ଆଜି ଚିହ୍ନଟ 112 ଆକ୍ରାନ୍ତଙ୍କ ମଧ୍ୟରେ ଜାଣନ୍ତୁ କେଉଁ ଜିଲ୍ଲାରୁ ରହିଛନ୍ତି କେତେ

Published: Jun 12, 2020, 11:12 am IST

ଭୁବନେଶ୍ବର :  ଆଜି ଚିହ୍ନଟ  112 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 21 ଜଣ ଏନଡିଆର୍‌ଏଫ୍‌/ ଓଡ୍ରାଫ୍‌/ ଅଗ୍ନିଶମ କର୍ମଚାରୀ  ରହିଛନ୍ତି । ସେହିପରି  ପୁରୀ ଜିଲ୍ଲାରୁ ସର୍ବାଧିକ 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 8 ଜଣ,  ଯାଜପୁରରୁ 7 ଜଣ, ଗଞ୍ଜାମ ଓ ଅନୁଗୁଳୁରୁ 6ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର, ଗଜପତି, ସମ୍ବଲପୁର, ବଲାଙ୍ଗିର ଓ ବାଲେଶ୍ବରରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ନୟାଗଡରୁ 4 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲ୍‌କାନଗିରି, କଟକ, ବୌଦ୍ଧ ଓ ଯାଜପୁରରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡା ଓ ଦେବଗଡରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି  । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3,498କୁ ବୃଦ୍ଧି ହୋଇଛି ।

ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 658 515 138 5 0
ଯାଜପୁର 329 287 42 0 0
ଖୋର୍ଦ୍ଧା 315 186 123 4 2
କଟକ 219 124 94 1 0
ବାଲେଶ୍ବର 202 163 38 0 1
କେନ୍ଦ୍ରାପଡା 171 161 10 0 0
ଭଦ୍ରକ 152 135 17 0 0
NDRF-ODRAF-Fire service 136 0 136 0 0
ପୁରୀ 133 92 41 0 0
ଜଗତସିଂହପୁର 130 82 48 0 0
ବଲାଙ୍ଗିର 129 87 42 0 0
ସୁନ୍ଦରଗଡ 122 74 48 0 0
ନୟାଗଡ 101 75 26 0 0
ମୟୂରଭଞ୍ଜ 99 20 79 0 0
ଗଜପତି 84 33 51 0 0
ନୂଆପଡା 74 57 17 0 0
କେଉଁଝର 59 25 34 0 0
କନ୍ଧମାଳ 52 25 27 0 0
ଢେଙ୍କାନାଳ 42 21 21 0 0
ଦେବଗଡ 40 32 8 0 0
ଅନୁଗୁଳ 39 25 14 0 0
ବୌଦ୍ଧ 38 34 4 0 0
କଳାହାଣ୍ଡି 38 20 18 0 0
ସୋନପୁର 29 16 13 0 0
ମାଲ୍‌କାନ୍‌ଗିରି 25 21 4 0 0
ସମ୍ବଲପୁର 23 15 8 0 0
ବରଗଡ 18 11 7 0 0
କୋରାପୁଟ 17 8 9 0 0
ଝାରସୁଗୁଡା 15 8 7 0 0
ରାୟଗଡା 7 0 7 0 0
ନବରଙ୍ଗପୁର 2 2 0 0 0

Related posts