Author: SM Network

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ଅଧ୍ୟକ୍ଷ ତଥା ପ୍ରତ୍ନତତ୍ତ୍ୱ ଓ ସଂଗ୍ରହାଳୟ ଵିଭାଗୀୟ ମୁଖ୍ୟ ଡ଼ ରଣବୀର ସିଂହ, ବାଣିଜ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ତଥାଗତ ରାଉତ, ଶିକ୍ଷା ଵିଭାଗୀୟ ମୁଖ୍ୟ ଡ଼ ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ଉପସ୍ଥିତିରେ” ବିକାଶ ଭାରତ ଯୁବ ନେତୃତ୍ବର ସ୍ଲୋଗାନ ,ମନ୍ତବ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଏମୱାଇଏଏସ (ମିନିଷ୍ଟ୍ରୀ ଅଫ ୟୁଥ୍ ଏଣ୍ଡ ସ୍ପୋର୍ଟସ ) ତରଫରୁ ଅୟୋଜିତ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ପଣ୍ଡା ଉକ୍ତ ବିଷୟର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ବିକାଶ ଭାରତ ବିଷୟ ଯୁକ୍ତ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ଅଧିକାଂଶ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ବିକଶିତ ଭାରତ ଦିଗରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ବିକଶିତ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିବାର ସୁଯୋଗ…

Read More

ଭୁବନେଶ୍ଵର: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଘଟଣାକୁ ବିରୋଧ କରି ନୟାଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ସନ୍ତୋଷ ପ୍ରଧାନଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା କରାଯାଇଛି। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ଅବସ୍ଥାପିତ ସିଦ୍ଧମହାବୀରଙ୍କ ପୀଠରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ବହୁ ହିନ୍ଦୁପ୍ରେମୀ ଓ ସାଧୁସନ୍ଥ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା କରାଯାଇଥିଲା। ଏଥିରେ ହିନ୍ଦୁପ୍ରେମୀ ଓ ସାଧୁସନ୍ଥମାନେ ହିନ୍ଦୁଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ପରିଚାଳନା କରିଥିଲେ। ମଞ୍ଚ ପକ୍ଷରୁ ରାଷ୍ଟ୍ରପ୍ରତିଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାର ହସ୍ତକ୍ଷେପ କରି ବାଂଲାଦେଶରେ ଥିବା ହିନ୍ଦୁଙ୍କ ଧନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ ମଞ୍ଚ ତରଫରୁ ଦାବି କରାଯାଇଛି। ସରକାର ଏଥିପ୍ରତି…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଏକ ଉପାନ୍ତ ଜିଲ୍ଲା ଅଟେ। ସ୍ବାସ୍ଥ୍ୟ ଚିକିତ୍ସା ନେଇ ଜିଲ୍ଲାବାସୀ ବିଶେଷ ରୂପେ ପଡୋଶୀ ରାଜ୍ୟ ରାୟପୁର ଏବଂ ବିଶାଖାପାଟଣା ଉପରେ ନିର୍ଭରଶୀଳ। ମିଶନ ସ୍ବାସ୍ଥ୍ୟକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ଖଡିଆଳ ବିଧାୟକ ଅଧିରାଜ ପତ୍ର ଲେଖିଛନ୍ତି। ଆସନ୍ତା ଦିନରେ ଦାବୀପୂର୍ଣ୍ଣ ନେଇ ପ୍ରତିଶୃତି ଦେଇଛନ୍ତି। ଗର୍ଭବତୀ ମହିଳାଙ୍କ ପ୍ରସବ ଜନିତ ସମସ୍ୟା ଦେଖା ହେଲେ ତୁରନ୍ତ ଅସ୍ତ୍ରୋପଚାର କରି ସୁରକ୍ଷିତ ଶିଶୁ ଜନ୍ମ କରିପାରିଛନ୍ତି। ଯାହା ଫଳରେ ଖଡ଼ିଆଳ ସମେତ ନୂଆପଡା ଜିଲ୍ଲାର ସମସ୍ତ ବ୍ଳକ, କଳାହାଣ୍ଡି ଜିଲ୍ଲାର ଅନେକ ବ୍ଳକ, ବଲାଙ୍ଗୀର ଜିଲ୍ଲାର ନିକଟସ୍ଥ ବ୍ଳକ ସମେତ ଛତିଶଗଡ଼ ରାଜ୍ୟର ଦେଓଭୋଗ, ବାଗବାହାରା ଓ ମହାସମନ ଅଞ୍ଚଳ ଜନସାଧାରଣ ଆଜିବି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ଭର କରିଥାନ୍ତି। ଯାହାଫଳରେ ଅନେକ ରୋଗୀ ବିଜୁ…

Read More

ଭୁବନେଶ୍ଵର: ଶରଣକୂଳ ନାରାୟଣ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଶରଣକୂଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ ଟାଇ ବ୍ରେକର ଜରିଆରେ କଟକର ସ୍ପୋର୍ଟସ ହଷ୍ଟେଲ ୪-୨ଗୋଲ୍‌ରେ ସୁନାବେଡ଼ାର ସାଇ ଏଚଏଏଲ୍ ଦଳକୁ ହରାଇ ଚମ୍ପିଆନ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଓ ଦ୍ବିତୀୟାର୍ଦ୍ଧରେ କୌଣସି ଦଳ କାହା ବିପକ୍ଷରେ ଗୋଲ୍ କରିପାରି ନଥିଲେ। ପରେ ଟାଇ ବ୍ରେକରରେ କଟକ ବିଜୟୀ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସହିତ ମୁଖ୍ୟ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ପ୍ରସାଦ ରାଓ ଦୋରା, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ତ୍ରିନାଥ ବିଶ୍ଵାଳ,ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ତଥା ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ଶରଣକୁଳ ଜିଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଗୋଡ଼ିପଡା…

Read More

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଫର୍ମରେ ଅଛନ୍ତି। ସେ ଅନେକ ଥର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଶାମି ବ୍ୟାଟିଂରେ ମଧ୍ୟ ଧୂଆଁଧାର ପ୍ରଦର୍ଶନ କରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫି ର ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲରେ ଶାମି ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ବଙ୍ଗଳା ପାଇଁ ୩୨ ରନର ଅପରାଜିତ ପାଳି ଖେଳିଛନ୍ତି। ଶାମିଙ୍କ ଏହି ବିସ୍ଫୋରକ ଇନିଂସ ବଳରେ ବେଙ୍ଗଲ ଚଣ୍ଡିଗଡ଼କୁ ଜିତିବା ପାଇଁ ୧୬୦ ରନର ଲକ୍ଷ୍ୟ ଦେଇଥିଲା। ବେଙ୍ଗଲ ଦଳ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲା। ଚଣ୍ଡିଗଡ଼ ବିପକ୍ଷ ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲରେ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା। ଓପନର୍ କରଣ ଲାଲ ୩୩ ରନ୍ ସଂଗ୍ରହ କରିଥିଲେ।ହ୍ରିତିକ ଚାଟାର୍ଜୀ ୧୨ ବଲରେ ୨୮ ରନ୍ ସଂଗ୍ରହ କରିଥିଲେ। ପ୍ରଦୀପ୍ତ ପ୍ରାମାଣିକ ୩୦ ରନର ଇନିଂସ ଖେଳିଥିଲେ। ଶେଷ…

Read More

ଭୁବନେଶ୍ଵର: ଦାରିଙ୍ଗିବାଡି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ, ପ୍ରଥମେ ପେଟ କାଟିବା ସହ ବାନ୍ତି ହୋଇଥିଲା। ୬ ଜଣ ଛାତ୍ର ଛାତ୍ରୀ ଙ୍କ ଦେହ ଗୁରୁତର ହୋଇଥିବା ଜଣାପଡିଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ଅଣ୍ଡା ଖାଇବାକୁ ଦିଆଯାଇଥିଲା। ତେବେ ଭାତ ବହୁତ ଅମ୍ବିଳା (ଖଟା) ଲାଗୁଥିଲା। ଖାଇବା ପରେ ପିଲାଙ୍କ ପେଟ କାଟିବା ଆରମ୍ଭ କରିଥିଲା। କିଛି ଛାତ୍ର ଛାତ୍ରୀ ଉକ୍ତ ମଧ୍ୟାହ୍ନଭୋଜନ ନଖାଇ ଫିଙ୍ଗି ଦେଇଥିବା ଜଣାପଡିଛି। ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା 6 ଜଣ ଛାତ୍ରଛାତ୍ରୀଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବା ବେଳେ, ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ,ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ଜଣାପଡିଛି।

Read More

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବ୍ୟାନରରେ ଆଗାମୀ ଡିସେମ୍ବର ମାସ ୧୦ ତାରିଖରେ ରାଜଧାନୀର ରାଜରାସ୍ତାରେ ଏକ ବିଶାଳ ଶିକ୍ଷକ ସମାବେଶ ସଂଗଠିତ କରିବାକୁ ଯାଉଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍‌ମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି। ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍‌, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ ପ୍ରଦାନ କ୍ଷେତ୍ରରେ ସରକାର ଅହେତୁକ ବିଳମ୍ବ କରୁଥିବା ପ୍ରତିବାଦରେ ଏ ସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୨୦୦୪ ରୁ ୨୦୨୪ ବର୍ଷ ମଧ୍ୟରେ ୫୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଇଛନ୍ତି ଓ ମୃତ୍ୟୁବରଣ କରିଛନ୍ତି। ଏହା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ସମ୍ମାନନୀୟ ଜର୍ଜ ଜ୍ୟାକବ୍ କୁୱାକାଡ୍‌ଙ୍କୁ ପବିତ୍ର ରୋମାନ୍ କ୍ୟାଥଲିକ୍ ଚର୍ଚର କାର୍ଡିନଲ୍ କରାଯାଇଥବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି : “ଭାରତ ପାଇଁ ବହୁତ ଖୁସି ଏବଂ ଗର୍ବର ବିଷୟ! ପରମ ପୂଜ୍ୟ ପୋପ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ସମ୍ମାନନୀୟ ଜର୍ଜ ଜ୍ୟାକବ କୁୱାକାଡଙ୍କୁ ପବିତ୍ର ରୋମାନ କ୍ୟାଥଲିକ ଚର୍ଚର କାର୍ଡିନଲ୍ କରାଯାଇଥିବାରୁ ବହୁତ ଖୁସି। ସମ୍ମାନନୀୟ ଜର୍ଜ କାର୍ଡିନଲ୍ କୁୱାକାଡ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ ଭାବରେ ମାନବିକତାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା।”

Read More

ପ୍ରଧାନମନ୍ତ୍ରୀ: ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଏବଂ ହରିୟାଣା ଗସ୍ତରେ ଯିବେ। ସେ ଜୟପୁର ଯିବେ ଏବଂ ପ୍ରାୟ ସକାଳ ୧୦:୩୦ ସମୟରେ ସେ ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ଜେଇସିସି) ରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ୍ ଇନ୍‌ଭେଷ୍ଟ୍‌ମେଣ୍ଟ ସମ୍ମିଳନୀ ୨୦୨୪ର ଉଦ୍‌ଘାଟନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ପାନିପତ୍ ଯାତ୍ରା କରିବେ ଏବଂ ପ୍ରାୟ ୨ ଟା ସମୟରେ ସେ ଏଲ୍‌ଆଇସିର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିବା ସହ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ମୂଳଦୁଆ ପକାଇବେ। ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଜୟପୁରରେ ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ଜେଇସିସି)ରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ୍ ଇନ୍‌ଭେଷ୍ଟମେଣ୍ଟସମ୍ମିଳନୀ ୨୦୨୪ ଏବଂ ରାଜସ୍ଥାନ ଗ୍ଲୋବାଲ୍ ବିଜନେସ୍ ଏକ୍ସପୋର ଉଦ୍‌ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଚଳି୍‌ତ ବର୍ଷ ୯ ରୁ ୧୧ ଡିସେମ୍ବର ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହେବାକୁ…

Read More

ଭୁବନେଶ୍ଵର: କେନ୍ଦ୍ରାପଡ଼ା ପୌରାଞ୍ଚଳର ସଫେଇ କର୍ମଚାରୀମାନେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ସେମାନଙ୍କ ସମସ୍ୟାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି। ଶ୍ରୀ ସ୍ବାଇଁ କେନ୍ଦ୍ରାପଡ଼ା ପୌରାଞ୍ଚଳର ଚଉରି ବ୍ରହ୍ମପୁର ଗାଁରେ ସଫେଇ କର୍ମଚାରୀଙ୍କ ଆବାସସ୍ଥଳୀ ପରିଦର୍ଶନ କରିଛନ୍ତି। ସଫେଇ କର୍ମଚାରୀମାନେ ସେମାନଙ୍କ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କୁ କିଭଳି ଏକ ପରିତ୍ୟକ୍ତ ସ୍ଥାନରେ ରହିବାକୁ ବାଧ୍ୟ କରାଯାଉଛି ସେ ସଂପର୍କରେ ସଫେଇ କର୍ମଚାରୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଭାରତୀୟ ଜନତାପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କାର୍ଯ୍ୟକର୍ତ୍ତା ସ୍ବର୍ଗତଃ ଗୁରୁଚରଣ ଦାସଙ୍କ ସ୍ମୃତିଚାରଣ ସଭାରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା, ବୈଦ୍ୟନାଥ ଚାଟାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ।

Read More

ନୂଆଦିଲ୍ଲୀ: 08 ଡିସେମ୍ବର 2024 ଭାରତୀୟ କ୍ରିକେଟ୍ ପାଇଁ ଏକ ‘କଳା ଦିବସ’ ଠାରୁ କମ୍ ନୁହେଁ। ଏହି ଦିନ ଭାରତୀୟ କ୍ରିକେଟ୍ ଦଳ ତିନୋଟି ଭିନ୍ନ ସ୍ଥାନରେ ମ୍ୟାଚ୍ ଖେଳୁଥିଲେ। ହେଲେ ଭାରତ କୌଣସି ଗୋଟିଏ ମ୍ୟାଚ୍ ବି ଜିତି ପାରି ନାହିଁ। ସମସ୍ତ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଦିନ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳୁଥିଲା, ଅନ୍ୟପଟେ ବର୍ଡର-ଗାଭାସ୍କର ଟ୍ରଫି 2024-25 ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଭାରତୀୟ ପୁରୁଷ ଦଳ ଏବଂ ଅଷ୍ଟ୍ରେଲିଆ ପୁରୁଷ ଦଳ ମଧ୍ୟରେ ଖେଳାଯାଉଥିଲା। ସେହିଭଳି ଭାରତ ଏବଂ ବାଂଲାଦେଶ ଅଣ୍ଡର -19 ଏସିଆ କପ୍ 2024 ର ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯାଉଥିଲା। ଟିମ୍ ଇଣ୍ଡିଆ ଗୋଟିଏ ଦିନରେ ତିନୋଟି ମ୍ୟାଚ୍ ହାରିଛି ଭାରତୀୟ ମହିଳା ବନାମ ଅଷ୍ଟ୍ରେଲିଆ ମହିଳା: ଦ୍ୱିତୀୟ ODI ମ୍ୟାଚ୍ 08 ଡିସେମ୍ବର 2024 ରେ ଭାରତୀୟ…

Read More

ବାସ୍ତୁ ଶାସ୍ତ୍ର: ଯେଉଁ ଘର ସଠିକ୍ ଏବଂ ଘରେ ଥିବା ସାଜସଜ୍ଜା ସାମଗ୍ରୀକୁ ବାସ୍ତୁ ଅନୁଯାୟୀ ରଖାଯାଏ, ତା’ହେଲେ ସେହି ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ। ପରିବାର ଅଗ୍ରଗତି କରେ। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବଢେ। କିନ୍ତୁ ଯେତେବେଳେ ଘରେ ବିଶୃଙ୍ଖଳା ଏବଂ ଅଭାବ ଅନଟନ ଲାଗି ରୁହେ, ସେତେବେଳେ ଏହା ବୁଝିବା ଉଚିତ୍ ଯେ ଘରେ କିଛି ବାସ୍ତୁ ତ୍ରୁଟି ଅଛି। ତେଣୁ କେବଳ ଘରର ଦିଗ ନୁହେଁ ଘରର ଜିନିଷଗୁଡ଼ିକର ମଧ୍ୟ ଯତ୍ନ ନେବା ଉଚିତ୍। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଘରେ ଉପସ୍ଥିତ ଥାଏ, ଯାହା ପରିବାରର ପ୍ରଗତିରେ ବାଧା ସୃଷ୍ଟି କରିଥାଏ। ଏହିପରି ଜିନିଷଗୁଡିକ ଘରୁ ବାହାରକୁ ଫିଙ୍ଗି ଦିଆଯିବା ଉଚିତ୍। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡ଼ିକ ତୁରନ୍ତ ଘରୁ ବାହାରକୁ ଫିଙ୍ଗିବା ଉଚିତ୍। ଏହି ଜିନିଷଗୁଡ଼ିକୁ ଘରୁ ବାହାର କରନ୍ତୁ: – ନଟରାଜଙ୍କ ମୂର୍ତ୍ତିକୁ ଘରେ…

Read More

ଭୁବନେଶ୍ବର: ଶାସ୍ତ୍ରରେ ତୁଳସୀର ପତ୍ର ବ୍ୟତୀତ ଏହାର ମୂଳ ମଧ୍ୟ ଅତ୍ୟନ୍ତ ଚମତ୍କାର ବୋଲି ବିବେଚନା କରାଯାଏ। ଏହାର ପ୍ରତିକାର ମା’ ଲକ୍ଷ୍ମୀଙ୍କ ଅନୁଗ୍ରହ ପ୍ରଦାନ କରିବା ସହିତ ଅନେକ ଲାଭ ମଧ୍ୟ ଦେଇଥାଏ। କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେବା, ହେଉଥିବା କାମ ସଂପୂର୍ଣ୍ଣ ହୋଇନପାରିବା, ଏଭଳି ସ୍ଥିତିରେ ତୁଳସୀର ଟିକିଏ ମୂଳକୁ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ ଏବଂ ପୂଜା କରିବା ପରେ ଏହାକୁ ହଳଦିଆ କପଡ଼ାରେ ବାନ୍ଧନ୍ତୁ। ଯେତେବେଳେ ଆପଣ ଶୁଭ କାର୍ଯ୍ୟ ପାଇଁ ଯାଆନ୍ତି, ସେତେବେଳେ ଏହାକୁ ସାଙ୍ଗରେ ନିଅନ୍ତୁ। ଯଦି ଆପଣ ଗ୍ରହମାନଙ୍କର ଅଶୁଭ ପ୍ରଭାବରେ ପୀଡିତ ଅଛନ୍ତି, ତେବେ ତୁଳସୀ ମୂଳକୁ ଏକ ଲାଲ୍ କପଡ଼ାରେ ବାନ୍ଧି ଆପଣଙ୍କ ସହିତ ରଖନ୍ତୁ। ଏହା ରୂପାର ଡଉଁରିଆରେ ମଧ୍ୟ ପିନ୍ଧାଯାଇପାରିବ। କୁହାଯାଏ ଯେ, ଏହା ଦ୍ଵାରା ଗ୍ରହମାନଙ୍କର ଶୁଭ ଦୃଷ୍ଟି ପଡିଥାଏ। ଯଦି ଆପଣ ବ୍ୟବସାୟ, ଚାକିରି କିମ୍ବା ଘରେ ମାନସିକ ଏବଂ ଶାରୀରିକ ଚାପ…

Read More

ନୂଆଦିଲ୍ଲୀ: ଭାରତର ଡିଜିଟାଲ ଭିତ୍ତିଭୂମିରେ ବିଗତ କିଛି ବର୍ଷ ମଧ୍ୟରେ ଏକ ପରିବର୍ତ୍ତନମୂଳକ ଉନ୍ନତି ଘଟିଛି, ଯାହା ଦେଶକୁ ଡିଜିଟାଲ ଗ୍ରହଣ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ସ୍ଥାନିତ କରିଛି। ଦ୍ରୁତ ବିସ୍ତାରିତ ଡିଜିଟାଲ୍ ଅର୍ଥନୀତି ସହିତ କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ମେସିନ୍ ଲର୍ଣ୍ଣିଂ (ଏମ୍ଏଲ୍) ଦ୍ୱାରା ପରିଚାଳିତ ଡିଜିଟାଲ୍ ପ୍ରଶାସନ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ବଢୁଥିବା ଚାହିଦା ପୂରଣ ପାଇଁ ଭାରତର ଭିତ୍ତିଭୂମି କ୍ରମାଗତ ଭାବରେ ବିକଶିତ ହେଉଛି । ଦେଶର ଡିଜିଟାଲ ମେରୁଦଣ୍ଡକୁ ସୁଦୃଢ଼ କରିବା, ସରକାରୀ ସେବା ପ୍ରଦାନରେ ଉପଲବ୍ଧତା, ଦକ୍ଷତା ଏବଂ ନିରାପତ୍ତା ସୁନିଶ୍ଚିତ କରିବା, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରମୁଖ ପଦକ୍ଷେପ ଏବଂ ପ୍ରକଳ୍ପ ଆରମ୍ଭ କରାଯାଇଛି। ଭାରତର ଡିଜିଟାଲ ଭିତ୍ତିଭୂମି ପରିଦୃଶ୍ୟ ଭାରତର ଡିଜିଟାଲ ଭିତ୍ତିଭୂମିର ଅନ୍ୟତମ ମେରୁଦଣ୍ଡ ହେଉଛି ଡାଟା ସେଣ୍ଟରର ସମ୍ପ୍ରସାରଣ ଏବଂ ବିକାଶ…

Read More

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ବର୍ଡର ସିକ୍ୟୁରିଟି ଫୋର୍ସ ଅଫ ଇଣ୍ଡିଆ ବା ବିଏସଏଫର ୬୦ତମ ରେଜିଂ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ବିଏସଏଫ ମହାନିର୍ଦ୍ଦେଶକ ଦଲଜିତ ସିଂ ଚୌଧୁରୀଙ୍କ ସମେତ ବହୁ ମାନ୍ୟ ଗଣ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ଆଉ ଏଥିଲାଗି ବିଏସଏଫର ଅବଦାନ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଦୀର୍ଘ ଛଅ ଦଶନ୍ଧି ଧରି ପରାକ୍ରମ, ସାହସ ଓ ତ୍ୟାଗ ବଳରେ ଦେଶର ନିରାପତାକୁ ବିଏସଏଫ ସୁଦୃଢ କରିଥିବା ଅମିତ ଶାହା କହିଥିଲେ। ସୀମାରେ ସବୁପ୍ରକାର ବିପଦକୁ ସାମ୍ନା କରି ଦେଶର ସୁରକ୍ଷା ଓ ନିରାପତାକୁ…

Read More

ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ…

Read More

ନୂଆଦିଲ୍ଲୀ: କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ମୂଲ୍ୟାଙ୍କନ ବର୍ଷ ୨୦୨୨-୨୦୨୩ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରିଛି। ତୃଣମୂଳ ସ୍ତରରେ ସମାବେଶୀ ଏବଂ ନିରନ୍ତର ବିକାଶକୁ ଆଗେଇ ନେବାରେ ସାରା ଦେଶରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଉଲ୍ଲେଖନୀୟ ପ୍ରୟାସକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ଉତ୍କର୍ଷତାର ଏକ ମାନଦଣ୍ଡ ଭାବରେ କାର୍ଯ୍ୟ କରେ। ୨୦୨୪ ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ୧୧ ଡିସେମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ, ବିଭିନ୍ନ ବର୍ଗରେ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଚୟନ କରାଯାଇଛି, ଯାହା ତୃଣମୂଳ ପ୍ରଶାସନ ଏବଂ ଗୋଷ୍ଠୀ ବିକାଶରେ ବ୍ୟାପକ ସଫଳତାକୁ ପ୍ରତିଫଳିତ କରୁଛି। ଏହି ବର୍ଗଗୁଡ଼ିକ ମଧ୍ୟରେ ରହିଛି ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ…

Read More

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ମୋବାଇଲ୍ ଇଣ୍ଟରନେଟ୍ ସଂଯୋଗରେ ଉନ୍ନତି ଆଣିବା ପାଇଁ ଭାରତର ଯୋଜନା ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। କାରଣ ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବରୁ ଅନୁମୋଦିତ ବ୍ୟାଣ୍ଡୱିଡଥ୍ ଟ୍ରାଞ୍ଜିଟ୍ ଚୁକ୍ତିନାମାକୁ ବାତିଲ କରିଦେଇଛନ୍ତି। ବାଂଲାଦେଶ ଚିନ୍ତିତ ଯେ, ଏହା ଦେଶର ଆଞ୍ଚଳିକ ଇଣ୍ଟରନେଟ୍ ହବ୍ ହେବାର କ୍ଷମତାକୁ ଦୁର୍ବଳ କରିପାରେ। ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି, କିନ୍ତୁ ଏହା ଭାରତର ସମସ୍ତ ଉତ୍ତର-ପୂର୍ବ ରାଜ୍ୟରେ ବଡ ଅସୁବିଧା ସୃଷ୍ଟି କରିପାରେ। ସୂଚନା ଅନୁଯାୟୀ, ବାଂଲାଦେଶର ଇଣ୍ଟରନେଟ ନିୟାମକମାନେ ଭାରତର ଉତ୍ତର-ପୂର୍ବ ରାଜ୍ୟକୁ ବ୍ୟାଣ୍ଡୱିଡଥ ଯୋଗାଣ ପାଇଁ ଗମନାଗମନ ପଏଣ୍ଟ ଭାବରେ କାର୍ଯ୍ୟ କରିବାକୁ ଯୋଜନା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଚିନ୍ତା କରୁଛନ୍ତି ଯେ ଏହା ଦେଶର ଆଞ୍ଚଳିକ ଇଣ୍ଟରନେଟ୍ ହବ୍ ହେବାର କ୍ଷମତାକୁ ଦୁର୍ବଳ କରିପାରେ। ଗତ ବର୍ଷ ବାଂଲାଦେଶ ଟେଲି ଯୋଗାଯୋଗ ନିୟାମକ ଆୟୋଗ (ବିଟିଆରସି) ଅନୁମତି ପାଇଁ ଟେଲିକମ୍ ମନ୍ତ୍ରଣାଳୟ ସହିତ…

Read More

ଭୁବନେଶ୍ଵର: ଆଜି ଭୁବନେଶ୍ବର ସ୍ଥିତ ରେଡ଼କ୍ରସ ଭବନ ଠାରେ ମା’ ଭଗବତୀ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଚ଼ିଲିକା ନିର୍ବାଚନ ମଣ୍ଡଳୀର ବିକାଶ ଉପଲକ୍ଷେ କର୍ମଶାଳା ଓ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ନିର୍ବାଚନ ମଣ୍ଡଳୀର ବିକାଶ ବିଷୟରେ ବିସ୍ମୃତ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ମା’ ଭଗବତୀ ମନ୍ଦିରର ଉନ୍ନତିକରଣ ଖୁବଶୀଘ୍ର ଶେଷ ହେବା, ମା’ ଭଗବତୀ ମନ୍ଦିର ନିକଟରେ ଯାନବାହାନ ପାଇଁ ପାର୍କିଂ ବ୍ୟବସ୍ଥା,ବାଣପୁର କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପ୍ରଦାନ, ମିନି ଷ୍ଟାଡିୟମ, ପାର୍କ, ମୁକ୍ତ ବ୍ୟାୟାମ ଗାର, ମାର୍କେଟ କମ୍ପ୍ଲେକ୍ସ, ଅଟୋ ରିକ୍ସା ଷ୍ଟାଣ୍ଡ, ଗୋଶାଳା, ବାଣପୁର କୋର୍ଟରେ ସ୍ଥାୟୀ ବିଚାର ବିଭାଗୀୟ ଏଡ଼ିଜେ କୋର୍ଟ ପ୍ରତିଷ୍ଠା, ବାଣପୁର ତହସିଲରୁ ଚ଼ିଲିକା ତହସିଲ ପର୍ଯ୍ୟନ୍ତ ଟାଉନ ବସ ଚ଼ଳାଚ଼ଳ ବ୍ୟବସ୍ଥା ଆଦି ନିର୍ବାଚନ ମଣ୍ଡଳୀ ସାମୂହିକ ଓ…

Read More

ରଣପୁର: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାଡେମୀ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ଗଦାଧର ବେଉରା, ଅଧ୍ୟକ୍ଷ ପ୍ରାଣନାଥ ବେଉରା, ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ, କବି ଅଶୋକ ମଲ୍ଲ, ଶିକ୍ଷାବିତ୍ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପ୍ରତିଯୋଗିତା ପୂର୍ବରୁ କୁନି ଝିଅ ଆର୍ଯ୍ୟା ଅମ୍ରିତା ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ…

Read More

ଖୋର୍ଦ୍ଧା: କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ‌ ଚରଣ ମାଝିଙ୍କ କରକମଳରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ରାଶି ଓଡ଼ିଶାର ବରଗଡ଼ ଜିଲ୍ଲାରେ କୃଷକ ମାନଙ୍କୁ ପ୍ରଦାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଏହାର ସିଧାସଳଖ ପ୍ରସାରଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ହାଭେଳି ପଡ଼ିଆ ଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଇନ, ଅବକାରୀ, ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯୋଗଦାନ କରିଵା ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପାଳ ଚଞ୍ଚଳ ରାଣା, ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମର‌ ପ୍ରାରମ୍ଭରେ ଜିଲ୍ଲାପାଳ ଉଦବୋଧନ ଦେଇ କହିଥିଲେ ଯେ, ଦୀର୍ଘଦିନ ଧରି କୃଷକ ମାନଙ୍କର ଯେଉଁ ଦାବି ଥିଲା ସର୍ବନିମ୍ନ ଯେଉଁ ଟଙ୍କା ରହିଛି ସେଥିରେ କିଛି ଆର୍ଥିକ ସାହାଯ୍ୟ ରାଶି ପ୍ରଦାନ କରିବାକୁ ଆଜି ତାହା ସରକାର ପୁରଣ…

Read More