Author: Samikhsya Bureau

ସାଗରିକା ଗୋଟେ ପୁରୁଣା ବଙ୍ଗଳା ବାଊଲ ଗୀତାରେ କୁହାଯାଏ   ନାରୀ ଓ ପୁରୁଷ ଗୋଟିଏ ସାଇକେଲର ଦୁଇଟି ଚକ । ଆମର ମହାନ କବି ଭୀମ ଭୋଇ କହନ୍ତି- ଶୂନ୍ୟ ପବନ ପୁରୁଷ ବୋଲାଇଲା ଜଳଧାରା ହେଲା ସ୍ତୀରୀ। ହେଲେ ସ୍ବାଧିନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ଆମମାନଙ୍କ ମାନସିକତା ଏବେ ସମାନତାର ଅଧିକାରକୁ ସ୍ଵୀକାର କରିନାହିଁ। ଆଜି ବି ଆମର ପୁରୁଷତାନ୍ତ୍ରିକ ସମାଜ ନାରୀକୁ ସମାନତାର ମର୍ଯାଦା ଦେଇପାରିନାହି। ଆଜି ବି ଆମେ ଲିଙ୍ଗଗତ  ଅସମାନତାରେ ବିଶ୍ବାସ କରୁଛୁ।  ଧର୍ମର ଦ୍ଵାହି ଦେଇ ସମାନତା ଅଧିକାରକୁ କ୍ଷୁଣ୍ଣ  କରୁଛୁ । ଆମର ଖୋଦ ପ୍ରଧାନମନ୍ତ୍ରୀ ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶକୁ ପରମ୍ପରାର ଦ୍ଵାହି ଦେଇ ବିରୋଧ କରୁଛନ୍ତି। ତେବେ ଏହି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ତଥା ସମାଜର ତଥାକଥିତ ରୂଢିବାଦୀ ଚିନ୍ତାଧାରାକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ  ନବ ବର୍ଷର ପ୍ରଥମ ଦିନରେ କେରଳରେ ଲକ୍ଷ ଲକ୍ଷ ମହିଳା…

Read More

(UNI) The AAP Government has given its approval for modernisation of seven of the busiest bus terminals in Delhi to ensure a world class transit experience to bus commuters. The Transport Department has already floated tender for modernization of Nehru Place Bus Terminal, and tender for another two bus terminals (Najafgarh, Azadpur) are expected to be floated within a week.

Read More

Bengaluru, Jan 2 (UNI) IT major Infosys Limited will announce its Q3 results on January 11. While the results will be made at 4.15 pm. Indian Standard Time (IST) , it will be available at 5:45 a.m. US ET; 2:45 a.m. PST; 10:45 a.m.London time; 6:45 p.m.Singapore/Hong Kong time. Press conference will be held at 4.45 pm on January 11. Executives will address questions from the media and it will be streamed live on the Investor Relations section of Infosys website, following which it will be archived at . The archive will be available after 7:00 p.m. IST on January…

Read More

(UNI) Asserting that the footprints of global terror outfit ISIS were not large in Kashmir valley, Director General of Police (DGP) Dilbagh Singh, however, said that the fact that a section of the youth were being radicalized on those lines can’t be denied. The DGP said an illusion is being created by some elements that ISIS has a very large presence in the valley by waving their flags publically, but that is not true. “But the fact that people are being radicalized on those lines can’t be denied,” he warned. “Very serious activities on the part of anti-national elements to…

Read More

Notwithstanding statement from Prime Minister Narendra Modi that his government will discharge its ‘responsibility’ once Supreme Court decision on Ram temple comes,  the VHP continued to mount its pressure on Wednesday saying Ordinance route is a must as Hindus will not wait for eternity. “We cannot wait for an eternity,” said VHP leader Alok Verma

Read More

Bollywood actress Sonali Bendre on Tuesday turned 44, and her husband Goldie Behl posted a heartfelt message wishing her love and happiness.Taking to his social media accounts  Goldie posted a picture of him and Sonali saying, “Happy birthday Sonali. They say your partner needs to be your best friend, your sounding board, your mirror, your strength, your inspiration.

Read More

Rich tributes paid to Special Police Officer (SPO) of Jammu and Kashmir police who attained martyrdom when unidentified gunmen shot him in south Kashmir district of Pulwama on Tuesday. SPO Sameer Ahmad Mir was critically injured when some unidentified gunmen fired at him from close range at Hanjan, Pulwama last evening. The injured was rushed to hospital where he was declared dead.

Read More

(UNI) Following were the indicative currency rates and travellers’ cheques buying and selling rates per unit on Wednesday. CURRENCY NAME BUY SALE UAE DIRHAM 17.2416 20.1476 AUSTRALIAN DOLLAR 44.4239 51.3952 BANGLADESH TAKA 0.763526 0.896972 BAHRAIN DINAR 171.4728 196.1881 CANADIAN DOLLAR 46.4201 54.0597 SWISS FRANC 64.4105 75.6851

Read More

Listing out the ‘broken promises’ made by Prime Minister Narendra Modi, the Congress party on Tuesday came out with sharp criticism and said the Prime Minister have only ‘peddled lies’ through his ‘staged interview’. Addressing media persons the Congress spokesperson Randeep Singh Surjewala said India wanted to know the progress of 10 top promises by the Prime Minister.

Read More

(UNI) As many as 37 people were killed in an attack on a village in central Mopti region of Mali, local officials said. According to the officials, many homes were burned in Koulogon village. The incident happened at about 05:00 GMT on Tuesday, a statement said. The attackers were believed to be traditional hunters. An investigation to nab the accused have been launched. Last year, hundreds of people died in clashes between Dogon hunters and members of the largely nomadic Fula ethnic group. The clashes are often over access to land and water.

Read More

କେଦାର ମିଶ୍ର ନୂଆ ବର୍ଷ ସନ୍ଧ୍ୟାରେ ଖବର ସରବରାହ ସଂସ୍ଥା ଏଏନଆଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତକାର ପ୍ରଚାର କରିବା ବୋଲି ସୂଚନା ଦେଲା, ସେତେବେଳେ ଏକଥା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ସାକ୍ଷାତକାର ପୁଣି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ହେବାକୁ ଯାଉଛି। କାରଣ ଅତ୍ୟନ୍ତ ସ୍ପଷ୍ଟ। ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶ ପ୍ରଧାନମନ୍ତ୍ରୀଙ୍କର ଜଣେ ପୁରୁଣା ସ୍ତାବକ ଓ ସେ କୌଣସି ପ୍ରକାର କଡା ପ୍ରଶ୍ନ ପଚାରିବାକୁ ସମର୍ଥ ହେବେନାହିଁ ବୋଲି ସମସ୍ତଙ୍କୁ ଜଣାଥିଲା। ତଥାପି ପ୍ରଧାନମନ୍ତ୍ରୀ ଭାବରେ ମୋଦୀଙ୍କ ନୂଆବର୍ଷ ସାକ୍ଷାତକାରକୁ ଆମେ ଅପେକ୍ଷା କଲୁ ଓ ୯୫ ମିନିଟ ବ୍ୟାପୀ ତାକୁ ଶୁଣିଲୁ ମଧ୍ୟ। ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପୂରଣ କରିବାକୁ ଯାଉଥିବା ଜଣେ ତୁଙ୍ଗ ନେତା ଆଜି ମଧ୍ୟ ଅନ୍ୟକୁ ଗାଳି ଦେଇ ନିଜର ସିଂହାସନ ବଞ୍ଚାଇବାକୁ ଚାହୁଁଛନ୍ତି। କଂଗ୍ରେସ ଓ ବିରୋଧୀ ରାଜନୀତିକୁ ଗାଳି ଦେଇ ପ୍ରଧାନମନ୍ତ୍ରୀ ଯେ ୨୦୧୯…

Read More

କେଦାର ମିଶ୍ର ମୃଣାଳ ସେନ(୧୪,ମଇ, ୧୯୨୩-୩୦,ଡିସେମ୍ବର,୨୦୧୮) ପରିଣତ ବୟସରେ ଚାଲିଗଲେ।୯୫ ବର୍ଷର ଗୋଟେ ଦୀର୍ଘ ଓ ପରିପୂର୍ଣ୍ଣ ଜୀବନ। ୧୯୬୯ ରୁ ୨୦୦୨, ୩୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ସିନେମା ତିଆରି କରିଚାଲିଥିଲେ। ବଙ୍ଗଳା ସିନେମାର ତିନି ମହାନାୟକ ଋତ୍ଵିକ ଘଟକ, ସତ୍ୟଜିତ ରାୟ ଓ ମୃଣାଳ ସେନ, ଶେଷତମ ମହାନାୟକ ଚାଲିଗଲେ। ‘ଭୁବନ ସୋମ'(୧୯୬୯) ଠୁ ଆରମ୍ଭ କରି ‘ଅମର ଭୁବନ'(୨୦୦୨), କୋଡିଏ ରୁ ଅଧିକ ସିନେମା ସେ କରିଛନ୍ତି। ତାରି ଭିତରେ ରହିଛି ଭୁବନ ସୋମ, ପଦାତିକ, ଅକାଲେର ସନ୍ଧାନେ, ମୃଗୟା ଭଳି କ୍ଲାସିକ। ଚିତ୍ର ନିର୍ମାଣରେ ନୂଆ ପୃଥିବୀର ସ୍ଵପ୍ନ ଓ ସାଧାରଣ ମଣିଷର ଶ୍ରମକୁ ସର୍ବାଧିକ ଗୁରୁତ୍ଵ ଦେଇଥିବା ଶିଳ୍ପୀଙ୍କ ଭିତରେ ସେ ଥିଲେ ଅଗ୍ରଣୀ। କହିବାରେ ଦ୍ଵିଧା ନାହିଁ, ଚିନ୍ତନରେ ଓ କଳାକର୍ମରେ ସେ ଥିଲେ ସାମ୍ୟବାଦୀ। ମାର୍କ୍ସ ତାଙ୍କୁ ପ୍ରଭାବିତ କରିଥିଲେ, କିନ୍ତୁ ବିଂଶ ଶତକରେ ଏମିତି କିଏ ନଥିଲା,…

Read More

କେଦାର ମିଶ୍ର ଗୋଟେ ବର୍ଷ ସରୁଛି, ଆଉ ଗୋଟେ ବର୍ଷ କବାଟ ଠକ ଠକ କରୁଛି। ଭାରତୀୟ ଦର୍ଶନରେ ଏହାକୁ କୁହାଯାଏ ସନ୍ଧିକାଳ। ଏମିତି ଏକ ସନ୍ଧିକାଳରେ ଆମେ ଯେତିକି ଆନନ୍ଦିତ, ସେତିକି ଆତ୍ମମନସ୍କ ମଧ୍ୟ। ଆମ ସମୟ ଓ ସମାଜକୁ ନେଇ ଏମିତି ଏକ କ୍ଷଣରେ ଅନେକ କିଛି ଚିନ୍ତା କରାଯାଇପାରେ। ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ଆସନ୍ତା କାଲି ନଥିବ।  ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀ ର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି ଦେଖୁଛୁ, ତାରି ଉପରେ ଆମର ଭବିଷ୍ୟତ ତିଆରି ହେବ। ଗୋଟେ ନୂଆ ସମୟର କଥା କହିବାବେଳେ ଇତିହାସର ଗୋଟେ କଥା ଆମକୁ ଆଜି ଅଧିକ ପ୍ରାସଙ୍ଗିକ ମନେହେଉଛି। ଆଜିର ରାଜନୀତିରେ ଯେତେପ୍ରକାର ବିଭେଦ, ବିଭାଜନ, ହିଂସା, ଅସହିଷ୍ଣୁତା…

Read More