Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ପାଇଁ ନିଲମ୍ବିତ ହେଲେ ବ୍ରାଜିଲ୍‌ର ସ୍ବାସ୍ଥ୍ୟମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

କରୋନା ପାଇଁ ନିଲମ୍ବିତ ହେଲେ ବ୍ରାଜିଲ୍‌ର ସ୍ବାସ୍ଥ୍ୟମନ୍ତ୍ରୀ

April 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରାଜିଲ୍‌ : ବିଶ୍ବ ମହାମାରୀ କରୋନା ଯୋଗୁଁ ରାଷ୍ଟ୍ରଗୁଡିକ ଆର୍ଥିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ବ୍ରାଜିଲ୍‌ରେ କରୋନା ନେଇ ଉଭୟ ରାଷ୍ଟ୍ରପତି ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ଅର୍ଥକୁ ନେଇ ଜାରିରହିଥିବା ମତଭେଦ ଉଗ୍ର ରୂପ ଧାରଣ କରିଛି । ବ୍ରାଜିଲ୍‌ର ରାଷ୍ଟ୍ରପତି ଜାୟରା ବୋଲସୋନାରୋ ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ଦୁହିଁଙ୍କ ମଧ୍ୟରେ କରୋନା ସହ ଲଢିବାକୁ ନେଇ ମତଭେଦ ଚାଲିଥିଲା ।

ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ଲୁଇଜ୍‌ ହେନେରିକ୍‌ ମେଣ୍ଡେଟା ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ମତଭେଦ ଏବେ ସାମ୍ନାକୁ ଆସିଛି । ବ୍ରାଜିଲ୍‌ର ସ୍ବାସ୍ଥ୍ୟମନ୍ତ୍ରୀ ଲଗାତାର ସୋସିଆଲ ଡିଷ୍ଟାନ୍ସିଂ ଓ ଆଇସୋଲେସନ୍‌  ସପକ୍ଷରେ ଯୁକ୍ତି ବାଢୁଥିବାବେଳେ ରାଷ୍ଟ୍ରପତି ବ୍ରାଜିଲ୍‌ର ଅର୍ଥବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ମହତ୍ତ୍ବପୂର୍ଣ୍ଣ ବୋଲି କହୁଛନ୍ତି । ଦୁହିଁଙ୍କ ମଧ୍ୟରେ କରୋନାକୁ ନେଇ ମତଭେଦ ଚାଲିଥିବା ଯୋଗୁଁ ରାଷ୍ଟପତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି । ତାଙ୍କ ସ୍ଥାନରେ ନେଲେସନ୍‌ ଟିଚ୍‌ଙ୍କୁ ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ

June 4, 2026

ଆଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଅବସର ନେଲେ ଏହି ଭାରତୀୟ ଖେଳାଳି

June 4, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସୁରଟ ଏବଂ ଦାମନ ଗସ୍ତ

June 4, 2026

୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି ହେଲା ଏନସିଇଆରଟିର ସିଇଇ-୨୦୨୬ ପାଇଁ ଆବେଦନର ଶେଷ ତାରିଖ

June 4, 2026
Latest News

ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ

June 4, 2026

ଆଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଅବସର ନେଲେ ଏହି ଭାରତୀୟ ଖେଳାଳି

June 4, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସୁରଟ ଏବଂ ଦାମନ ଗସ୍ତ

June 4, 2026

୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି ହେଲା ଏନସିଇଆରଟିର ସିଇଇ-୨୦୨୬ ପାଇଁ ଆବେଦନର ଶେଷ ତାରିଖ

June 4, 2026

ରାଜ୍ୟରେ ୧୯୫ କୋଟିର ପୋଲିସ ଭିତ୍ତିଭୂମି ଲୋକାର୍ପିତ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.