ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତ ଜଣକ ରାଉରକେଲା ନାଲାରୋଡ୍ର 29 ବର୍ଷୀୟା ମହିଳା। କଣ୍ଟେନେମଣ୍ଟ ଜୋନ୍ରେ ପୂର୍ବରୁ ଆକ୍ରାନ୍ତ ପଡୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ। ସୁନ୍ଦରଗଡରୁ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଆକ୍ରାନ୍ତ ରାଉରକେଲା ନାଲାରୋଡ୍ର 29 ବର୍ଷୀୟା ମହିଳା । କଣ୍ଟେନମେଣ୍ଟ ଜୋନ୍ରେ ପୂର୍ବରୁ ଆକ୍ରାନ୍ତ ପଡୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ ।
ସୁନ୍ଦରଗଡରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 163କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ 102ଟି ଆକ୍ଟିଭ୍ କେସ୍ ରହିଛି। ସୁସ୍ଥ ହୋଇ ଘରକୁ 60 ଜଣ ଫେରିଥିବାବେଳେ ଜଣକର ମୃତ୍ୟୁ ହୋଇଛି ।
Tags: