Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତା ନାହିଁ ତ ମଦ ନାହିଁ : ସାମାଜିକ ଦୂରତ୍ବ ପାଳନ ପାଇଁ ତିରୁପୁର ପ୍ରଶାସନର ଅଭିନବ ଉପାୟ
ଆଜିର ଖବର

ଛତା ନାହିଁ ତ ମଦ ନାହିଁ : ସାମାଜିକ ଦୂରତ୍ବ ପାଳନ ପାଇଁ ତିରୁପୁର ପ୍ରଶାସନର ଅଭିନବ ଉପାୟ

May 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : ତାମିଲନାଡୁରେ 7 ତାରିଖରୁ ପୁଣି ଥରେ ମଦ ବିକ୍ରି ଆରମ୍ଭ ହେବ । କିନ୍ତୁ ଏଠାରେ ତିରୁପୁର ପ୍ରଶାସନ ତରଫରୁ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି । ପ୍ରଶାସନ ମଙ୍ଗଳବାର ଦିନ ଆଦେଶ ଜାରି କରିଛନ୍ତି । ମଦ ଦୋକାନ ପାଇଁ ଏବେ ସାମାଜିକ ନିୟମକୁ ପାଳନକୁ କଡାକଡି କରାଯାଇଛି । ଏବେ ମଦ ପାଇଁ ଧାଡିରେ ରହିଥିବା ଲୋକମାନେ ଛତା ଧରି ଛିଡା ହେବାକୁ ବାଧ୍ୟତାମୂଳକ କରାଯାଇଛି ।  ଯିଏ ଛତା ଧରି ଧାଡିରେ ଛିଡା ନ ହେଲେ ମଦ କିଣିବା ପାଇଁ ଅନୁମତି ମିଳିବ ନାହିଁ ।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ 3.0ରେ ମଦ ବିକ୍ରିକୁ ଅନୁମତି ମିଳିବା ପରେ ମଦ ପାଇଁ ସାମାଜିକ ଦୂରତ୍ବକୁ ପାଳନ କରୁଥିବାର ଦେଖାଯାଉଛି । ମଦ ଦୋକାନ ଆଗରେ ପ୍ରବଳ ଭିଡ ମଧ୍ୟ ହେଉଛି । ଜାରି କରାଯାଇଥିବା କରୋନା ଗାଇଡଲାଇନକୁ ମଧ୍ୟ ଉଲ୍ଲଂଘନ କରାଯାଉଛି। ମଦ ଦୋକାନରେ 5 ଜଣ ଗ୍ରାହକଙ୍କୁ ଅନୁମତି ମିଳିଥିବାବେଳେ ଏହି ନିୟମକୁ କେହି ମାନୁ ନଥିବାବେଳେ ତିରୁପର ପ୍ରଶାସନ ଏହି ଅଭିନବ ଉପାୟ ବାହାରକରିଛି ।

ସୂଚନାଯୋଗ୍ୟ, ଓଡ଼ିଶାର ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଛତା ନେଇ ବାହାରକୁ ଯିବାକୁ ପରାମର୍ଶ ଦେଇଥିଲେ । ଛତା ନେଇ ବାହାରକୁ ଗଲେ ସାମାଜିକ ଦୂରତ୍ବ ଭଙ୍ଗ ହେବାର ଆଶଙ୍କା ରହିବ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ: ଇତିହାସ ରଚିଲେ ମୀରାବାଇ ଚାନୁ 

July 26, 2026

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026
Latest News

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ: ଇତିହାସ ରଚିଲେ ମୀରାବାଇ ଚାନୁ 

July 26, 2026

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026

୧୩ ଦିନ ପରେ ଆକ୍ରମଣ ବନ୍ଦ କଲା ଆମେରିକା!: ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଟ୍ରମ୍ଫ?

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.