Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ‘ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି ଆଓ୍ବାର୍ଡ ୨୦୧୮’
ଆଜିର ଖବର

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ‘ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି ଆଓ୍ବାର୍ଡ ୨୦୧୮’

March 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
biju pattanaik airport, bhubaneswar gets airport service quality award 2018
biju pattanaik airport, bhubaneswar gets airport service quality award 2018

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର (ବିପିଆଇଏ) ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଆକାର ଓ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ମିଳିଥିବା ସୂଚନା ରହିଛି । ୨୦ରୁ ୫୦ ଲକ୍ଷ ଯାତ୍ରୀ କ୍ଷମତା ବିଭାଗରେ ଏହି ପୁରସ୍କାର ମିଳିବ ।   ଏହି ମାନ୍ୟତାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ପଛକୁ ଚଣ୍ଡିଗଡ଼ ବିମାନବନ୍ଦର, ଦେବୀ ଅହଲ୍ୟାବାଈ ହୋଲକର ବିମାନବନ୍ଦର ଇନ୍ଦୋର, ଏସ୍‌ଏମ୍‌ ବଦାଉରଦ୍ଦିନ୍‌ ବିମାନବନ୍ଦର ଇଣ୍ଡୋନେସିଆ ଏବଂ ୟିଚାଙ୍ଗ୍‌ ସାନ୍‌ସିଆ ବିମାନବନ୍ଦର ଚୀନ୍‌ ରହିଥିବା ଜାଣିବାକୁ ମିଳିଛି। ବିଶ୍ୱ ସ୍ତରରେ ପ୍ରସ୍ତୁତ ହେଉଥିବା ହେଉଥିବା ବିମାନବନ୍ଦରର ଏହି ମାନ୍ୟତା ତାଲିକାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସ୍ଥାନ ପାଇବା ଉଭୟ ରାଜ୍ୟ ଓ ଦେଶ ପାଇଁ ନିହାତି ଭାବେ ଗୌରବର ବିଷୟ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

September 29, 2026

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026
Latest News

ବାସ୍ତୁ ନିୟମ: ଟ୍ରେଜେରି ସଫା ରଖିଲେ ବୃଦ୍ଧି ପାଏ ଧନ, ଜାଣନ୍ତୁ କେଉଁଠି ରଖିବେ ଟଙ୍କା-ପଇସା

September 29, 2026

ୟୁପି ରାଜ୍ୟସଭା ନିର୍ବାଚନ: ୧୦ମ ଆସନ ପାଇଁ ଜୋରଦାର ଲଢ଼େଇ; ଜାଣନ୍ତୁ କ୍ରସ୍-ଭୋଟିଂ ଓ ସଂଖ୍ୟାର ପୂର୍ଣ୍ଣ ହିସାବ

September 29, 2026

ଶିଶୁଙ୍କୁ ନିମୋନିଆ: କାରଣ, ଲକ୍ଷଣ ଓ ସାବଧାନତା

September 29, 2026

ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତ୍ରି-ଭାଷା ନୀତିରୁ ଛାଡ଼ କରିବାକୁ ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

September 29, 2026

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.