Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Wednesday, Jun 25, 2025 | Last Update : 4:11 AM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଖେଳ
,
ଜାତୀୟ ଖବର
ବିଶ୍ବର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ କରୋନା
Samikhsya Bureau
Published:
Aug 25, 2020, 3:43 pm IST
ଜାମାଇକା
: ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ କରୋନା ହୋଇଥିବାର ସୂଚନା ରହିଛି । ସୋମବାର ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ବୋଲ୍ଟ ସୂଚନା ଦେବା ସହିତ ନିଜର ସମର୍ଥକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ନିଜର 34 ତମ ଜନ୍ମଦିବସ ପାଳନ ପରେ ବୋଲ୍ଟ ଏହି ଟ୍ୱିଟ୍ କରିଛନ୍ତି । ତେବେ ସେ ନିଜର କରୋନା ସମ୍ପର୍କରେ କହିଛନ୍ତି ଯେ,ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନାହିଁ । ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖିଛନ୍ତି 100 ଓ 200 ମିଟର ସ୍ପ୍ରିଣ୍ଟର ରେକର୍ଡଧାରୀ ବୋଲ୍ଟ ତାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିବା ସମସ୍ତ ସମର୍ଥକ ଏବଂ ବନ୍ଧୁ ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁ ହୋଲନସ୍ ଜନ୍ମଦିନ ପାର୍ଟିର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି।
Tags:
coronavirus
,
ussainbolt
Related posts
ଆସନ୍ତାକାଲି ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାର
ମହାରାଷ୍ଟ୍ରର ଆଉ ଏକ ନିର୍ବାଚନରେ ଜିତିଲେ ଅଜିତ ପାୱାର: ଜାଣନ୍ତୁ କେତେ ପାଇଲେ ଭୋଟ?
ପୂର୍ବତଟ ରେଳପଥ ରଣନୈତିକ ରାଜଭାଷା କାର୍ଯ୍ୟାନ୍ୱୟନ ବୈଠକ
ଗଞ୍ଜାମ ଜିଲ୍ଲା ପାଇଁ ଆଉ ଏକ ଲଜ୍ଜ୍ୟା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ସ୍ମାର୍ଟ ସିଟି ମିଶନର ୧୦ ବର୍ଷ: ୯୪% ପ୍ରକଳ୍ପ ରୂପାୟନ, ୧.୬୪ ଲକ୍ଷ କୋଟି ଟଙ୍କା ବିନିଯୋଗ
ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ କାହିଁକ ଗଲେ ରାଜ୍ୟପାଳ କୁମ୍ଭମପତି, କଣ ରହିଛି କାରଣ
ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କ୍ରେତା ଓ ବିକ୍ରେତା ସମ୍ମିଳନୀ
‘କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ତୁମେ କିଏ?’: ପାକିସ୍ତାନକୁ ସମର୍ଥନ କରୁଥିବା ୫୭ ଦେଶଙ୍କୁ ଭର୍ତ୍ସନା କଲା ଭାରତ
ଓଏଏସ ଚାକିରୀରୁ ସେ ନେଇସାରିଲେଣି ଅବସର, ହେଲେ ଏବେ ମିଳିବ ପଦନ୍ନୋତି, ହେବେ ଆଇଏଏସ ଅଫିସର
ତୁର୍କୀରେ ଏକାଠି ହୋଲେ ୫୭ ମୁସଲିମ ଦେଶ: ପାକିସ୍ତାନର ସହ ମିଶାଇଲେ ସ୍ୱର, ଭାରତ ବିଷୟରେ କହିଲେ ବଡ଼ କଥା
ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ‘ECoR Yatra _ ଇକୋର ଯାତ୍ରା’ ଆପ୍ ପ୍ରାରମ୍ଭ
ଅପରେସନ ସିନ୍ଧୁ: ୧୬୫ ଭାରତୀୟ ନାଗରିକଙ୍କୁ ନେଇ ଇସ୍ରାଏଲରୁ ପହଞ୍ଚିଲା ଆଉ ଏକ ବିମାନ