Author: Samikhsya Bureau

କେଦାର ମିଶ୍ର ଆପଣ ଭଲ କଥା କହିପାରନ୍ତି ବୋଲି ଆପଣ କିଛି ବି କହିବେ, ଏକଥା ଆଜିର ଜନତା ଆଉ ବରଦାସ୍ତ କରିବା ଅବସ୍ଥାରେ ନାହିଁ। କେବେ ଦିନେ ହୁଏତ ରାଜନୀତିରେ ଯାତ୍ରା ଡାଇଲଗର ସମୟ ଥିଲା, ଆଜି ସେ ସମୟ ଚାଲି ଯାଇଛି। ବିଜୁ ବାବୁଙ୍କ ପୃଷ୍ଠପୋଷକତାରେ ଏମିତି କିଛି ନେତା ଉପରକୁ ଉଠିଥିଲେ ଓ ଆଜିଯାଏ ସେମାନଙ୍କ ଭିତରୁ କିଛି କିଛି ମୁଖ୍ୟଧାରାର ରାଜନୀତିରେ ଅଛନ୍ତି। ଏମାନେ ଭାବନ୍ତି ତୁଣ୍ଡକୁ ଯାହା ଆସିଲା, ତାକୁ ସେମାନେ କେଉଁଠି ବି କହିପାରିବେ। କହିବା ବାହୁଲ୍ୟ ଗତକାଲି ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିବା ପ୍ରଦୀପ ମହାରଥୀ ଏଇ ପ୍ରକାର ମୁହଁଖୋର ନେତାଙ୍କ ଭିତରୁ ଜଣେ। ତେବେ ମହାରଥୀଙ୍କ କିଛି ନେତା ପ୍ରାୟ ସବୁ ଦଳରେ ଅଛନ୍ତି। ଏମାନେ ନିଜ ତୁଣ୍ଡର ବେଲଗାମ ବ୍ୟବହାର କରି ଲୋକପ୍ରିୟତା ପାଇଥାନ୍ତି। ଏ ପ୍ରକାର ନେତାଙ୍କ ପଛରେ ଗଣମାଧ୍ୟମର ସମର୍ଥନ ମଧ୍ୟ ରହିଥାଏ। ଆମେ…

Read More

ଅନୁସୃଜନ:ଜ୍ୟୋତି ନନ୍ଦ (ବିଶିଷ୍ଠ ଚଳଚ୍ଚିତ୍ର ନିର୍ମାତା ସ୍ଵର୍ଗତ ମୃଣାଳ ସେନ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଇ ଅନୁସୃଜନ ଟି ତାଙ୍କର ଆତ୍ମଜୀବନୀ “ଅଲୱେଜ୍ ବିଙ୍ଗ୍ ବର୍ଣ୍ଣ “ର ଏକ ନିର୍ବାଚିତ ଅଂଶ।କୌଣସି ସୁନିପୁଣ ଚିତ୍ରନାଟ୍ୟ ପରି ଶ୍ରୀଯୁକ୍ତ ସେନ୍ ଏଠାରେ ତାଙ୍କର ଦେଶତ୍ୟାଗ ର ବେଦନାକୁ ପ୍ରତିବେଦନ କରିଛନ୍ତି। ଶ୍ରୀଯୁକ୍ତ ମୃଣାଳ ସେନ୍ ଙ୍କ ସଂପର୍କରେ ଆଉ ଗୋଟିଏ ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କଥାକୁ ସେ ନିଜର କିଛି ସାକ୍ଷାତକାର ରେ  ପ୍ରକାଶ କରିଛନ୍ତି।ସେହି କଥାଟି ହେଲା ବିଶ୍ୱବିଖ୍ୟାତ ଲେଖକ ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍ ଙ୍କ ସହ ତାଙ୍କର ଘନିଷ୍ଠ ବଂଧୁତା। ୧୯୮୨ରେ ଶ୍ରୀଯୁକ୍ତ ମୃଣାଳ ସେନ୍ ଓ ଶ୍ରୀଯୁକ୍ତ ମାର୍କେଜ୍  ଉଭୟେ କାନ୍ ଚଳଚ୍ଚିତ୍ର ଉତ୍ସବରେ ଜୁରୀ ହିସାବରେ ଯୋଗ ଦେଇଥିଲେ।ସେଇଠୁ ଉଭୟଙ୍କ ମଧ୍ୟରେ ବଂଧୁତାର ଆରମ୍ଭ।ଏହାର ଦୁଇତିନି ବର୍ଷ ପରେ ପୁଣି ହାଭାନାରେ ଉଭୟେ ଜୁରୀ ଓ ପୁଣି ଆଡ୍ଡା ସାହିତ୍ୟ ଓ ରାଜନୀତି ଚର୍ଚ୍ଚା।ସେଇଠେ…

Read More

ସମୀକ୍ଷା ବ୍ୟୁରୋ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ, ହେଲେ ଏହାକୁ ନେଇ ରାଜ୍ୟ ବିଜେପି କେବେ ବି ଖୁସି ହେବାର ଆବଶ୍ୟକ ନାହିଁ। କାରଣ ହେଲା ଏହା ବିଜେଡିର ଏକ ଲାଭଦାୟକ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ଏହି ଘଟଣାକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଏ ତେବେ ପ୍ରଦୀପ ମହାରଥୀଙ୍କ ଇସ୍ତଫା ବିଜେଡି ପାଇଁ ପାଞ୍ଚୋଟି କାରଣ ନେଇ ଗୁରୁତ୍ବ ବହନ କରୁଛି। ସେଗୁଡିକ ହେଲା 1-ଆସନ୍ତା 8 ତାରିଖରେ ନୂଆଦିଲ୍ଲୀରେ ବିଜେଡି, କୃଷକଙ୍କ ପାଇଁ ଗୋଟିଏ ବଡ ବିକ୍ଷୋଭ କରୁଛି।ଏହା ହେଉଛି ବିଜେଡି ସୁପ୍ରିମୋଙ୍କ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ଏକ ଶକ୍ତି ପ୍ରଦର୍ଶନ। ହେଲେ କୃଷି ଓ କୃଷକ ପାଇଁ ବିକ୍ଷୋଭ ହେବା ବେଳେ ହୁଏତ କୃଷିମନ୍ତ୍ରୀଙ୍କ ଆଚରଣ ନେଇ ଜାତୀୟ ସ୍ତରରେ ପ୍ରଶ୍ନ ହୋଇପାରେ। ତାହାକୁ ଏଡାଇବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି କୁହାଯାଇପାରେ। 2-ବିଧାନସଭା…

Read More

କେଦାର ମିଶ୍ର ନରେନ୍ଦ୍ର ମୋଦୀ ବୋଧହୁଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଶହେ ମିଟରର ବ୍ରିଜ ହେଉ ବା ପେସେଞ୍ଜର ଟ୍ରେନ, କିଛି ବି ଉଦଘାଟନ କରିବା ଲାଗି ସବୁ ମୂହୁର୍ତ୍ତରେ ସେ ପ୍ରସ୍ତୁତ। ଏପରିକି ଗୋଟେ ପେସେଞ୍ଜର ଟ୍ରେନର ଲୋକାର୍ପଣକୁ ମଧ୍ୟ ସେ ତାଙ୍କ ସରକାରର କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିପାରନ୍ତି। ଗତ କାଲି ବାରିପଦାରେ ସେୟା ହେଲା ମଧ୍ୟ। ଗୋଟେ ସମାନ ପ୍ରକଳ୍ପକୁ ବିଭିନ୍ନ ସ୍ତରରେ ଶୁଭ ଦେବା, ଭୂମିପୂଜନ କରିବା ଭଳି କାମ କେବଳ ମୋଦୀ ସରକାରରେ ହିଁ ସମ୍ଭବ। ସେଦିନ ଜାମସେଦପୁରରୁ ବାଦାମପାହାଡ ପାସେଞ୍ଜର ଟ୍ରେନର ଶୁଭ ଉଦଘାଟନ ପ୍ରଧାନମନ୍ତ୍ରୀ କଲେ।  ଟ୍ରେନ ଜାମସେଦପୁରରେ ଆଉ ପ୍ରଧାନମନ୍ତ୍ରୀ ବାରିପଦାରେ। ବାରିପଦାରେ ସବୁଜ ପତାକା ହଲେଇ ପ୍ରଧାନମନ୍ତ୍ରୀ ଆତ୍ମତୃପ୍ତି ପାଇଥିବେ ନିଶ୍ଚୟ। କିନ୍ତୁ ସେ ସବୁଜ ପତାକା ଟ୍ରେନ ପାଇଁ ନା ଆଉ କାହା ପାଇଁ, ସେ ପ୍ରଶ୍ନ ଏବେ ଓଡିଶା ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିଛି।…

Read More

କେଦାର ମିଶ୍ର ପ୍ରଧାନମନ୍ତ୍ରୀ ଗୋଟେ ସଭାରେ କଣ କହିବେ, ତାର ରାଜନୈତିକ ଗୁରୁତ୍ଵ ସବୁବେଳେ ଅଧିକ। ତାହା ପୁଣି ଯଦି ନିର୍ବାଚନ ସମୟ ହୋଇଥାଏ, ତାହେଲେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅଧିକ ମନ ଦେଇ ଶୁଣିବାକୁ ହୁଏ। ତାଙ୍କ କଥା ଭିତରୁ ଅନେକ କଥା ଖୋଜିବାକୁ ପଡେ। ତେବେ ନରେନ୍ଦ୍ର ମୋଦୀ ଆଜି ବାରିପଦାରେ କଣ କହିବେ, ତାକୁ ନେଇ ସତରେ ଆମ ମନରେ କିଛି ଉତ୍ସାହ ଅଛି କି? ମାତ୍ର ୧୪ ଦିନ ତଳେ ପ୍ରଧାନମନ୍ତ୍ରୀ ଖୁର୍ଦ୍ଧା ଓ ଭୁବନେଶ୍ବରରେ ଦୁଇଟି ସଭାରେ ଭାଷଣ ଦେଇ ଯାଇଛନ୍ତି। ଆଜି ବାରିପଦା ଆସିବେ ଓ ଆଉ କିଛି ଦିନ ପରେ ବଲାଙ୍ଗୀର କୁ ମଧ୍ୟ ଆସିବେ। ସେ ଦେଶର ପ୍ରଧାନମନ୍ତ୍ରୀ, ତେଣୁ ରାଜ୍ୟକୁ ଯେତେ ଆସିବେ ସେତେ ଭଲ। ତେବେ ତାଙ୍କ ଆସିବାରେ ବା ତାଙ୍କ କହିବାରେ ରାଜ୍ୟର ରାଜନୀତିରେ କିଛି ପ୍ରଭାବ ପଡୁଛି କି ନାହିଁ, ସେ କଥାର ଆକଳନ କରିବା…

Read More

ସୁଧାଶ୍ରୀ ଦାଶ ଏବେ ସବୁଠି ଶୀତ ଲହରୀ । ପ୍ରତିଦିନ ପାରଦ ତଳକୁ ଖସୁଛି।  ଶୀତ ବଢିବା ସହିତ  ବଦଳୁଚି ଆମର ଖାଦ୍ୟପେୟ। ଦୁବାଇରେ ମଧ୍ୟ ଏବେ ଶୀତ ଲହରୀ । ଦେଖିବାକୁ ଗଲେ ଶୀତ ଋତୁ ହେଉଛି ଏଠି ସବୁଠାରୁ ଭଲ ସମୟ । କାରଣ ୮ ମାସ ର ତାତି ପରେ ସମସ୍ତେ ଥଣ୍ଡାକୁ ଅପେକ୍ଷା କରନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଶୀତକୁ ସମସ୍ତେ ଏଠି ମନଭରି ଉପଭୋଗ କରନ୍ତି। ଦୁବାଇର ସବୁଠୁ ସୁନ୍ଦର ଶୀତ ଓ ଉପଭୋଗ ଭିତରେ ମୁଁ ଅନୁଭବ କଲି ଯେ ମୁଁ କିଛି ଗୋଟେ ମୋ ଭିତରୁ ହଜି ଯାଇଛି ଓ ଯାହାକୁ ମୋ ମନ ବହୁତ ବହୁତ ଖୋଜୁଛି । ତାହା ହେଉଛି ମାଁ ହାତ ତିଆରି ଘିଅ। ପ୍ରତିବର୍ଷ ଶୀତ ଆସିବା ପୂର୍ବରୁ ମାଁ ପ୍ରସ୍ତୁତ ହୋଇଯାନ୍ତି ଘିଅ ତିଆରି କରିବା ପାଇଁ। କୁହନ୍ତି ‘ଶୀତ ଦିନରେ ଗରମ ଭାତ…

Read More

(UNI) The makers of ‘URI’ have released another unit in which Yami Gautam makes a striking announcement. The video showcases a press conference wherein Yami Gautam is asked various questions about the surgical strike, and the soldier Vicky Kaushal position themselves unnoticed wherein they let everyone know that New Hindustan is ‘intolerable.’

Read More

(UNI) CFTRI, an institute of research eminence in the area of food technology and diversified research capabilities in the country, has signed a Memorandum of Understanding (MoU) with JSS Science and Technology University to give a boost to research works. Vice Chancellor of the University opined education advancement can be achieved by encouraging best practices in innovation and embracing advanced research

Read More

(UNI) The IT officials, who began raiding house and properties of leading personalities in Kannada Film industry, including on veteran actors and film Producers, continued their sweep for the second day on Friday . Besides  the Ace actors, the IT officials have also raided top Producers including Rockline Venkatesh, C R Manohar and Jayanna and also questioning them after making seizures.

Read More

ରିପୋର୍ଟ-ସମୀକ୍ଷା ବ୍ୟୁରୋ , ଫଟୋ-ସଂଜୀବ ମୁଖାର୍ଜୀ ବିଜେପି ଫୋକସରେ ଓଡ଼ିଶା, ଏ ଖବର ଆମେ ବାରମ୍ବାର ପଢୁଛୁ ଓ ଶୁଣୁଛୁ। ମାସେ ଭିତରେ ପ୍ରଧାନମନ୍ତ୍ରୀ ତିନି ଥର ରାଜ୍ୟ ଗସ୍ତ କରୁଥିବା ହେତୁ ଏ ଖବରର ଗୁରୁତ୍ୱ ମଧ୍ୟ ରହିଛି। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିଜେପି ର ପରାଜୟ ଏହାକୁ ଅଧିକ ପୂର୍ବାଭିମୁଖୀ କରିଛି, ତାହା ମଧ୍ୟ ସତ। ହିନ୍ଦୀ ଅଞ୍ଚଳର କ୍ଷତି କୁ ପୂର୍ବ ଭାରତରେ ଭରଣା କରିବାର ଲକ୍ଷ୍ୟ ନେଇ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପରେ ବିଜେପି ନଜର ରଖିଛି। ହେଲେ ଏ ଦୁଇ ରାଜ୍ୟର ଶାସନ ସମ୍ଭାଳିଥିବା ତୃଣମୂଳ କଂଗ୍ରେସ ଓ ବିଜୁ ଜନତା ଦଳ ସହ ଲଢ଼େଇ ବିଜେପି ଲାଗି ସହଜ ହେଉନାହିଁ। ତ୍ରିପୁରା, ଆସାମ ଓ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଜେପି ଯେଉଁ ରଣନୀତି ରଖି ସଫଳ ହୋଇ ଥିଲା, ସେ ରଣନୀତି ଓଡ଼ିଶାରେ କାମ କରୁନାହିଁ। ଓଡ଼ିଶାର ରାଜନୀତିରେ…

Read More

ସମୀକ୍ଷା ବ୍ୟୁରୋ କ୍ରମାଗତ ଭାବରେ ନୂତନ ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରହି ଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ  ନୂତନ ଉପଭୋକ୍ତା ଯୋଗ କରିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ବା ଟ୍ରାଇ ପ୍ରକାଶ କରିଛି। ଗତ ଜାନୁୟାରୀ 2 ତାରିଖରେ ଆସିଥିବା ଉପଭୋକ୍ତା ତଥ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି | ଅକ୍ଟୋବର ମାସରେ ରିଲାଏନ୍ସ ଜିଓ ୩.୧୧ ଲକ୍ଷ ନୂତନ ଉପଭୋକ୍ତା ସାଙ୍ଗକୁ କେବଳ ବିଏସଏନଏଲ ୫୦୦୦ ନୂତନ ଉପଭୋକ୍ତା ଯୋଗ କରିଥିବାବେଳେ, ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କର ଉପଭୋକ୍ତା ସଂଖ୍ୟାରେ ହ୍ରାସ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି | ଏହି ମାସରେ ଭୋଡାଫୋନ ଆଇଡ଼ିଆ ଓଡ଼ିଶାରେ ସର୍ବାଧିକ ୨.୮ ଲକ୍ଷ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୪୧୦୦୦ ଉପଭୋକ୍ତା ହରାଇଥିବା ଜଣାପଡିଛି | ମୋଟ ଉପରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ  ସଂଖ୍ୟାରେ ସେପ୍ଟେମ୍ବର ମାସ ତୁଳନାରେ…

Read More

ସମୀକ୍ଷା ବ୍ୟୁରୋ- ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ଓ ସମାଜ ସୁଧାରକ ସାବିତ୍ରୀ ଦେବୀ ଫୁଲେଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୮୩୧ ମସିହା ମହାରାଷ୍ଟ୍ର ସ୍ଥିତ ସାତାରା ଗାଁ ର ନାଇଗାଁରେ  ହୋଇଥିଲା। ସାବିତ୍ରୀ ବାଇ ପ୍ରଥମ ୧୫୦ ବର୍ଷ ପୂର୍ବେ ମହିଳାଙ୍କର ପୁରୁଷଙ୍କ ଭଳି ସମାନ ଅଧିକାର ପାଇଁ ଲଢେଇ କରିଥିଲେ। ସେ ବ୍ରିଟିଶ ଅମଳରେ ମହିଳାଙ୍କ ଶିକ୍ଷା ଉପରେ ଜୋର ଦେଇଥିଲେ। ସେ କେବଳ ମହିଳାଙ୍କ ପାଇଁ ନୁହେଁ ଶିଶୁ ହତ୍ୟା ରୋକିବା ଦିଗରେ ମଧ୍ୟ କାମ କରିଥିଲେ। ସେ କନ୍ୟା ଶିଶୁମାନଙ୍କ ପାଇଁ ଆଶ୍ରମ ମଧ୍ୟ ଖୋଲିଥିଲେ।  ଏହି ଆଶ୍ରମ ଦୁଷ୍କର୍ମ ପୀଡ଼ିତାଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କ ସନ୍ତାନଙ୍କ ଜନ୍ମ ଓ ଲାଳନ ପାଳନ କରିବା ଦିଗରେ କାମ କରୁଥିଲା । ସାବିତ୍ରୀ ବାଇ ଫୁଲେ ୧୨ ବର୍ଷରେ ଜ୍ୟୋତିବା ଫୁଲେଙ୍କୁ ବିବାହ କରିଥିଲେ। ଜ୍ୟୋତିବା ଫୁଲେ ଜଣେ ସମାଜସେବକ ସହ…

Read More

(UNI) In a prompt move to a letter by Rajya Sabha MP Rajeev Chandrasekhar, the government has suggested considering amendments in the IT Act, 2000 to arm itself with more powers to pull down apps and sites which promote and transmit child pornography and fake news. The move is at the proposal stage right now and will be formalised soon. The MP had written to the Minister for Law & Justice, Electronics & Information Technology, Ravi Shankar Prasad urging his intervention to curb the growing digital sexual abuse of children as well as to regulate and shut down Mobile apps…

Read More

(UNI) Odisha Chief Minister Naveen Patnaik today expressed deep grief over the death of nine people in Hukitola boat tragedy and announced an ex-gratia of Rs four lakh to the family members of each of the deceased. The chief minister also expressed condolence to the bereaved families and ordered to provide free treatment to all the injured. Seven minors and two women drowned when a mechanized speed boat ferrying picnic revellers from Hukitola to Paradip capsized near Nipania village on Batighar river under Jamboo Marine police station last night. The NDRF, ODRF and fire officials have retrieved the bodies of…

Read More

Sachin Tendulkar’s childhood coach and Dronacharya award-winner Ramakant Vithal Achrekar, who died due to age-related ailments, was cremated here on Thursday. Tendulkar, Vinod Kambli, Balwinder Singh Sandhu and Chandrakant Pandit attended the funeral. His body was kept at Shivaji Park, where he coached aspiring cricketers and then taken to a nearby crematorium.The noted cricket coach breathed his last here on Wednesday at 86. According to a family member, he had been battling old age-related ailments for the past few days. Condoling the demise of his childhood coach, Tendulkar had, on Wednesday, hailed his coach’s contribution to his career. “Cricket in heaven…

Read More

Neither any catastrophy nor apocalypse  nor malady yet the year 2108 claimed above 42 million lives just due to abortions, a shocking reality revealed by Life News report and it also said that according to Worldometers this staggering number of deaths due to abortion which is far more than by Cancer/HIV or similar reasons.

Read More