Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଆ ଆଡ୍ଡା ଚଢ଼ାଉ: ୪ ଜୁଆଡ଼ି ଗିରଫ, ୫ ଲକ୍ଷ ୫୨ ହଜାର ଟଙ୍କା ଜବତ
ଆଜିର ଖବର

ଜୁଆ ଆଡ୍ଡା ଚଢ଼ାଉ: ୪ ଜୁଆଡ଼ି ଗିରଫ, ୫ ଲକ୍ଷ ୫୨ ହଜାର ଟଙ୍କା ଜବତ

March 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲାଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆଆଡ୍ଡା ଉପରେ ପୋଲିସ୍ ଚଢ଼ାଉ କରିଛି। ଗିରିସୋଲା ଠାରେ ଏହି ଜୁଆଆଡ୍ଡା ଚାଲିଥିବାନେଇ ଗୋଳନ୍ଥରା ପୋଲିସ୍ ବିଶେଷ ସୂଚନା ପାଇଥିଲା । ଗୁରୁବାର ରାତ୍ର ଚଢ଼ାଉ କରି ୪ ଜୁଆଡ଼ିକୁ ଗିରଫ କରିବା ସହ ଉକ୍ତ ଆଡ୍ଡାରୁ ୫ ଲକ୍ଷ ୫୨ ହଜାର ଟଙ୍କା ଏବଂ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଗିରଫ ଜୁଆଡ଼ି ମାନେ ହେଲେ ସୁବାସ ଚନ୍ଦ୍ର ବରାଡ଼, ପି. ଜଗନ୍ନାଥ, ଅରୁଣ ବେହେରା ଓ ବିପିନି ସେଠୀ। ଥାନା କେସ ନଂ ୭୭/୨୦ରେ ସମସ୍ତ ଜୁଆଡ଼ିକୁ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ବାବୁଲି ସେଠୀ ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026
Latest News

ବଙ୍ଗଳାରେ କିଏ ହେବ ମୁଖ୍ୟମନ୍ତ୍ରୀ?: ରେସରେ ରହିଛି ଏହିମାନଙ୍କ ନାମ

May 5, 2026

ପଶ୍ଚିମ ଏସିଆ ସଙ୍କଟ ପରେ ୮୪ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଲେ ସରକାର

May 5, 2026

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.