ଜାଣନ୍ତୁ ଭାରତରେ କେଉଁଠି କେତେ ରହିଛନ୍ତି କରୋନା ଆକ୍ରାନ୍ତ

Published: Mar 18, 2020, 12:57 pm IST

ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଚାଲିଥିବାବେଳେ ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ଭାରତରେ ସର୍ବମୋଟ ୧୪୭ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ରୋଗରୁ ଭଲ ହୋଇଥିବା ରୋଗୀଙ୍କ ସଂଖ୍ୟା ରହିଛି ୧୪। ଭାରତରେ ଏହାକୁ ମହାମାରୀ ଘୋଷଣା କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ମାନେ ସତର୍କତା ଅବଲମ୍ବନ କରିବା ସହିତ ବେଶ୍‌ କଡା ପଦକ୍ଷେପ ସବୁ ଗ୍ରହଣ କରୁଛନ୍ତି। କରୋନାକୁ ଭୟଭୀତ ନ ହୋଇ ସତର୍କ ରହୁନ୍ତୁ ତଥା ଅନ୍ୟକୁ ସତର୍କ କରାନ୍ତୁ। ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରି ଆମେ କରୋନା ସଂକ୍ରମଣରୁ ବର୍ତ୍ତିପାରିବା। ଭୟ ନ କରି ଗୁଜବ ସୃଷ୍ଟି ନ କରି ଏହି ରୋଗ ପ୍ରତି ସତର୍କ ରହିବା ଆଜିର ଦିନର ସବୁଠାରୁ ବଡ଼ ଆବଶ୍ୟକତା।

 

ତେବେ ଆସନ୍ତୁ ଜାଣିବା ଭାରତର ସର୍ବମୋଟ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା ବିଷୟରେ :

Related posts