Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାଜିଆବାଦରେ ଧାରା 144 ଜାରି କରାଯିବ ସହ ଆସନ୍ତା 31 ଯାଏଁ ଲକଡାଉନର ଗାଇଡଲାଇନ୍ସକୁ କରାଗଲା ବୃଦ୍ଧି
ଆଜିର ଖବର

ଗାଜିଆବାଦରେ ଧାରା 144 ଜାରି କରାଯିବ ସହ ଆସନ୍ତା 31 ଯାଏଁ ଲକଡାଉନର ଗାଇଡଲାଇନ୍ସକୁ କରାଗଲା ବୃଦ୍ଧି

May 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗାଜିଆାବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଲକ୍ ଡାଉନ୍‌ର ଗାଇଡ୍‌ଲାଇନ୍ସକୁ ଆସନ୍ତା ମଇ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହିତ କରୋନା ଭାଇରସ ଓ ଇଦ୍‌ ଚାଲିଥିବାରୁ ଧଶରା 144 ମଧ୍ୟ ଲାଗୁ କରାଯାଇଛି । ଗାଜିଆବାଦାର ଜିଲ୍ଲାଧିକାରୀ ଏହି ସମ୍ପର୍କରେ ସୂଚନା ଦେଇ ଆଦେଶ ଜାରି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ରୂପେ ବିବେଚନା ହେବ । ଏଥିପାଇଁ ଫାଇନ୍‌ ଆଦାୟ କରାଯିବ । ସେହିପରି ସାର୍ବଜନିକ ସ୍ଥାନକୁ ଆସିବାକୁ ହେଲେ ମୁହଁକୁ ଘୋଡାଇବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ଏହା ଦଣ୍ଡନୀୟ ଅପରାଧ ରୂପେ ବିବେଚନା ହେବ । ସେହିପରି ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିବ । ସାର୍ବଜନିକସ୍ଥାନରେ କେହି ବି ଭିଡ ଲଗାଇ ପାରିବେ ନାହିଁ ।

ଗାଜିଆବାଦ ଅରେଞ୍ଜ ଜୋନ୍‌ରେ ରହିଛି । ଏଠାରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ଗାଇଡଲାଇନ୍ସ ମଧ୍ୟ ଜାରି ରହିଛି । ହଟସ୍ପଟ୍‌ ଏରିଆକୁ ଛାଡି ଅନ୍ୟ ଅଞ୍ଚଳରେ ଦୋକାନ ଖୋଲାଯାଇଛି । ତେବେ ମଲ୍ଟିପ୍ଲେକ୍ସ, ମାର୍କେଟ୍‌ ଓ ସପିଂ ମଲ୍‌ ଆଦି ବନ୍ଦ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

India’s Electronic Export: ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଭାରତର ବଡ ସଫଳତା, ବିଶ୍ବରେ ତୃତୀୟ ସ୍ଥାନ

December 28, 2025

Maan Ki Baat 129: ଚଳିତ ବର୍ଷର ସଫଳତାର ହିସାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

December 28, 2025

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

December 28, 2025

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି?, ନୂଆବର୍ଷରେ କରନ୍ତୁ ଏହି ସବୁ ଉପାୟ

December 28, 2025
Latest News

India’s Electronic Export: ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଭାରତର ବଡ ସଫଳତା, ବିଶ୍ବରେ ତୃତୀୟ ସ୍ଥାନ

December 28, 2025

Maan Ki Baat 129: ଚଳିତ ବର୍ଷର ସଫଳତାର ହିସାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

December 28, 2025

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

December 28, 2025

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି?, ନୂଆବର୍ଷରେ କରନ୍ତୁ ଏହି ସବୁ ଉପାୟ

December 28, 2025

ଏହି ଜିନିଷଗୁଡିକ ଅଣ୍ଡା ସହିତ ଖାଆନ୍ତୁ ନାହିଁ, ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ପ୍ରଭାବ

December 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.