Author: SM Network

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲଗାତାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସକୁ ଅବମାନନା କରୁଛନ୍ତି। ମଦ ଦୁର୍ନୀତିରେ ଇଡି ତାଙ୍କୁ ତିନିଥର ପଚରାଉଚରା ପାଇଁ ଡାକିଛି। ସେ ହାଜର ନ ହେବାକୁ ବିଭିନ୍ନ ବାହାନା କରୁଛନ୍ତି। ପଚରାଉଚରା ପାଇଁ ଇଡି ତାଙ୍କୁ ଡାକି ଗିରଫ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଇଡିର ୭ଟି ନୋଟିସରେ ସେ ହାଜର ହୋଇନହାନ୍ତି। ଅଲ୍ଟିମେଟମ ଭାବେ ସେ ଇଡିର ସପ୍ତମ ନୋଟିସକୁ ମଧ୍ୟ ଅବମାନନା କରିଛନ୍ତି। ଇଡି ଶୁକ୍ରବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା ପାଇଁ ଦିଲ୍ଲୀ ଡକାଇଛି। ଯେକୌଣସି ସମୟରେ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ମଧ୍ୟ ସେମାନେ କହୁଛନ୍ତି। ତେଜସ୍ୱୀଙ୍କ ଦଳ ଆରଜେଡିର ରାଜ୍ୟସଭା ସଦସ୍ୟ ମନୋଜ ଝା କହିଛନ୍ତି ଯେ ଆଗାମୀ ଦିନରେ ଇଡି ତେଜସ୍ୱୀଙ୍କୁ ଗିରଫ କରିବ। ଅନ୍ୟପକ୍ଷରେ ନୀତୀଶ କୁମାର ଇଣ୍ଡି ମେଣ୍ଟଠାରୁ ନିଜକୁ ଦୂରେଇ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପୂଜାର୍ଚ୍ଚନା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଛନ୍ତି ପୁରୀର ଶଙ୍କରାଚାର୍ଯ୍ୟ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏଭଳି କଥା କହିଛନ୍ତି ଯେ ହଇଚଇ ସୃଷ୍ଟି ହୋଇଛି। ଜଗନ୍ନାଥପୁରୀ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ ତାଙ୍କ ପଦର ଏକ ସୀମା ରହିଛି। ଯଦି ମୋଦୀଜୀ ଏହାକୁ ଲୋକାର୍ପଣ କରି ପ୍ରତିମୂର୍ତ୍ତିକୁ ସ୍ପର୍ଶ କରନ୍ତି, ତେବେ ମୁଁ ସେଠାରେ ତାଳି ବଜାଇ ଉତ୍ସାହିତ କରିବି କି? ମୁଁ ମୋ ପଦର ମର୍ଯ୍ୟାଦା ବିଷୟରେ ଚିନ୍ତା କରୁଛି, ତେଣୁ ମୁଁ ସେଠାକୁ ଯିବି ନାହିଁ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ଶଙ୍କରାଚାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ସହ ଆସିବାକୁ ଚାହୁଁଛନ୍ତି, ତେବେ ସେ ଆସିପାରିବେ ବୋଲି ମୋ…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ‘ପ୍ରେରଣା: ଏକ ଅନୁଭୂତିମୂଳକ ଶିକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏକ ଅର୍ଥପୂର୍ଣ୍ଣ, ସ୍ବତନ୍ତ୍ର ଏବଂ ପ୍ରେରଣାଦାୟକ ଅନୁଭୂତି ପ୍ରଦାନ କରିବା, ଯାହା ଦ୍ୱାରା ସେମାନଙ୍କୁ ନେତୃତ୍ୱ ଗୁଣରେ ସଶକ୍ତ କରାଯାଇପାରିବ। ପ୍ରେରଣା ଭାରତୀୟ ଶିକ୍ଷା ବ୍ୟବସ୍ଥାର ନୀତି ଏବଂ ମୂଲ୍ୟଭିତ୍ତିକ ଶିକ୍ଷାର ଦର୍ଶନକୁ ସମନ୍ୱିତ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ଯାହା ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ଏକ ପ୍ରମୁଖ ବିଷୟ ଅଟେ । ପ୍ରେରଣା ହେଉଛି ନବମରୁ ଦ୍ୱାଦଶ ଶ୍ରେଣୀ ର ମନୋନୀତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସପ୍ତାହବ୍ୟାପୀ ଆବାସିକ କାର୍ଯ୍ୟକ୍ରମ । ଶ୍ରେଷ୍ଠ ଜ୍ଞାନକୌଶଳ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଅନୁଭୂତିମୂଳକ ଏବଂ ପ୍ରେରଣାଦାୟକ ଶିକ୍ଷଣ କାର୍ଯ୍ୟକ୍ରମ ଯେଉଁଠାରେ ଐତିହ୍ୟ ନୂତନତା ସହିତ ମିଳେ। ପ୍ରତି ସପ୍ତାହରେ ଦେଶର ବିଭିନ୍ନ…

Read More

ଭୁବନେଶ୍ୱର: ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ। ଗଜପତିର ଗୁମ୍ମା, ଗଞ୍ଜାମର ଧରକୋଟ, କଳାହାଣ୍ଡିର ଥୁଆମୂଳ-ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ, ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୁରଭଞ୍ଜର ତିରିଂ, ନବରଙ୍ଗପୁରର ତେ;ୁଳିଖୁଣ୍ଟି, କୋଷଗୁମୁଡ଼ା, ଝରିଗାଁ, ରାଇଗଡ଼, ରାୟଗଡ଼ାର କାଶିପୁର, ରାମନାଗୁଡ଼ା, ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ, କୁଆଁରମୁଣ୍ଡା ଆଦି ବ୍ଲକରେ ସ୍ନାତକ ମହାବିଦ୍ୟାଳୟ ଖୋଲାଯିବ। ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ…

Read More

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆଜି  ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷଣା କରାଯାଇଛି। ଜାନୁଆରୀ ୦୯, ୨୦୨୪ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିଜେତାମାନେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ। କ୍ରୀଡ଼ା ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଆଖିଦୃଶିଆ ଭୂମିକା ଗ୍ରହଣ କରିଥିବା କର୍ପୋରେଟ୍ ସଂସ୍ଥା (ଉଭୟ ଘରୋଇ ଓ ସରକାରୀ କ୍ଷେତ୍ର), କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ା ସଂଗଠନ ମାନଙ୍କୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ପ୍ରଦାନ କରାଯାଏ । ଏଥି ପାଇଁ ଅନ୍‌ଲାଇନ୍‌ରେ ଆବେଦନ ଆହ୍ୱାନ କରାଯାଇଥିଲା ଏବଂ କ୍ରୀଡ଼ାବିତ୍ / ପ୍ରଶିକ୍ଷକ/ ସଂସ୍ଥା ଗୁଡ଼ିକୁ ଏକ ଉତ୍ସର୍ଗୀକୃତ ଅନଲାଇନ୍ ପୋର୍ଟାଲ୍ ଜରିଆରେ ସ୍ୱୟଂ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା । ୨୦୨୩ ମସିହାରେ ଏହି ପୁରସ୍କାର ପାଇଁ ବହୁ ସଂଖ୍ୟକ…

Read More

ଭୁବନେଶ୍ଵର: ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା କଣ ରହିଛି ଆଜିର ରାଶିଫଳ। ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଟୁଡେ ପତ୍ରିକାକୁ ଦେଇଥିବା ସାକ୍ଷାତକାରର ଲିଙ୍କ୍ ସେୟାର କରିଛନ୍ତି। ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଆଗାମୀ ରାସ୍ତା, ‘ମୋଦୀ ଗ୍ୟାରେଣ୍ଟି’ ଅର୍ଥ କ’ଣ ଏବଂ ଅନ୍ୟ ବିଷୟ ସହ ବୈଶ୍ୱିକ ପ୍ରସଙ୍ଗ ଉପରେ ସେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: https://twitter.com/narendramodi/status/1742482522427240477?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1742482522427240477%7Ctwgr%5E33cbfa9185bd03b6a33b1bf8e714cb3a854035ff%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1993066 ‘ଏହା ଇଣ୍ଡିଆ ଟୁଡେ ସହ ମୋର ସାକ୍ଷାତକାର, ଯେଉଁଥିରେ ମୁଁ ଆମ ଶାସନ ଏଜେଣ୍ଡା, ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା କରିବା ଦିଗରେ ଆଗାମୀ ରାସ୍‌ା, ‘ମୋଦୀ ଗ୍ୟାରେଣ୍ଟି’ର ଅର୍ଥ, ବୈଶ୍ୱିକ ସମସ୍ୟା ଏବଂ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିଛି।’

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ର ଆଜି ମୁମ୍ବାଇର ପୂର୍ବ ଗୋରେଗାଓଁରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୧୫୦୦ରୁ ଅଧିକ ଲୋକ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରମୁଖ ସଚିବଙ୍କ ସହ ସମସ୍ତ ଅଂଶଗ୍ରହଣକାରୀ ବିକଶିତ ଭାରତ ଗଠନ ପାଇଁ ଶପଥ ନେଇଥିଲେ। ମେରି କାହାନି ମେରି ଜୁବାନି କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ଏବଂ ସଫଳତାର କାହାଣୀ ବଖାଣିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ଉପରେ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ମୁଦ୍ରା, ପିଏମ୍ ସ୍ୱନିଧି ଭଳି ଯୋଜନାର ହିତାଧିକାରୀଙ୍କୁ ପ୍ରମୁଖ ସଚିବ ସାର୍ଟିଫିକେଟ୍ ଓ ସୁବିଧା ପ୍ରଦାନ କରିଥିଲେ। ପ୍ରମୁଖ ସଚିବ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାପନ ହୋଇଥିବା ମଣ୍ଡପ ପରିଦର୍ଶନ କରି ଏପର୍ଯ୍ୟନ୍ତ…

Read More

ଲକ୍ଷ୍ନୌ: ବିଦ୍ୟାଳୟ ଶିକ୍ଷାରେ ନୂଆ କ୍ରାନ୍ତି ଆଣିବା ଦିଗରେ ପିଏମ ଶ୍ରୀ ସ୍କୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ଉତ୍ତରପ୍ରଦେଶରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପିଏମ ଶ୍ରୀ ସ୍କୁଲ ଲୋକାର୍ପଣ ଅବସରରେ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ୯୨୮ଟି ବିଦ୍ୟାଳୟ ଏବଂ ୮୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟକୁ ପିଏମ ଶ୍ରୀ ସ୍କୁଲରେ ବିକଶିତ କରାଯାଇଛି । ବିଦ୍ୟାଳୟରେ ଉତ୍ତମ ଓ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ବିଶ୍ୱମାନର ଶିକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଏଜେଣ୍ଡା । ଏହି ମର୍ମରେ ଉତ୍ତରପ୍ରଦେଶରେ ପିଏମ ଶ୍ରୀ ଅନ୍ତର୍ଗତ ୧୦୦୦ରୁ ଅଧିକ ବିଦ୍ୟାଳୟର ଉନ୍ନତି ଏବଂ ଆଧୁନିକୀକରଣ କରାଯାଇଛି । ପିଏମ ଶ୍ରୀ…

Read More

ନୂଆଦିଲ୍ଲୀ: ଭାରତର ଷ୍ଟକ ଏକ୍ସଚେଞ୍ଜ ଏବଂ ଟ୍ରେଡିଂରେ ବାଧା ସୃଷ୍ଟି କରିବା ନେଇ ଦାବି କରୁଥିବା ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା ଆତଙ୍କ ସୃଷ୍ଟିକାରୀ କଲ୍ ଠାରୁ ସାବଧାନ ରହିବା ଲାଗି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନ ଦୂରସଞ୍ଚାର ବିଭାଗ (ଡିଓଟି) ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶ ବିରୋଧୀ ତତ୍ତ୍ୱମାନେ ଏଭଳି ବିପଜ୍ଜନକ କଲ୍   କରୁଛନ୍ତି। ଡିଓଟି ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଏଭଳି ନମ୍ବରରୁ ଆସୁଥିବା ବିପଜ୍ଜନକ କଲ୍‌କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏଭଳି କଲ୍ ପାଇବା ପରେ ନାଗରିକମାନେ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ହେଲ୍ପ-ସଂଚାରସାଥୀ କିମ୍ବା ସେମାନଙ୍କ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।

Read More

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ହେତୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିଥିବାର ଜଣାପଡିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକଙ୍କ ସୂଚନା ମୁତାବକ, ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଛନ୍ତି। ଯାହାକି ଗତ ବର୍ଷ ୧୧ ଲକ୍ଷ ୩୧ ହଜାର ୯୨୯ ରୁ ସାମାନ୍ୟ ଅଧିକ। ସୂଚନା ମୁତାବକ ଆଜି ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲୁରହିଥିଲା। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ ଟି ଟିମ ନିୟୋଜିତ ହୋଇଥିଲେ। ଏବଂ ପ୍ରତି ଟିମରେ ୬-୭ ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୬ ଟି,…

Read More

ଖୋର୍ଦ୍ଧା: ଦୁର୍ଘଟଣାକୁ ରୋକିବା ଲାଗି ସାରା ରାଜ୍ୟରେ ଆରମ୍ଭ ହୋଇଛି ଟ୍ରାଫିକ ସୁରକ୍ଷା ସଚେତନତା ଅଭିଯାନ। ଏହି ପରିପେକ୍ଷିରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବିଶାଳ ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏନ୍ ସି ସି କ୍ୟାଡେଟ, ସ୍ଵେଚ୍ଛାସେବୀ ସଂଗଠନ, ଏବଂ ଜନସାଧାରଣ ଯୋଗ ଦେଇଥିଲେ। ସଡକ ସୁରକ୍ଷା ପରିବାର ରକ୍ଷା ସ୍ଲୋଗାନ ସହିତ ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା , ଦୃତ୍ ଗତିରେ ଗାଡି ନ ଚଲେଇବା, ଗାଡ଼ି ଚାଳନା ସମୟ ରେ ମୋବାଇଲ ବ୍ୟବହାର ନ କରିବା, ମଦ ପିଇ ଗାଡ଼ି ନ ଚଲେଇବା ଇତ୍ୟାଦି ସ୍ଲୋଗାନ ଦେଇ ଛାତ୍ର ଛାତ୍ରୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ। ନୂଆ ବସଷ୍ଟାଣ୍ଡ ରେ ଡ୍ରାଇଭର ମାନଙ୍କ ପାଇ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦଘାଟନ କରାଯାଇ ସମସ୍ତ ଡ୍ରାଇଭର ମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ପରାମର୍ଶ ପ୍ରଦାନ…

Read More

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଅର୍ଥାତ୍ କ୍ଷମତା ପାଇଁ ଚୂଡ଼ାନ୍ତ ମୁକାବିଲା ପୂର୍ବରୁ କଂଗ୍ରେସ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କରିବାକୁ ଯାଉଛି। କଂଗ୍ରେସର ଏହି ଯାତ୍ରା ୬୭୦୦ କିଲୋମିଟର। ଏହା ଭାରତ ଯୋଡ଼ୋ ଯାତ୍ରାଠାରୁ ଅଧିକ ଦୂରତା ଅତିକ୍ରମ କରିବ। ୬୭ ଦିନ ଧରି ୧୧୦ଟି ଜିଲ୍ଲା, ୧୦୦ଟି ଲୋକସଭା ଆସନ ଓ ୩୩୭ଟି ବିଧାନସଭା ଆସନରେ ଏହି ଯାତ୍ରା ଚାଲିବ। ଏହି ପଦଯାତ୍ରା ଜାନୁଆରୀ ୧୪ରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ରେ ମୁମ୍ବାଇରେ ଶେଷ ହେବ । ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମଗ୍ର ରୁଟ୍ ମ୍ୟାପ୍ ବୁଝାଇଛନ୍ତି। ଏହି ଯାତ୍ରା ସମୟରେ ଓଡ଼ିଶାରେ ୩୪୧ କିମି ଅତିକ୍ରମ କରିବ। ଏହି ଯାତ୍ରା ଓଡ଼ିଶାର ୪ଟି ଜିଲ୍ଲାରେ ୪ ଦିନ ଧରି ଚାଲିବ। ଉତ୍ତରପ୍ରଦେଶର ସର୍ବାଧିକ ୨୦ଟି ଜିଲ୍ଲାକୁ ସାମିଲ କରାଯିବ। ୟୁପିରେ କଂଗ୍ରେସର ପ୍ରଦର୍ଶନ ସବୁଠାରୁ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ନିର୍ଦ୍ଦେଶିକା ହନୀ ପଟ୍ଟନାୟକ ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ଅନୁମୋଦନ କ୍ରମେ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ସଂଘ ଗଠନ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ଦଶପଲ୍ଲା ସ୍ଥିତ ‘ରେଡିଓ ସୁରଭି’ ର ମୁଖ୍ୟ ଶିଶିର କୁମାର ଦାସଙ୍କୁ ରାଜ୍ୟ ସଭାପତି, ‘ରେଡିଓ ଉତ୍କଳ’ର ମୁଖ୍ୟ ଅମିୟ ଭୂଷଣ ବିଶ୍ୱାଳଙ୍କୁ ସମ୍ପାଦକ, ‘ରେଡିଓ ମୁସ୍କାନ’ ର ଧନେଶ୍ୱର ସାହୁଙ୍କୁ କୋଷାଧ୍ୟକ୍ଷ, ‘ସୋଆ କମ୍ୟୁନିଟି ରେଡିଓ’ ର ନିର୍ଦ୍ଦେଶିକା ହନି ପଟ୍ଟନାୟକଙ୍କୁ ଉପସଭାପତି ଓ ‘ରେଡିଓ ବାଘାଯତୀନ’ର ମିନତି ବିନ୍ଧାଣିଙ୍କୁ ସହ-ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଏ ନେଇ ନିକଟରେ ଅନୁଷ୍ଠିତ ସଂଘର ଜାତୀୟ ଉପ-ସଭାପତି ପ୍ରଦୀପ୍ତ ଦତଙ୍କ ଅଧ୍ୟକ୍ଷତାରେ ସଭାରେ ଓଡିଶାର ସମସ୍ତ କମ୍ୟୁନିଟି ରେଡିଓ ସଭ୍ୟମାନେ ଉପସ୍ଥିତ ଥିଲେ। ଏହା…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁରେ ହତ୍ୟାକାଣ୍ଡ। ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ। ଘଟଣାରୁ ପ୍ରକାଶ ଯେ, ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ରାମ ନାଟକ ଯାତ୍ରାରେ ରୋଲ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠି ନାମକ ଜଣେ ତୃତିୟ ଲିଙ୍ଗୀକୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ଦୈହିକ ସଂମ୍ପର୍କ ରଖିଥିଲେ। କିନ୍ତୁ ସୋମନାଥ ସହିତ ରଶ୍ମିରଞ୍ଜନଙ୍କ ପ୍ରେମ ବିଚ୍ଛେଦ ହେବାରୁ ଜାନୁଆରୀ ୨ ତାରିଖ ଦିନ ପରିବାର ଲୋକ ଘରେ ନ ଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ସୋମନାଥ ଲାଠି ଲୁହା ରଡରେ ଆକ୍ରମଣ କରିଥିଲା। ଯାହାଫଳ ରଶ୍ମିରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଏହାସହିତ ରଶ୍ମିରଞ୍ଜନଙ୍କ ଘରୁ ଟଙ୍କା ସହିତ କିଛି…

Read More

ନୂଆଦିଲ୍ଲୀ: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ୭ ୱିକେଟ୍ ରେ ଜିତିଛି। ଭାରତର ଏହି ବିଜୟରେ ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍ରାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ପ୍ରଥମ ଇନିଂସରେ ସିରାଜ ୬ ଟି ୱିକେଟ୍ ନେଇଥିବାବେଳେ ବୁମରା ଦ୍ୱିତୀୟ ଇନିଂସରେ ୬ ଜଣ ବ୍ୟାଟ୍ସମ୍ୟାନ୍ ଙ୍କୁ ଶିକାର କରିଥିଲେ। ପ୍ରଥମ ଇନିଂସରେ ୯୮ ରନ୍ ପଛରେ ପଡ଼ିଯିବା ପରେ ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇନିଂସରେ ୧୭୬ ରନ୍ ସ୍କୋର କରିପାରିଥିଲା। ଏହି ପରିପ୍ରେକ୍ଷୀରେ, ଭାରତକୁ ଜିତିବା ପାଇଁ ୭୯ ରନ୍ ର ଲକ୍ଷ୍ୟ ଥିଲା, ଯାହା ଟିମ୍ ଇଣ୍ଡିଆ ସହଜରେ ତିନିଟି ୱିକେଟ୍ ହରାଇ ହାସଲ କରିଥିଲା। ଏହା ସହିତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ ରେ ଡ୍ର ରହିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୫୫ ରନ୍ ସ୍କୋର କରିପାରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୀରକୃଷ୍ଣଚନ୍ଦ୍ର ପୁର ଗ୍ରାମର ବାବୁଲା ସାହୁ ଓ ବୁଲୁ ସାହୁ ଙ୍କ ଘର ଉପରେ ବୋମାମାଡ ଓ ଉକ୍ତ ଦୁଇ ଭାଇଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗରେ ନିମଖଣ୍ଡି ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଚଳାଇ ମୁଖ୍ୟ ଅଭିଯୁକ୍ତ ଆଲୋକ ସାହୁ ଓ ସହଯୋଗୀ ଅନୀଲ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ରୁ ପ୍ରକାଶ ଯେ ଗୁରୁତର ଆହତ ଦୁଇ ଭାଇଙ୍କ ସହ ଆଲୋକ ପୁର୍ବରୁ ଶତ୍ରୁତା ଥିଲା ଓ ଗତ ୨୬ ତାରିଖ ଦିନ ବାବୁଲା ଘରକୁ ଫେରିବା ସମୟରେ ଉକ୍ତ ଦୁଇ ଅଭିଯୁକ୍ତ ତାକୁ ଖଣ୍ଡାରେ ହାଣି ତାର ଘର ଉପରକୁ ବୋମାମାଡ କରିବା ସହ ତାର ଭାଇକୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଆକ୍ରମଣ ଘଟଣା ପରେ ଲୋକେ ଗୁରୁତର ଦୁଇ ଭାଇଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର…

Read More

ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୧୭୬ ରନ୍ ସଂଗ୍ରହ କରିଛି। ଭାରତ ପାଇଁ ଜସପ୍ରୀତ ବୁମ୍ରା ୬୧ ରନ୍ ଦେଇ ୬ ୱିକେଟ୍ ନେଇଥିଲା। ଯେଉଁଠାରେ ଆଡେନ ମାର୍କ୍ରାମ ଦକ୍ଷିଣ ଆଫ୍ରିକା ପାଇଁ ୧୦୬ ରନର ଚମତ୍କାର ଇନିଂସ ଖେଳିଥିଲେ। ବର୍ତ୍ତମାନ ଜିତିବା ପାଇଁ ଭାରତକୁ ମାତ୍ର ୭୯ ରନ୍ ସ୍କୋର କରିବାକୁ ପଡିବ। ବାସ୍ତବରେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଇନିଂସରେ ୯୮ ରନ୍ ପଛରେ ରହିଥିଲା।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ହନୁମାନ ମନ୍ଦିର ନିକଟରେ ରହୁଥିବା ଟିକିନା ପାତ୍ର ନାମରେ ଜଣେ ଯୁବକକୁ ବଡ଼ବଜାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁଯାୟୀ ଗିରଫ ଟିକିନା ସାଧାରଣ କଥାକୁ ନେଇ ଉତକ୍ଷିପ୍ତ ହୋଇ ସେହି ଅଞ୍ଚଳର ତୋଫାନ ସାହୁ ନାମକ ଜଣେ ଯୁବକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ତୋଫାନ ପରିବାର ଲୋକେ ଗୁରୁତର ଅବସ୍ଥାରେ ତୋଫାନକୁ ଡାକ୍ତରଖାନାରେ ଭର୍ତ୍ତି କରି ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଫେରାର ଟିକିନାକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି।

Read More

ନୂଆଦିଲ୍ଲୀ: ଅଯୋଧ୍ୟାରେ ଥିବା ବିଶାଳ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ କିଛି ଦିନ ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଜିତେନ୍ଦ୍ର ଆହ୍ଵାଡଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ତେବେ ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଜିତେନ୍ଦ୍ର ଆହ୍ଵାଡ କହିଥିଲେ ଯେ, “ପ୍ରଭୁ ରାମ ଜଣେ ମାଂସାହାରୀ ଥିଲେ”। ବୁଧବାର ମହାରାଷ୍ଟ୍ରର ଶିରଡି ଠାରେ ଏକ କାର୍ଯ୍ୟକ୍ରମରେ ଏନସିପିର ଶରଦ ପାୱାର ଗୋଷ୍ଠୀରୁ ଆସିଥିବା ଶ୍ରୀ ଆହ୍ଵାଡ ଏହି ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ସମ୍ପର୍କରେ ଜିତେନ୍ଦ୍ର ଆହ୍ଵାଡ ଆଜି କହିଛନ୍ତି ଯେ, “ମୋର ବିଶ୍ୱାସ ଯେ ଗତକାଲି ଦେଇଥିବା ସମଗ୍ର ଭାଷଣ ବହୁତ ସୁନ୍ଦର ଥିଲା। କିନ୍ତୁ ଗୋଟିଏ ବାକ୍ୟ ହେତୁ ସମଗ୍ର ଭାଷଣ … ତେଣୁ ସେହି ବାକ୍ୟ ପ୍ରତି ଥିବା ଲୋକଙ୍କ ହୃଦୟରେ ଥିବା ଦୁଃଖ ପାଇଁ ମୁଁ ମୋର ଦୁଃଖ ପ୍ରକାଶ କରୁଛି ବୋଲି ସେ…

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମନ ଏବଂ ଗିରଫ ହେବା ଆଶଙ୍କା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏବେ ବିଜେପି ମୋତେ ଗିରଫ କରିବାକୁ ଚାହୁଁଛି। ଇଡି ମୋତେ ନକଲି ସମନ ଜାରି କରୁଛି। ମୋ ଓକିଲ ମୋତେ କହିଥିଲେ ଯେ ମୋ ବିରୋଧରେ ଆସିଥିବା ସମନ ବେଆଇନ। ମୋ ପ୍ରଶ୍ନର ଉତ୍ତର ଇଡି ପାଖରେ ନାହିଁ। ଯଦି ମୋ ବିରୋଧରେ ଆଇନଗତ ସମନ ଆସିବ ତେବେ ମୁଁ ସହଯୋଗ କରିବି ବୋଲି ସେ କହିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ସମନ? ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଏହି ସମନ ଜାରି କରାଯାଉଛି। ପଚରାଉଚରା ବାହାନାରେ କେଜ୍ରିୱାଲଙ୍କୁ ଡାକି ଗିରଫ କରିବା ବିଜେପିର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହାଦ୍ୱାରା କେଜ୍ରିଓ୍ଵାଲ ଲୋକସଭା ନିର୍ବାଚନରେ ପ୍ରଚାର କରିପାରିବେ ନାହିଁ। ସେ କହିଛନ୍ତି ଯେ…

Read More