Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଅପଡେଟ୍‌ : 90 ଲକ୍ଷ ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଆଜିର ଖବର

କରୋନା ଅପଡେଟ୍‌ : 90 ଲକ୍ଷ ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

November 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଥିବା ବେଳେ ଗତକାଲି ଏଥିରେ ସାମାନ୍ୟ ବୃଦ୍ଧି ପାଇଥିଲା । ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90 ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର 882 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 584 ମୃତ୍ୟୁ ହୋଇଛି । ଏବେ ଦେଶରେ ସମୁଦାୟ କରୋନା ଜନିତ ମୃତକଙ୍କ ସଂଖ୍ୟା 1 ଲକ୍ଷ 32 ହଜାର 202ରେ ପହଞ୍ଚିଛି । 45 ହଜାର 882 ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 90 ଲକ୍ଷ 4 ହଜାର 365ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ ଦେଶରେ ସୁସ୍ଥ ହୋଇଛନ୍ତି 44 ହଜାର 807ଜଣ।

ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 43 ହଜାରରେ ପହଞ୍ଚିଛି ।  ବିଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମଣ ନଜର ଆସିଛି । ଦିଲ୍ଲୀରେ ସର୍ବାଧିକ 7 ହଜାର 546 ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କେରଳରେ 5 ହଜାର 722 ଏବଂ ମହାରାଷ୍ଟ୍ରରେ 5 ହଜାର 535 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ 154ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଳୀରେ 98 ଜଣଙ୍କ ମୃତ୍ୟୁ ଘଟିଛି ।ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା 5 କୋଟି 68 ଲକ୍ଷ 80ହଜାର 69ରେ ପହଞ୍ଚିଥିବା ବେଳେ 13 ଲକ୍ଷ 60 ହଜାର 183 ଜଣଙ୍କର ମୃତ୍ୟୁ ଘଟିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025

ସୱାଇ ମାନସିଂହ ହସ୍ପିଟାଲର ଆଇସିୟୁରେ ବଡ଼ ଅଗ୍ନିକାଣ୍ଡ: ଛଅ ରୋଗୀଙ୍କ ମୃତ୍ୟୁ

October 6, 2025

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

October 6, 2025
Latest News

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025

ସୱାଇ ମାନସିଂହ ହସ୍ପିଟାଲର ଆଇସିୟୁରେ ବଡ଼ ଅଗ୍ନିକାଣ୍ଡ: ଛଅ ରୋଗୀଙ୍କ ମୃତ୍ୟୁ

October 6, 2025

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

October 6, 2025

ମାତା ଲକ୍ଷ୍ମୀଙ୍କ ପୂଜାରେ ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ମିଳିବ ଆଶୀର୍ବାଦ

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.