Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିସିଣ୍ଡା ଥାନା ସାମ୍ନାରୁ  ୫୨ କେଜି ଗଞ୍ଜେଇ ସହ ୯୭,୫୦୦ଟଙ୍କା ଜବତ; ଜଣେ ଗିରଫ
ଆଜିର ଖବର

କିସିଣ୍ଡା ଥାନା ସାମ୍ନାରୁ  ୫୨ କେଜି ଗଞ୍ଜେଇ ସହ ୯୭,୫୦୦ଟଙ୍କା ଜବତ; ଜଣେ ଗିରଫ

September 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ :  ଆଜି କିସିଣ୍ଡା ପୋଲିସ ଥାନା ସାମ୍ନାରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରକାଶ, ଯେ ଗଞେଇ ଚୋରା ଚାଲାଣ ହେଉଥିବା କଥା କିସିଣ୍ଡା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ନାକଟିଦେଉଳ ପଟୁ ଆସୁଥିବା ଏକ ମାରୁତି ସୁଜୁକି ଡିଜାର(ଗାଡି ନଂ ଓଡି ୦୨ ବିଏ-୬୫୬୨) ଗାଡିକୁ ଅଟକାଇଥିଲା । ଗାଡି ଭିତରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ୯୭ ହଜାର ୫୦୦ଟଙ୍କା ମଧ୍ୟ ଜବତ କରିଥିବା କିସିଣ୍ଡା ଥାନାଧିକାରୀ ଚିତରଞନ ନାଏକ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ଥାନାଧିକାରୀଙ୍କ କହିବା ଅନୁଯାୟୀ ବୌଦ୍ଧ ପଟୁ ଏହି ଚୋରା ବେପାରୀ ଗଞ୍ଜେଇ ଧରି ଅନୁଗୋଳ ଜିଲ୍ଲା ରେଙ୍ଗାଲି ଅଂଚଳକୁ ଯାଉଥିଲା । ବାଟରେ କୌଣସି ଅଂଚଳରେ ଅସୁବିଧା ଯୋଗୁଁ କିସିଣ୍ଡା ଦେଇ ସମ୍ବଲପୁର ପଟେ ପଳାଇବାକୁ ଉଦ୍ୟମ କରୁଥିଲା ହେଲେ କିସିଣ୍ଡା ଥାନାଧିକାରୀଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁଁ କିସିଣ୍ଡା ଥାନା ସାମ୍ନାରେ ହିଁ ଚୋରା ବେପାରୀକୁ ଧରିବାରେ ସଫଳ ହୋଇଛନ୍ତି ।

ସେ ଧରିଥିବା ୯୭ ହଜାର ୫୦୦ ଟଙ୍କା ପୋଲିସକୁ ଦେଉଥବା ବେଳେ ତାକୁ ମଧ୍ୟ ପୋଲିସ୍ ଜବତ କରିଛି । ଗିରଫ ଗଞେଇ ବେପାରୀ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳ ଥାନା ପଳସମା ଗ୍ରାମର ହରେକୃଷ୍ନ ଆଚାର୍ଯ୍ୟଙ୍କ ପୁଅ ସତ୍ୟବ୍ରତ ଆଚାର୍ଯ୍ୟ(୨୫) ବୋଲି ଜଣାପଡିଛି । ତା ନାମରେ କିସିଣ୍ଡା ଥାନା କେସ୍ ନଂ ୪୭ ତା ୪/୯/୨୦୨୦ ଏନ୍‌ଡିପିଏସ ଆକ୍ଟରେ କେସ୍ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି, ବସିଲା ସୁରକ୍ଷା ବୈଠକ

June 13, 2026

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026
Latest News

ଏକ ବଡ଼ ‘ମେଗା ନିଯୁକ୍ତି ମେଳା’ ଆୟୋଜନ କରିବ କଂଗ୍ରେସ: ଜାଣନ୍ତୁ କେବେ?

June 13, 2026

ଓଡିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି, ବସିଲା ସୁରକ୍ଷା ବୈଠକ

June 13, 2026

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.