Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକ୍ତ ହେଲେ କରୋନା ଯୋଦ୍ଧା : କମିଶନରେଟ୍‌ ପୋଲିସ୍‌ର ସ୍ବାଗତ
ଆଜିର ଖବର

କରୋନା ମୁକ୍ତ ହେଲେ କରୋନା ଯୋଦ୍ଧା : କମିଶନରେଟ୍‌ ପୋଲିସ୍‌ର ସ୍ବାଗତ

May 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କିଛି ଦିନ ପୂର୍ବରୁ କମିଶନରେଟ ପୋଲିସ୍‌ର ଜନୈକ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିଲେ । କରୋନା ଆକ୍ରାନ୍ତ ଏହି ଅଧିକାରୀ ଜଣକ ଆଜି ସୁସ୍ଥ ହୋଇ ଫେରିବା ପରେ କମିଶନରେଟ କାର୍ଯ୍ୟାଳୟ ବାହାରେ ତାଙ୍କୁ ସ୍ବାଗତ କରାଯାଇଛି ।

ପୋଲିସ୍‌ ପକ୍ଷରୁ ତାଙ୍କୁ ତାଳି ବଜାଇ ସ୍ବାଗତ କରାଯାଇଥିବା ବେଳେ ସ୍ବୟଂ କମିଶନର ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ । ଏହାପରେ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ପ୍ରେସ୍‌ମିଟ୍‌ କରି ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବ ପାଇଁ ନିବେଦନ କରିଥିଲେ ।

corona covid19 COVIDWARRIOR
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଜରାଟରୁ ଫେରିଲେ ମୁଖ୍ୟମନ୍ତ୍ରୀ: ୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ

May 7, 2026

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026
Latest News

ଗୁଜରାଟରୁ ଫେରିଲେ ମୁଖ୍ୟମନ୍ତ୍ରୀ: ୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ

May 7, 2026

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.