Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୀନ୍ ଆକ୍ରମଣ ବିରୁଦ୍ଧରେ ରେଢାଖୋଲରେ ଆମ୍ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ
ଆଜିର ଖବର

ଚୀନ୍ ଆକ୍ରମଣ ବିରୁଦ୍ଧରେ ରେଢାଖୋଲରେ ଆମ୍ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ

June 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଭାରତ-ଚୀନ୍ ସୀମା ବିବାଦ ସଂପର୍କରେ କେନ୍ଦ୍ର ସରକାରଙ୍କର ଭୂମିକା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏ ସଂପର୍କରେ ସମସ୍ତ ତଥ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରିବା ଆବଶ୍ୟକ। ଦିଲ୍ଲୀର ସର୍ବଦଳୀୟ ବୈଠକକୁ ପ୍ରଧାନମନ୍ତ୍ରୀ ଆମ୍ ଅଦମୀ ପାର୍ଟିକୁ ନିମନ୍ତ୍ରଣ ନ କରିବା ଆଦିକୁ ନେଇ ଆମ୍ ଆଦମୀ ପାର୍ଟି ବିରୋଦ୍ଧ ପ୍ରଦର୍ଶନ କରିଛି। ଲଦାଖର ଏଲ୍‌ଏସିରେ ୨୦ ଭାରତୀୟ ଯବାନ ଶହୀଦ ହେବା ତଥା ଅନେକ ଆହତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ସଂକ୍ରାନ୍ତରେ ଦେଶବାସୀ ତଥା ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁବା ସହିତ ଚୀନର ବର୍ବର କାଣ୍ଡର ଉପଯୁକ୍ତ ଜବାବ ପାଇଁ ଦାବୀ କରୁଛି।

ସହିଦ୍ ପରିବାରଙ୍କୁ ୧ କୋଟି ପ୍ରଦାନ, ପରିବାରର ଜଣଙ୍କୁ ନିଯୁକ୍ତି ଦେବା ଓ ୧ ଅପ୍ରେଲ୍ ୨୦୨୦ ପୂର୍ବବତ ସ୍ଥିତି ସୀମାରେ ବାହାର କରିବା ପାଇଁ ଆପ୍ ଦାବୀ କରୁଛି। ଆଜି ରେଢାଖୋଲ ଭୀମଭୋଇ ଛକ ଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଏ ପ୍ରସଙ୍ଗକୁ ନେଇ ଏକ ବିରୋଦ୍ଧ ପ୍ରଦର୍ଶନ କରିବା ସହ ଶହୀଦ ବୀର ସୈନିକମାନଙ୍କ ପ୍ରତି ୨ ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞଳୀ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ବ୍ଲକ୍ ପ୍ରଭାରୀ ଅଜୟ କୁମାର ସାହୁ, ନାକଟିଦେଉଳ ପ୍ରଭାରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ସଂସାର ନାଏକ, ନିର୍ମଳା ସାହୁ, ସୁଦର୍ଶନ ସାହୁ, ଭ୍ରମରବର କିସାନ୍, ସାମୁଏଲ୍ ପୁର୍ତି, ଅଶୋକ ଦେହୁରୀ ପ୍ରମୁଖ ସାମିଲ୍ ହୋଇଥିଲେ। ଜିଲ୍ଲା ଆବାହକ ଆନନ୍ଦ ସାମଲ୍ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା-୨୦୨୭ ପାଇଁ ‘ପ୍ରଗତି’ ଏବଂ ‘ବିକାଶ’ ମାସ୍କଟ୍‌ର ଶୁଭାରମ୍ଭ କଲେ ଅମିତ ଶାହ

March 5, 2026

ଆମେରିକା ଇରାନ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଇରାନ ଓ ଓମାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ହେଲେ କଥା

March 5, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

March 5, 2026

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ

March 5, 2026
Latest News

ଜନଗଣନା-୨୦୨୭ ପାଇଁ ‘ପ୍ରଗତି’ ଏବଂ ‘ବିକାଶ’ ମାସ୍କଟ୍‌ର ଶୁଭାରମ୍ଭ କଲେ ଅମିତ ଶାହ

March 5, 2026

ଆମେରିକା ଇରାନ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଇରାନ ଓ ଓମାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ହେଲେ କଥା

March 5, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

March 5, 2026

ବିହାର ରାଜନୀତିରେ ରୋଚକ ସ୍ଥିତି, ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

March 5, 2026

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.