Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାହ ପାଲଟିଲା କରୋନା ସଂକ୍ରମଣ ସମାରୋହ  : ସାତ ମୃତ, 177 ସଂକ୍ରମିତ
ଆଜିର ଖବର

ବିବାହ ପାଲଟିଲା କରୋନା ସଂକ୍ରମଣ ସମାରୋହ  : ସାତ ମୃତ, 177 ସଂକ୍ରମିତ

September 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Coronavirus.

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ନିଜର ରୌଦ୍ର ରୂପ ଦେଖାଇ ଚାଲିଛି । ଦେଶରେ ଲଗାତାର ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହା ମଧ୍ୟରେ ଆମେରିକାର ଏକ ଗ୍ରାମୀଣ କ୍ଷେତ୍ରରେ ଏକ ବିବାହ ସମାରୋହ  କରୋନା ସଂକ୍ରମଣ ସମରୋହ ରୂପେ ପରିବର୍ତ୍ତିତ ହୋଇଛି । ଏହି ବିବାହ ଯୋଗୁଁ 200 ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 177 ଜଣ ଏବେ ବି ସଂକ୍ରମିତ ରହିଛନ୍ତି । ଅଗଷ୍ଟ ମାସର ପ୍ରାରମ୍ଭରେ ଏହି ବିବାହରେ 65 ଜଣ ସାମିଲ୍‌ ହୋଇଥିଲେ ।

ଏହି ବିବାହଟି ଚର୍ଚ୍ଚରେ ଆୟୋଜିତ ହୋଇଥିବାବେଳେ  ବିବାହର ରିସେପସନ୍‌ ସମାରୋହ ବିଗ୍‌ ମୁସ୍‌ଇନ୍‌ ହୋଟେଲରେ ହୋଇଥିଲା । ଏହି ଦୁଇ ସ୍ଥାନ ମିଲିନ୍‌କେଟ ନିକଟରେ ସ୍ଥିତ । ଯାହାର ଜନସଂଖ୍ୟା ମାତ୍ର 4000 । ବିବାହର ଦଶ ଦିନ ପରେ ବିବାହ ସହ ସମ୍ପର୍କିତ ଦୁଇ ଡର୍ଜନର ଅଧିକ ଲୋକଙ୍କର କୋଭିଡ୍‌ ପରୀକ୍ଷା ହୋଇଥିଲା । ପରେ ଏହା ପଛରେ ବିବାହ ସମ୍ପର୍କରେ ଜଣାପଡିଥିଲା । ଏହାପରେ ମାମଲା ସାମ୍ନାକୁ ଆସିଲା । ସିଡିସି ଏହି ମାମଲାର ଯାଞ୍ଚ କରୁଛି । ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିବା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ନିକଟରେ ମଧ୍ୟ ବିହାରର ଏପରି ଏକ ମାମଲା ସାମ୍ନାକୁ ଆସିଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ

June 14, 2026

ସ୍ତ୍ରୀକୁ ହାଣିଲା ସ୍ଵାମୀ

June 14, 2026

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

June 14, 2026
Latest News

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ

June 14, 2026

ସ୍ତ୍ରୀକୁ ହାଣିଲା ସ୍ଵାମୀ

June 14, 2026

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

June 14, 2026

ବସ୍ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ୧୫ରୁ ଅଧିକ ଆହତ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.