Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ସହ ଯୁଦ୍ଧରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରୁଛନ୍ତି କଏଦୀ
ଆଜିର ଖବର

କରୋନା ସହ ଯୁଦ୍ଧରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରୁଛନ୍ତି କଏଦୀ

April 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ :  କରାେନା ସହ ଲଢେଇରେ କରୋନ ଯୋଦ୍ଧାଙ୍କୁ ସାହାଯ୍ୟ କରୁଛନ୍ତି କଏଦୀମାନେ । କରୋନା ଭାଇରସ୍‌ କାରଣରୁ ସୃଷ୍ଟି ହୋଇଥିବା ସୁରକ୍ଷା ଉପକରଣର ଅଭାବକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି କଏଦୀ । ବୈତୁଲ୍‌ରେ ସ୍ବାସ୍ଥ୍ୟ ଅଧିକାରୀ  କହିଛନ୍ତି ଯେ, କଏଦୀଙ୍କ ସହାୟତାରେ ସୁରକ୍ଷା କିଟ୍‌ ପ୍ରସ୍ତୁତ କରାଯାଊଛି। ପିପିଇ କିଟ୍‌ ସହିତ କଏଦୀମାନେ ପ୍ଲାଷ୍ଟିକ୍‌ର ‘ଫେସ୍‌ ସିଲ୍ଡ’ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଦଉଡ଼ି ସାହାଯ୍ୟରେ ମୁହଁରେ ଲଗାଯାଇପାରିବ ।

ବୈତୁଲ୍‌ର ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଓ କିଟ୍‌କୁ ବିକଶିତ କରାଯାଉଛି । ବୈତୁଲ୍‌ ଜେଲର କଏଦୀମାନେ ଏହି କିଟ୍‌ ପ୍ରସ୍ତୁତରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ସାଂସଦଙ୍କ ତରଫରୁ କିଛି ଫଣ୍ଡର ବିନିଯୋଗ କରାଯାଇଛି । ପୂର୍ବରୁ ଏହି କଏଦୀମାନେ ମାସ୍କ ପ୍ରସ୍ତୁତ କରୁଥିଲେ । ଏପର୍ଯ୍ୟନ୍ତ 30 କିଟିସ୍‌ ପ୍ରସ୍ତୁତ କରିସାରିଲେଣି ଏହି କଏଦୀମାନେ । କରୋନା ଭାଇରସ ଚିକିତ୍ସା ସମୟରେ ସ୍ବାସ୍ଥ୍ୟ କର୍ମୀ, କ୍ବାରେଣ୍ଟାଇନ୍‌ ସେଣ୍ଟର, ହସ୍ପିଟାଲ, ପ୍ରୟୋଗଶାଳା ସବୁଠୁ ଏହି କିଟ୍‌ର ବହୁଳ ଉପଯୋଗ ହେଉଛି । (ଏଜେନ୍ସି)

ppe
Share. Facebook Twitter LinkedIn Email WhatsApp Copy Link

Related Posts

କେରଳରେ କଂଗ୍ରେସର ଚମତ୍କାର ପ୍ରଦର୍ଶନ: 83ଟି ଆସନରେ ଆଗୁଆ

May 4, 2026

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026
Latest News

କେରଳରେ କଂଗ୍ରେସର ଚମତ୍କାର ପ୍ରଦର୍ଶନ: 83ଟି ଆସନରେ ଆଗୁଆ

May 4, 2026

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.