କର ଏପରି ସାହାଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025
Latest News

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.