୬.୪ଇଞ୍ଚ ଡିସପେ୍ଲର ଦୁଇଟି ସ୍ମାର୍ଟଫୋନ୍ ଆଣିଲା ସାମସଙ୍ଗ

Published: Feb 26, 2019, 11:29 am IST
samsung lunches 6.4 inches new smartphone

ସାଉଥକୋରିଆ କମ୍ପାନୀ ସାମସଙ୍ଗ ଖୁବଶୀଘ୍ର ବଜାରକୁ ଛାଡ଼ିବ ଗାଲାକ୍ସୀ ଏ ସିରିଜର ଦୁଇଟି ନୂଆ ସ୍ମାର୍ଟଫୋନ୍। ମୋବାଇଲ୍ଓ୍ଵାର୍ଲଡ୍ କଂଗ୍ରେସ-୨୦୧୯ରେ Samsung Galaxy A30 ଓ Samsung Galaxy A50  ଉପରୁ ପରଦା ଉଠାଇଛି କମ୍ପାନୀ। ତେବେ ଏହି ଦୁଇଟି ସ୍ମାର୍ଟ ଫୋନର ଦାମ ନେଇ ସ୍ପଷ୍ଟ ହୋଇନାହିଁ। Samsung Galaxy A30ରେ ୧୬+୫ ମେଗାପିକେ୍ସଲରିଅର ଓ ୧୬ମେଗା ପିକେ୍ସଲ ଫ୍ରଣ୍ଟ କ୍ୟାମେରା ରହିବ। Samsung Galaxy A50ରେ ୨୫+୫ ମେଗାପିକେ୍ସଲ ରିଅର୍ ଓ ୨୫ ମେଗାପିକେ୍ସଲ ଫ୍ରଣ୍ଟ କ୍ୟାମେରା ରହିବ। ଦୁଇଟି ଯାକ ଫୋନରେ ରହିବ ୪ହଜାର mAh ବ୍ୟାଟେରୀ।

Related posts