Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମୟ ନିର୍ଘଣ୍ଟକୁ ନେଇ ରାଜ୍ୟସରକାରଙ୍କ ସାନି ନିର୍ଦ୍ଦେଶନାମା: ଜୁନ୍‌ 15 ପର୍ଯ୍ୟନ୍ତ ସକାଳୁଆ ଅଫିସ୍‌
ଆଜିର ଖବର

ସମୟ ନିର୍ଘଣ୍ଟକୁ ନେଇ ରାଜ୍ୟସରକାରଙ୍କ ସାନି ନିର୍ଦ୍ଦେଶନାମା: ଜୁନ୍‌ 15 ପର୍ଯ୍ୟନ୍ତ ସକାଳୁଆ ଅଫିସ୍‌

April 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର :କରୋନା ପାଇଁ  ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ହୋଇଥିବା ସମୟରେ ସରକାରୀ ଅଫିସ୍‌ରେ କାର୍ଯ୍ୟ କରିବାର ସମୟ ନିର୍ଘଣ୍ଟକୁ ନେଇ ରାଜ୍ୟସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବ ବର୍ଷ ଭଳି ଏପ୍ରିଲ୍‌ 10ରୁ ଜୁନ୍ 15 ତାରିଖ ପର୍ଯ୍ୟନ୍ତ ସକାଳୁଆ ଅଫିସ୍‌ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟଗୁଡ଼ିକର ଅଫିସ୍ ସମୟ ସକାଳ 7ଟାରୁ ଦିନ 1ଟା ପର୍ଯ୍ୟନ୍ତ ପାଳନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ପୁଣିଥରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସବୁ ଅଫିସ୍‌ ଓ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ କୋର୍ଟ ସକାଳୁଆ ହେବ ବୋଲି ନିର୍ଦ୍ଦେଶ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ

August 8, 2026

ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

August 8, 2026

ଫୁଲୁଛି ସାଳନ୍ଦୀ ଓ ବୈତରଣୀ

August 8, 2026

ଭୁବନେଶ୍ୱରରେ ଆକର୍ଷଣୀୟ ଫ୍ୟାଶନ୍ ସୋ’ରେ ଝଲସିଲା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ

August 8, 2026
Latest News

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ

August 8, 2026

ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

August 8, 2026

ଫୁଲୁଛି ସାଳନ୍ଦୀ ଓ ବୈତରଣୀ

August 8, 2026

ଭୁବନେଶ୍ୱରରେ ଆକର୍ଷଣୀୟ ଫ୍ୟାଶନ୍ ସୋ’ରେ ଝଲସିଲା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ

August 8, 2026

ପାକ୍-ସାଉଦି-ତୁର୍କୀ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି: ଭାରତର ଆସିଲା ପ୍ରତିକ୍ରିୟା

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.