Author: SM Network

ମୁମ୍ବାଇ: ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଏବଂ ଜିଓ ୱାର୍ଲ୍ଡ ଗାର୍ଡେନ୍ସ,ରେ ଆୟୋଜିତ ହେବାକୁ ଯାଉଛି ଓ୍ୱେଭ୍ସ ଆନିମେ ଓ ମାଙ୍ଗା ଚ୍ୟାଲେଞ୍ଜ। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଭାରତୀୟ ମିଡିଆ ଏବଂ ମନୋରଞ୍ଜନ ସଂଘ (MEAI) ସହଯୋଗରେ ଏହି ପ୍ରତିଯୋଗୀତା ଆୟୋଜିତ କରାଯାଉଛି, ଯାହା ମେ’ ୧ରୁ ୪ତାରିଖ ଯାଏ ଚାଲିବ। ଭାରତୀୟ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ପାଇଁ ଲୋକପ୍ରିୟ ଜାପାନୀ ଶୈଳୀର ଆନିମେ ଓ ମାଙ୍ଗାର  ସ୍ଥାନୀୟ ରୂପାନ୍ତରଣ ବିକଶିତ କରିବାକୁ ଏହି ପ୍ରତିଯୋଗୀତା ଲକ୍ଷ୍ୟ ରଖିଛି। ଏଥିରେ ବିଜେତାମାନଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆନିମେ ଜାପାନ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକରେ ଭାଗ ନେବା ପାଇଁ ସମସ୍ତ ଖର୍ଚ୍ଚସହ ଯାତ୍ରା ସୁଯୋଗ ପ୍ରଦାନ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏ ବିଷୟରେ କୁହାଯାଇଛି, WAVES ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା (WAM!) ଏକ ଗତିଶୀଳ ପଦକ୍ଷେପ…

Read More

ପୁରୀ: ଆଗାମୀ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ AI କ୍ୟାମେରାର ବ୍ୟବହାର କରାଯିବ। ମହାପ୍ରଭୁଙ୍କର ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହା ଏକ ବଡ଼ ପଦକ୍ଷେପ ବୋଲି ଜଣାପଡ଼ିଥିବା ବେଳେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବାକୁ ଲଗାଯିବ AI କ୍ୟାମେରା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ସହ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ AI କ୍ୟାମେରା। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ସହରର ପ୍ରମୁଖ ସ୍ଥାନ, ସାହି ଗଳି କନ୍ଦି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ ଏହି କ୍ୟାମେରା।ବିଶେଷ କରି ପୁରୀ ସହରରେ ଥିବା ତିନି ପ୍ରବେଶ ପଥ ସମେତ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ମାନଙ୍କରେ AI କ୍ୟାମେରା ଦ୍ୱାରା ନଜର ରଖାଯିବ। ଅପରାଧିକ ମାମଲାରେ ସଂଶ୍ଲିଷ୍ଟ…

Read More

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ୱୋମେନ୍ସ ପ୍ରିମିୟର ଲିଗ୍ 2025) ରେ ଆରସିବି କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ଦଳ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) କୁ 8 ୱିକେଟରେ ପରାସ୍ତ କରିଛି। ଭଡୋଦରାସ୍ଥିତ କୋଟାମ୍ବି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ କରି 141 ରନ୍ ସ୍କୋର କରିଥିଲା, ଜବାବରେ ଆରସିବି 22 ଟି ବଲ ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚରେ ଆରସିବି ଅଧିନାୟକ ସ୍ମୃତି ମାନ୍ଧନା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଠିକ୍ ବୋଲି ପ୍ରମାଣିତ ହୋଇଥିଲା। ଦିଲ୍ଲୀ ଦଳ ଶେଫାଲୀ ବର୍ମାଙ୍କ ୱିକେଟ୍ ଶୀଘ୍ର ହରାଇଥିଲା, କିନ୍ତୁ ଏହା ପରେ ମେଗ ଲାନିଙ୍ଗ ଏବଂ ଜେମିମା ରୋଡ୍ରିଗେଜଙ୍କ 59 ରନ୍ ଭାଗିଦାରୀ ଦିଲ୍ଲୀକୁ ଭଲ ସ୍ଥିତିରେ ପହଞ୍ଚାଇଥିଲା। ରୋଡ୍ରିଗେଜ୍ 34 ରନ୍ ସ୍କୋର କରିଥିଲେ, କିନ୍ତୁ ଏହା ପରେ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର:ହିନ୍ଦୁ ମହାବିଦ୍ୟାଳୟର ଏକ ଭିନ୍ନ ଐତିହ୍ୟ ରହିଛି । ଏହି ମହାବିଦ୍ୟାଳୟ ଶିକ୍ଷାର ଏକ ପ୍ରତିଷ୍ଠିତ ମନ୍ଦିର। ଗତ ୧୨୬ ବର୍ଷ ଧରି ଏହି କଲେଜ ଶିକ୍ଷାଗତ ଉତ୍କର୍ଷତା, ଉଦ୍ଭାବନ, ବିବିଧତା, ଗଣତାନ୍ତ୍ରିକ ମୂଲ୍ୟବୋଧ, ଜାତୀୟତାବାଦୀ ଭାବନା ଏବଂ ରାଷ୍ଟ୍ର ଗଠନର ଏକ ଅନୁଷ୍ଠାନରେ ପରିଣତ ହୋଇସାରିଛି ବୋଲି ସୋମବାର ଏହି କଲେଜର ୧୨୬ତମ ସ୍ଥାପନା ଦିବସରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହିନ୍ଦୁ ମହାବିଦ୍ୟାଳୟର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତର ଶିକ୍ଷା ବ୍ୟବସ୍ଥା ଓ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଟିବି ମାକାଉଲେଙ୍କ ପ୍ରଚେଷ୍ଟା ବିରୋଧରେ ଶ୍ରୀ କ୍ରୀଷନ ଦାସଜୀ ଗୁରୁୱାଲେଙ୍କ ଦ୍ୱାରା ପ୍ରତିଷ୍ଠିତ ହିନ୍ଦୁ ମହାବିଦ୍ୟାଳୟ ଭାରତର ବୌଦ୍ଧିକ, ସାଂସ୍କୃତିକ ଏବଂ ଜାତୀୟ ପରିଚୟକୁ ଆକାର ଦେବାରେ ଏକ ଅତୁଳନୀୟ ପରମ୍ପରା ସୃଷ୍ଟି କରିଛି । ଭାରତ ଆଜି ଯେଉଁ ପ୍ରଗତି ଓ ସମୃଦ୍ଧିର ମାର୍ଗରେ…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଅନୁଷ୍ଠିତ ମତ୍ସ୍ୟ-ପ୍ରାଣୀ ସମାବେଶ-2025ରେ ଓମ୍ଫେଡର ଦବଦବା। ଓମ୍ଫେଡ୍ ନିଜର ଉତ୍ପାଦଗୁଡିକୁ ପ୍ରଦର୍ଶନ କରିବା ସହ ବିକ୍ରୟ ପାଇଁ ମଧ୍ୟ ବାହାରେ ଷ୍ଟଲ ଲଗାଇଥିଲା। ତିନି ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ଓମ୍ଫେଡର ବିଭିନ୍ନ ଉତ୍ପାଦ ଯଥା-ଦୁଗ୍ଧ, ଖଟା ଓ ମିଠା ଦହି, ପେଡା, ଛେନାପୋଡ, ପନିର, ଘିଅ, ଦୁଗ୍ଧ ପାଉଡର ବା ହ୍ୱାଇଟନର, ହଳଦୀ, ଫ୍ଲେବର ମିଲ୍କ, ଲସି, ଆଇସକ୍ରିମ ଆଦି ପ୍ରଦର୍ଶନୀ ସହ ବାହାରେ ବିକ୍ରୟ ମଧ୍ୟ କରାଯାଇଥିଲା। ସବୁଠାରୁ ଅଧିକ ବିକ୍ରି ଥିଲା ଆଇସକ୍ରିମ୍। ସଂପ୍ରତି ଭୁବନେଶ୍ୱରରେ ଟିକିଏ ଗରମ ଅନୁଭୁତ ହେଉଥିବାରୁ ଓମ୍ଫେଡ ଆଇସକ୍ରିମର ଚାହିଦା ବଢିଯାଇଥିଲା। 3ଟି ଟ୍ରାଇସାଇକେଲରେ ବିକ୍ରି ହେଉଥିବା କୁଲଫିର ମଜ୍ଜା ଉଠାଇଥିଲେ ଦେଖଣାହାରୀ। ଏହି ସମାବେଶରେ ଓମ୍ଫେଡର ଫୁଡ୍ କୋର୍ଟ ଭିତରେ ଗୋଟିଏ ଫୁଡ୍ ଷ୍ଟଲ ଏବଂ ପ୍ରଦର୍ଶନୀ ହଲ ମଧ୍ୟରେ ଗୋଟିଏ ଷ୍ଟଲ ପଡିଥିଲା । ଏହା ବାଦ୍…

Read More

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ ର ମହା ସମାବେଶ ମଧ୍ୟରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌) ଭକ୍ତଙ୍କ ସୁରକ୍ଷା ଏବଂ ସେବା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ । ଏହି ମହାନ ଧାର୍ମିକ ସମାବେଶରେ ସେମାନଙ୍କର ସମର୍ପଣ ଏବଂ ଦେଶପ୍ରେମ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରୁଛି। ସିଆରପିଏଫ୍‌ କର୍ମଚାରୀମାନେ ଘାଟ, ମେଳା ପରିସର ଏବଂ ପ୍ରମୁଖ ମାର୍ଗଗୁଡ଼ିକରେ ୨୪ ଘଣ୍ଟା ସୁରକ୍ଷା ବଜାୟ ରଖିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସତର୍କତା ସହିତ, ସେମାନେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ। ଭିଡ଼ ପରିଚାଳନା ଏବଂ ମାର୍ଗଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହୁତ ଭିଡ଼ ମଧ୍ୟରେ, ସିଆରପିଏଫ୍‌ କର୍ମଚାରୀମାନେ ସକ୍ରିୟ ଭାବରେ ଭକ୍ତମାନଙ୍କୁ ମାର୍ଗଦର୍ଶନ ଏବଂ ସହାୟତା ପ୍ରଦାନ କରୁଛନ୍ତି। ସେମାନଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ଏବଂ ପ୍ରସ୍ତୁତି ପରିଦର୍ଶକମାନଙ୍କ ପାଇଁ ଏକ ସୁଗମ ଅନୁଭୂତି ସୁନିଶ୍ଚିତ କରୁଛି। ଯେକୌଣସି ସଙ୍କଟର ଶୀଘ୍ର ପ୍ରତିକ୍ରିୟା ଦେବା ପାଇଁ ସିଆରପିଏଫ୍‌ ର ବିପର୍ଯ୍ୟୟ…

Read More

ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ସମନ୍ୱିତ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବାକୁ ଭାରତ ସରକାର ଅନୁମୋଦନ କରିଛନ୍ତି । ସମନ୍ୱିତ ପିଏମ-ଆଶା ଯୋଜନା କ୍ରୟ କାର୍ଯ୍ୟରେ ଅଧିକ ଫଳପ୍ରଦତା ଆଣିବା ପାଇଁ କାର୍ଯ୍ୟକାରୀ କରାଯାଇଛି, ଯାହା କେବଳ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ପାଇବାରେ ସାହାଯ୍ୟ କରିବ ନାହିଁ ବରଂ ଉପଭୋକ୍ତାଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧତା ସୁନିଶ୍ଚିତ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅସ୍ଥିରତାକୁ ମଧ୍ୟ ନିୟନ୍ତ୍ରଣ କରିବ । ପିଏମ-ଆଶାର ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ କେନ୍ଦ୍ରୀୟ ନୋଡାଲ ଏଜେନ୍ସି (ସିଏନଏ) ଦ୍ୱାରା ରାଜ୍ୟସ୍ତରୀୟ ଏଜେନ୍ସି ମାଧ୍ୟମରେ ପ୍ରାକ୍-ପଞ୍ଜୀକୃତ କୃଷକମାନଙ୍କଠାରୁ ନିର୍ଦ୍ଧାରିତ ଫେୟାର ଏଭରେଜ୍ କ୍ୱାଲିଟି (ଏଫ୍ଏକ୍ୟୁ) ଅନୁଯାୟୀ ବିଜ୍ଞାପିତ ଡାଲି, ତୈଳବୀଜ ଏବଂ କୋପ୍ରା ସିଧାସଳଖ ଏମଏସପିରେ କ୍ରୟ କରାଯାଏ । ଡାଲିର ଘରୋଇ ଉତ୍ପାଦନ ବୃଦ୍ଧିରେ ଯୋଗଦାନ କରୁଥିବା କୃଷକମାନଙ୍କୁ ପ୍ରୋତ୍ସାହିତ କରିବା…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ପୁର୍ବାହ୍ନ ୩ ଟା ବେଳେ ଗୋଳନ୍ଥରା ଗ୍ରାମର ମନୋରଞ୍ଜନ ଯେନା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଲୁଟ ହୋଇଥିଲା। ବ୍ରହ୍ମପୁର ରେଳଷ୍ଟେସନରୁ ସେ ଚାଲି ଚାଲି ଯାଉଥିବା ବେଳେ ଗୋଷାଣୀ ନୁଆଁଗାଁ ଓଭରବ୍ରିଜ୍ ଉପରେ ଦୁଇ ଯୁବକ ତାଙ୍କୁ ସ୍କୁଟିରେ ଘରେ ଛାଡି ଦେବା ପାଇଁ କହିଥିଲେ। ପରେ ଉକ୍ତ ଦୁଇ ଯୁବକ ହଳଦିଆ ପଦର ରାଜରାଣୀ ଆପାର୍ଟମେଣ୍ଟ୍ ନିକଟରେ ଗାଡ଼ି ଅଟକାଇ ମନୋରଞ୍ଜନ ଠାରୁ ଗୋଟିଏ ଓପୋ ମୋବାଇଲ ଛଡ଼ାଇ ଚାଲିଯାଇଥିଲେ। ଲୁଟ୍ ର ଶୀକାର ମନୋରଞ୍ଜନ ଏହି ବିଷୟରେ ଗୋଷାଣୀ ନୁଆଁଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଗ୍ରହଣ କରି ମାମଲା ନଂ ୬୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତତକ୍ଷଣାତ୍ ଛାନବିନ୍ ଚଳାଇ ସୁଜେଲ୍ ଦାସ ଓ କମଳଲୋଚନ ରାଉଳ ନାମକ ଦୁଇ ଲୁଟେରାଙ୍କୁ ଉଠେଇ ଆଣି ଜେରା କରିବା ବେଳେ ସେମାନେ ମୋବାଇଲ୍ ଲୁଟ୍ ବିଷୟରେ…

Read More

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନୂତନ ଏସଡିପିଓ ଭାବେ ଓପିଏସ ସଞ୍ଜୟ କୁମାର ପଟ୍ଟନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଏହା ପୁର୍ବରୁ ଯାଜପୁର ରୋଡ ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ। ତେବେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଫଳତାର ସହ ସେ ପୁର୍ବରୁ ଆଇଆଇସି ଭାବେ କାର୍ଯ୍ୟ କରିସାରିଛନ୍ତି। ଜିଲ୍ଲାର ଟାଙ୍ଗୀ, ବାଲୁଗାଁ ଓ ବାଣପୁର ଥାନାରେ ତାଙ୍କର ଆଇଆଇସି ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିବା ବେଳେ ବର୍ତ୍ତମାନ ଏସଡିପିଓ ଭାବେ ଅଞ୍ଚଳରେ କାର୍ଯ୍ୟ କରିବାରେ ତାହା ସହାୟକ ହେବ। ଶ୍ରୀ ପଟ୍ଟନାୟକ ଆଜି ନୂତନ ବାଲୁଗାଁ ଏସଡିପିଓ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଏକାଧିକ ଅଞ୍ଚଳବାସି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବାଲୁଗାଁ ପୋଲିସ ସବ ଡିଭିଜନ ଅଞ୍ଚଳରେ ଆଇନ ଶୃଙ୍ଖଳା…

Read More

ରଣପୁର: ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ଆସୁଛି। ସେ ନେଇ ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ସଭାପତି ପ୍ରଶନ୍ନ ମହାନ୍ତି ଙ୍କ ନିର୍ଦ୍ଦେଶରେ ସବୁ ଜିଲ୍ଲା ଓ ବ୍ଳକ ସ୍ତରରେ ଆଲୋଚନା ଚକ୍ର ଆରମ୍ଭ ହୋଇଯାଇଛି। ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କ ଅଧ୍ୟକ୍ଷତାରେ ରଣପୁର ଓୟୁଜେ ଶାଖା ତରଫରୁ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ଧାରୁଆ ସାମନ୍ତସିଂହରପୁର ରବର ଫିଲଡ୍ ରେ ଫେବୃଆରୀ ୧୬ ତାରିଖ ମଧ୍ୟାହ୍ନରେ ବନ୍ଧୁମିଳନ ସାଙ୍ଗକୁ ଆଲୋଚନା ଚକ୍ର ସମାଜ ଗଠନରେ ସାମ୍ବାଦିକ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୂଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଇଞ୍ଜିନିୟର ଅଭିଷେକ ସାମନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ ମୂଖ୍ୟ ଅତିଥି ସାମନ୍ତରାୟ ରବର…

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ପିଣ୍ଟୁ କୁମାର ପ୍ରଧାନ ନୂତନ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକକୁ ବଦଳି ହୋଇଥିବା ଜଣାପଡିଛି। ରଣପୁର ବ୍ଲକରେ ଯୋଗ ଦେଇଥିବା ନୂତନ ବ୍ଲକ ଶିକ୍ଷା ଅଧିକାରୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆଜି ଶିକ୍ଷକ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମୟରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ନୂତନ ପେନସନ ଶିକ୍ଷକ ସଙ୍ଘ ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ ସଂଯୋଜକ ସୁଶୀଲ କୁମାର ରଣା, ରଣପୁର ସର୍କଲ ସଭାପତି ଅଜୟ…

Read More

ବାଲୁଗାଁ: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ସ୍ନାତକ ଶ୍ରେଣୀର ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଆଜି ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ ପ୍ରଦାନ ସହ ଫେବୃଆରୀ ଆଠ ତାରିଖରୁ ଆଠ ଦିନ ଧରି ୧୮୦ ଜଣ ଯୁକ୍ତ ତିନି ବାଳିକାମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ତାଲିମ୍ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ସହ ବାଳିକା ମାନଙ୍କ ଆତ୍ମରକ୍ଷା କୌଶଳର ବିଭିନ୍ନ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ…

Read More

ଭୁବନେଶ୍ଵର: ଆଜି ଲୋକସେବା ଭବନର ବିଧି ବିଭାଗ ପରିସରରେ ଇ-ଗ୍ରନ୍ଥାଳୟକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉଦଘାଟନ କରିଥିଲେ। ଏହି ଗ୍ରନ୍ଥାଳୟରେ ଆଇନଗତ ଗବେଷଣା ଓ ସରକାରୀ ସ୍ଥରରେ ବିଭିନ୍ନ କାର୍ଯ୍ୟ ପାଇଁ ସହାୟକ ସର୍ବୋଚ୍ଚ ନ୍ୟାୟଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟ ଅଧସ୍ଥନ ନ୍ୟାୟଳୟର ସମସ୍ତ ଆଦେଶ ଉପଲବ୍ଧ ହେବ। ତତସହିତ ଏହି ଗ୍ରନ୍ଥାଳୟରେ ସର୍ବଶେଷ ଅଦ୍ୟତନ ଆଇନ ମାମଲା, ଦିନପଞ୍ଜି, ଉଦ୍ଧୃତି, ବ୍ୟବସାୟ ନୀତି,ଅନ୍ତର୍ଜାତୀୟ ତଥ୍ୟ, ଇ-ପୁସ୍ତକ, କମିଟି ରିପୋର୍ଟ୍, ଇସ୍ତାହାର ଏବଂ ଅଧ୍ୟାଦେଶ ଆଦି ଅତ୍ୟନ୍ତ ସୁବୋଧ ଓ ସୁଗମ୍ୟ ଭାବେ ଉପଲବ୍ଧ ହେବ। ଏହି ଅବସରରେ ସମସ୍ତ ସରକାରୀ ବିଭାଗ ମାନଙ୍କୁ ମନୁପାତ୍ର ଅନଲାଇନ ଡାଟାବେସ୍, Orissa Law Times, ଇ-ଗ୍ରନ୍ଥାଳୟ ଓ LMS ରେ ସୁଗମ ପ୍ରବେଶ ପାଇଁ ସୁବିଧା ଯୋଗାଇ ଦିଆଯିବ ଯାହା ସର୍ବସାଧାରଣଙ୍କୁ ତ୍ଵରିତ ନ୍ୟାୟ ଦେବା ପାଇଁ ସହାୟକ ହେବ। ଏହା…

Read More

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ବିଧାନସଭାରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ସ୍ୱତନ୍ତ୍ର ବସ ଯୋଗେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ। ଏଥିପାଇଁ ବଜେଟରେ ୩୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ହୋଇଛି।

Read More

ଭୁବନେଶ୍ଵର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ ଟି ନୂଆ ଯୋଜନା ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ସେହି ଯୋଜନାଗୁଡିକ କ’ଣ ଏବଂ ଏହା ଉପରେ ରାଜ୍ୟ ସରକାର କେତେ ଟଙ୍କା ବ୍ୟୟ ବରାଦ କରିଛନ୍ତି? ୧. ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨ ହଜାର ୬୦୩ କୋଟି ୨. ସମୃଦ୍ଧ ସହର ଯୋଜନା ପାଇଁ ୪୦୮ କୋଟି ୩. ଅଟଳ ବସ୍‌ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୨୬୬ କୋଟି ୪. ସ୍ୱଚ୍ଛ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୨୬୧ କୋଟି ୫. ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି ୬. ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି ୭. ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି ବ୍ୟୟ ବରାଦ ୮. ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି ୯.…

Read More

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରାଜ୍ୟ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି। ରାଜ୍ୟରେ ଚାଷୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶେଷ ଗୁରୁତ୍ଵ ଦେଇଛନ୍ତି। ରାଜ୍ୟରେ ଆଳୁ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ ଘୋଷଣା କରିଛନ୍ତି। ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଥର କୃଷି ବଜେଟ ୧୪୮୬୧ କୋଟି ଟଙ୍କାର ରହିଛି। ରାଜ୍ୟରେ ପିଏମ କିଷାନ ଓ ସିଏମ କିଷାନ ମିଶିବା ପରେ ଚାଷୀ ଲାଭ ପାଇବେ। ଏଥର ଇନପୁଟ୍‌ ସହାୟତା ପାଇଁ ୨ ହଜାର ୨୦ କୋଟି ପ୍ରସ୍ତାବ ରହିଛି। ଆଳୁ ଉପରେ ଆମେ ଅନ୍ୟ ଉପରେ ନିର୍ଭର ହେବାକୁ ଚାହୁଁନାହୁଁ। ଏଥିପାଇଁ ରବି ଋତୁରେ ଚାଷୀଙ୍କୁ ୧ ଲକ୍ଷ ୬୦ ହଜାର ବିହନ ଯୋଗାଇ ଦିଆଯାଇଛି। ରାଜ୍ୟରେ କୃଷି ଓ କୃଷକଙ୍କୁ ସମୃଦ୍ଧ କରିବାକୁ ସମୃଦ୍ଧ କୃଷକ ଯୋଜନା ଜାରି ରହିଛି। ସେହି ଅଧୀନରେ ଧାନ କ୍ବିଣ୍ଟାଲ…

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବଜେଟ ଉପସ୍ଥାନ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଏଥର ରାଜ୍ୟର ସବୁ ରାଜପଥ ୪ ଲେନ୍‌ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ଏହି କ୍ରମରେ ମୋଟ ୭୭ ହଜାର କିଲୋମିଟର ରାସ୍ତା ତିଆରି ହେବ। ପ୍ରଥମେ ରାଜଧାନୀ ଭୁବନେଶ୍ୱରରେ ସିଟି ରୋଡ୍‌ ପରିକଳ୍ପନା ହୋଇଛି। ଏଥିପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର। ପୁରା ଓଡ଼ିଶାରେ ରାସ୍ତାର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ବ୍ରହ୍ମପୁର-ଜୟପୁର ରୋଡ୍‌ ୬ ଲେନ୍‌ ହେବ। ଶିଳ୍ପ ଅଞ୍ଚଳକୁ ୬ ଲେନ୍‌ ବିଶିଷ୍ଟ କରାଯିବ। କେନ୍ଦୁଝରର ଅର୍ଥନୈତିକ ବିକାଶ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏହି କ୍ରମରେ କେନ୍ଦୁଝର ବଡବିଲ୍‌ରେ ରିଙ୍ଗ୍‌ ରୋଡ୍‌ ହେବ। କାମରେ ସ୍ବଚ୍ଛତା ରହିବାକୁ କମିଟି ଗଠନ ହେଉଛି। ରାଜ୍ୟବ୍ୟାପି ମୁଖ୍ୟମନ୍ତ୍ରୀ ବସ୍‌ ସେବା ପାଇଁ…

Read More

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସାମ ପିତ୍ରୋଦା ଏକ ବଡ ଦାବି କରି ନୂଆ ବିବାଦ ସୃଷ୍ଟି କରିଛନ୍ତି। ସାମ ପିତ୍ରୋଦା କହିଛନ୍ତି ଯେ, ଚୀନ୍‌ରୁ ଆସୁଥିବା ବିପଦ ପ୍ରାୟତଃ ବଢେଇ ଚଢେଇ କରି କୁହାଯାଇଥାଏ। ସେ କହିଛନ୍ତି ଯେ, ଚୀନ୍‌କୁ ଶତ୍ରୁ ବୋଲି ଭାବିବା ବନ୍ଦ କରିବା ଉଚିତ୍। ସାମ ପିତ୍ରୋଦା କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି ଯେ ଆମେ ପଡୋଶୀ ଦେଶକୁ ଚିହ୍ନିବା ଓ ସମ୍ମାନ କରିବା। ଭାରତ-ଚୀନ୍ ସମ୍ପର୍କ ଉପରେ ସାମ ପିତ୍ରୋଦା କହିଛନ୍ତି ଯେ, ଭାରତ ନିଜର ମାନସିକତାରେ ପରିବର୍ତ୍ତନ ଆଣିବା ଉଚିତ ଏବଂ ଚୀନ୍ ଶତ୍ରୁ ବୋଲି ଧାରଣା ଛାଡିବା ଆବଶ୍ୟକ। ସେ କହିଛନ୍ତି ଯେ, ଭାରତର ଆଭିମୁଖ୍ୟ ସର୍ବଦା ବିବାଦୀୟ ହୋଇପଡିଛି, ଯାହା ଶତ୍ରୁତା ସୃଷ୍ଟି କରିଥାଏ। ଏହି ଚିନ୍ତାଧାରାର ପରିବର୍ତ୍ତନ ହେବା ଉଚିତ, ଏହା ଜରୁରୀ ନୁହେଁ ଯେ ଆମେ ସବୁବେଳେ ଚୀନ୍ କୁ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଫେବୃଆରୀ ୨୦ ତାରିଖରେ ଅପରାହ୍ନ ୪:୩୦ ରେ ହେବ। କ୍ୟାବିନେଟ ସଦସ୍ୟଙ୍କ ସହ ରାମଲିଲା ମଇଦାନରେ ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିପାଇଁ ରାମଲିଲା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ ଗ୍ରହଣ ଏବଂ ସରକାରୀ ଗଠନ ସମ୍ପର୍କରେ ଆଜି ସନ୍ଧ୍ୟାରେ ଏକ ବିଜେପି ବୈଠକ ହେବ। ବିଧାୟକ ଦଳର ବୈଠକର ସମୟ ଏବଂ ତାରିଖ ଏହି ବୈଠକରେ ସ୍ଥିର କରାଯିବ। ଏହି ଶପଥ ଗ୍ରହଣ ସମାରୋହରେ ବିନୋଦ ତାୱଡେ ଏବଂ ତରୁଣ ଚୁଗ୍ ଉପସ୍ଥିତ ରହିବେ। ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ଦିଲ୍ଲୀ ବିଜେପି ସଂଗଠନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ବୈଠକରେ ଶପଥ ଗ୍ରହଣ, ଆସନ ବ୍ୟବସ୍ଥା ଏବଂ ଅତିଥି ତାଲିକା ପାଇଁ ପ୍ରସ୍ତୁତି ଶେଷ ହେବ।

Read More

ନୁଆଦିଲ୍ଲୀ: FASTagର ନୂତନ ନିୟମ ଆଜି ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ଅଧୀନରେ, ସେହି ଉପଭୋକ୍ତାମାନଙ୍କ ଉପରେ FASTag ରେ କମ୍ ବାଲାନ୍ସ, ପେମେଣ୍ଟରେ ବିଳମ୍ବ କିମ୍ବା FASTag ବ୍ଲାକଲିଷ୍ଟ ଉପରେ ଅତିରିକ୍ତ ଜୋରିମାନା ଲାଗୁ କରାଯିବ। ଏହି ନିୟମ ଲାଗୁ କରିବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି FASTag ରେ ସମସ୍ୟା ହେତୁ ଟୋଲରେ ଯାନବାହାନର ଲମ୍ବା ଧାଡି ହ୍ରାସ କରିବା ଏବଂ ଯାତ୍ରାକୁ ସୁବିଧାଜନକ କରିବା। କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ FASTag ଇକୋସିଷ୍ଟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଜାରି କରିଛନ୍ତି, ଯାହା ଟୋଲ୍ ପେମେଣ୍ଟକୁ ସରଳ କରିବା, ବିବାଦ ହ୍ରାସ କରିବା ଏବଂ ଠକେଇକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି। ନୂତନ ନିୟମ କ’ଣ?: ନୂତନ ନିୟମ ଅନୁଯାୟୀ, ଯଦି ଗାଡି ଟୋଲ ଅତିକ୍ରମ କରିବା ପୂର୍ବରୁ 60 ମିନିଟରୁ…

Read More