Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୟ ଶ୍ରୀରାମ: ଆଜି ସଂଧ୍ୟାରେ ସାଢେ ପାଞ୍ଚ ଲକ୍ଷ ଦୀପରେ ସଜେଇ ହେବ ଅଯୋଧ୍ୟା ନଗରୀ
ଆଜିର ଖବର

ଜୟ ଶ୍ରୀରାମ: ଆଜି ସଂଧ୍ୟାରେ ସାଢେ ପାଞ୍ଚ ଲକ୍ଷ ଦୀପରେ ସଜେଇ ହେବ ଅଯୋଧ୍ୟା ନଗରୀ

November 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
AYODHYA, OCT 26 (UNI):-People light earthen lamps on the banks of River Saryu during Deepotsav celebrations in Ayodhya on Saturday.UNI PHOTO-96U

ଅଯୋଧ୍ୟା, ଦୀପାବଳି ପାଇଁ ଅଯୋଧ୍ୟାରେ ଚାଲିଛି ଯୋରଦାର ପ୍ରସ୍ତୁତି। ପ୍ରଭୃ ରାମଚନ୍ଦ୍ରଙ୍କୁ ସ୍ବାଗତ କରିବା ପାଇଁ ଅଯୋଧ୍ୟା ବର୍ତ୍ତମାନ ସଜାଇ ହେବାରେ ଲାଗିଛି। ପୁରାଣ ଅନୁସାରେ ଦୀପାବଳି ଦିନ ପ୍ରଭୃ ଶ୍ରୀରାମ ଲଙ୍କା ବିଜୟ ପରେ ଫେରି ଆସିଥିଲେ। ତାହାକୁ ମନେ ପକାଇବା ପାଇଁ ଆଜି ସଂଧ୍ୟାରେ ଆଯୋଧ୍ୟାରେ ଆରମ୍ଭ ହେବ ରଂଗାରଗ କାର୍ଯ୍ୟକ୍ରମ। ଆଜି ସାଢେ ପାଞ୍ଚଲକ୍ଷ ଦୀପ ଲଗାଇ ଏହି ଉତ୍ସବକୁ ପାଳନ କରାଯିବ।

ତେବେ ପ୍ରତିବର୍ଷ ପରି ଏଥର ଭିନ୍ନ ଧରଣର ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏଥର ସରଜୁ ନଦୀରେ ଏହି 5 ଲକ୍ଷ 51 ଟି ଦୀପ ଜଳିବା ପାଇଁ ପ୍ରସ୍ତୁତି ଚାଲିଛି। ଏକ ନଦୀପାଣିରେ ଏତେ ସଂଖ୍ୟକ ଦୀପ ଜଳିବା ଏକ ନୂଆ ରେକର୍ଡ ହେବ। ଏଥିପାଇଁ ଅଯୋଧ୍ୟାରେ ବହୁଦିନରୁ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅଯୋଧ୍ୟା ଦୀପାବଳି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.