Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍‌-୧୯ ମୁକାବିଲା ପାଇଁ ସହାୟତା କଲେ ଭାରତୀୟ ଉପ ଅଧିନାୟକ
ଆଜିର ଖବର

କୋଭିଡ୍‌-୧୯ ମୁକାବିଲା ପାଇଁ ସହାୟତା କଲେ ଭାରତୀୟ ଉପ ଅଧିନାୟକ

March 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ସମଗ୍ର ବିଶ୍ୱ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ବିଭିନ୍ନ ବଲିଉଡ୍ ସେଲିବ୍ରିଟି ଓ କ୍ରିକେଟର । ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ତଥା ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା । ଏହି ଦୁଃଖଦ ସମୟରେ ରୋହିତ କରୋନା ମୁକାବିଲା ପାଇଁ ୮୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ୮୦ ଲକ୍ଷ ଟଙ୍କା ମଧ୍ୟରୁ ରୋହିତ ୪୫ ଲକ୍ଷ ଟଙ୍କା ପିଏମ୍ କେୟାର ଫଣ୍ଡକୁ ଏବଂ ୨୫ ଲକ୍ଷ ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହା ବ୍ୟତିତ ଜୋମାଟୋ ଫିଡିଙ୍ଗ ଇଣ୍ଡିଆକୁ ୫ ଲକ୍ଷ ଏବଂ ବୁଲା କୁକୁରଙ୍କ ଖାଦ୍ୟ ପାଇଁ ୫ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି ।

covid19 rohit
Share. Facebook Twitter LinkedIn Email WhatsApp Copy Link

Related Posts

ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇର ବଡ଼ ପଦକ୍ଷେପ: ବହୁ ବଡ଼ବଡ଼ିଆଙ୍କ ନାଁରେ ଏଫଆଇଆର୍

September 14, 2026

ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି

September 14, 2026

ଭିଣୋଇର ଶ୍ରାଦ୍ଧ କର୍ମରେ ଗାଧୋଉଥିଲା ବେଳେ ନଦୀ ସ୍ରୋତରେ ଭାସି ଶଳାଙ୍କ ମୃତ୍ୟୁ

September 14, 2026

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଗସ୍ତ କରିବ ପାକିସ୍ତାନ ଦଳ: ଜାଣନ୍ତୁ କେବେ?

September 14, 2026
Latest News

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇର ବଡ଼ ପଦକ୍ଷେପ: ବହୁ ବଡ଼ବଡ଼ିଆଙ୍କ ନାଁରେ ଏଫଆଇଆର୍

September 14, 2026

ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି

September 14, 2026

‘UCC’କୁ ବିରୋଧ କଲା JDU: ଏବେ ଚିରାଗ ପାସୱାନ ମଧ୍ୟ ସ୍ପଷ୍ଟ କଲେ ମତ

September 14, 2026

ଭିଣୋଇର ଶ୍ରାଦ୍ଧ କର୍ମରେ ଗାଧୋଉଥିଲା ବେଳେ ନଦୀ ସ୍ରୋତରେ ଭାସି ଶଳାଙ୍କ ମୃତ୍ୟୁ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.