Author: Samikhsya Bureau

ସମୀକ୍ଷା ବ୍ୟୁରୋ – ଭାରତର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଲେ- ତମ ଲାଗି ଜେଲ ସବୁଠୁ ସୁରକ୍ଷିତ ସ୍ଥାନ। ତାପରେ ବି ଜେଲ ରେ ଥିବା ଅଭିଜିତ ଆୟାର ମିତ୍ରଙ୍କୁ ବାକ ସ୍ବାଧିନତାର ଆଳ ଦେଖାଇ ଦିଲ୍ଲୀ ଓ ଭୁବନେଶ୍ୱର ର କିଛି ସାମ୍ବାଦିକ ନିରବଚ୍ଛିନ୍ନ ଭାବରେ ସମର୍ଥନ ଦେଇ ଚାଲିଛନ୍ତି। କ୍ଷମା ମାଗି ସାରିବା ପରେ ତାଙ୍କୁ ଜେଲ ରେ ରଖିବାର ଆଉ ଯଥାର୍ଥତା ନାହିଁ ବୋଲି କିଛି ସାମ୍ବାଦିକ କହିଛନ୍ତି ଓ ସେମାନଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସମର୍ଥନ କରିଛନ୍ତି। ତେବେ ଏ ମାମଲା ଏବେ ଅଦାଲତର ବିଚାରାଧୀନ ରହିଥିବାରୁ, ଗଣ ମାଧ୍ୟମରେ କ୍ଷମା ମାଗିବା, ନ ମାଗିବା ଆଉ ପ୍ରସଙ୍ଗ ହୋଇ ରହିନାହିଁ। ଅଭିଜିତ ଏବେ ଗିରଫ ହୋଇ ଜେଲ ରେ ଅଛନ୍ତି। ତାଙ୍କର ପୋଲିସ ରିମାଣ୍ଡ ସରିବା ପରେ ଏବେ ତାଙ୍କୁ ଆଉ ୧୪ ଦିନ ପାଇଁ ବିଚାର ବିଭାଗୀୟ…

Read More

The Prime Minister, Shri Narendra Modi, today celebrated Diwali with jawans of the Indian Army and ITBP, at Harsil in Uttarakhand. Greeting the jawans on the occasion, the Prime Minister said that their devotion to duty in the remote icy heights, is enabling the strength of the nation, and securing the future and the dreams of 125 crore Indians. He said that Diwali is the festival of lights; it spreads the light of goodness and dispels fear. He said that the jawans, through their commitment and discipline, are also helping to spread the sense of security and fearlessness among the…

Read More

The 5th edition of the 10-day “Women of India National Organic Festival 2018” organised by the Ministry of Women & Child Development culminated on the night of Sunday, 4th November, at the expansive grounds of Indira Gandhi National Centre for the Arts, Janpath Road. Over the 10 days, women farmers and entrepreneurs from across the country, participated with vast variety of organic products ranging from food and fabrics to wellness and personal care participated in this festival, which is an annual affair. This year, the total sales by the women farmers and entrepreneurs who came from 26 States, were a record of over Rs. 2.75 crore,…

Read More

ସମୀକ୍ଷା ବ୍ୟୁରୋ – ପରିଶେଷରେ ବିଜେଡ଼ିର ବହିସ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଚଳିତ ବର୍ଷ ଜାନୁଆରୀ ମାସରେ ବିଜେଡ଼ିରୁ ବହିସ୍କୃତ ହେବାପରେ ବୈଜୟନ୍ତଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ତେବେ ନୀତିଗତ ଭାବରେ ବୈଜୟନ୍ତ ଦକ୍ଷିଣପନ୍ଥୀ ବିଚାର ସହିତ ସହଜରେ ରହି ଆସିଛନ୍ତି। ସଂଘ ପରିବାର ସହିତ ତାଙ୍କର ଘନିଷ୍ଠତା ବେଶ ଜଣାଶୁଣା। ବିଶେଷ କରି ସଂଘର ବିଜେପି ଚେହେରା ଭାବରେ ପରିଚିତ ରାମ ମାଧବଙ୍କ ସହିତ ବୈଜୟନ୍ତଙ୍କ ବନ୍ଧୁତ୍ଵ ରହିଛି। ପୂର୍ବରୁ ସଂଘ ସହିତ ନିବିଡତା ଥିବା କିଛି ସାମ୍ବାଦିକଙ୍କ ଜରିଆରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ପାଇଁ ଉଦ୍ୟମ ହୋଇଥିଲା। ଗୋଟେ ସମୟରେ ବିଜେପି ଓ ସଂଘର ମୁଖପତ୍ର ଭଳି କାମ କରୁଥିବା ଅର୍ଣ୍ଣବ ଗୋସ୍ଵାମୀଙ୍କ  ରିପବ୍ଲିକ ଟିଭି ବୈଜୟନ୍ତ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଖବର ପ୍ରଚାର କରିଥିଲା।…

Read More

ସମୀକ୍ଷା ବ୍ୟୁରୋ – କର୍ଣ୍ଣାଟକ ଉପ ନିର୍ବାଚନ ର ଫଳାଫଳ କେବଳ ରାଜ୍ୟ ପାଇଁ ନୁହେଁ, ଏହା ଜାତୀୟ ରାଜନୀତି ପାଇଁ ମଧ୍ୟ ଏକ ସ୍ପଷ୍ଟ ସଙ୍କେତ ଦେଉଛି। ବିଜେପିର ଦୂର୍ଗ ବୋଲି କୁହାଯାଉଥିବା ବେଲାରୀ ଲୋକସଭା ଆସନରେ କଂଗ୍ରେସର ବିପୁଳ ବିଜୟ ଭବିଷ୍ୟତରେ ବିଜେପିର ନିର୍ବାଚନୀ ସମ୍ଭାବନା କୁ ମଳିନ କେରିଦେଇଛି। ଏହି ଆସନରେ ଖଣି ଦୁର୍ନୀତି ପାଇଁ କୁଖ୍ୟାତ ରେଡ୍ଡୀ ପରିବାରର ଅତ୍ୟନ୍ତ ଘନିଷ୍ଠ ଶ୍ରୀରାମୁଲୁଙ୍କ ଭଉଣୀ ଜେ. ଶାନ୍ତା ବିଜେପି ଟିକେଟରେ ନିର୍ବାଚନ ଲଢୁଥିଲେ। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଭି.ଏସ.ଉଗ୍ରାପ୍ପା ୨୪୩୦୦୦ ରୁ ଅଧିକ ଭୋଟ ରେ ହରାଇଛନ୍ତି। ଏହା ସହିତ ଅନ୍ୟ ଏକ ଲୋକସଭା ଆସନ ମାଣ୍ଡ୍ୟାରେ ଜନତା ଦଳ -ଏସ ର ପ୍ରାର୍ଥୀ ଏଲ.ଆର.ଶିବରାମେଗୌଡ ବିଜୟୀ ହୋଇଛନ୍ତି। କେବଳ ଶିବମୋଗା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଦୁୟୁରପ୍ପା ଙ୍କ ପୁଅ ବି.ୱାଇ.ରାଘବେନ୍ଦ୍ର ଜିତିଛନ୍ତି। ୫ ଟି ଲୋକସଭା ଓ ବିଧାନସଭା ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ…

Read More

କେଦାର ମିଶ୍ର – କୃଷି ବିଶେଷଜ୍ଞ ମାନେ କହୁଛନ୍ତି ଭାରତରେ ପ୍ରତି ୨୪ ଘଣ୍ଟା ରେ ୨୦୨୪ ଜଣ ଚାଷୀ ଚାଷ ଚାଷ କାମ ଛାଡିବାକୁ ବାଧ୍ୟ ହେଉଛନ୍ତି। ୨୦୧୧ ଜନଗଣନା ରିପୋର୍ଟ ରେ ଏହି କଥା ପ୍ରମାଣିତ ହୋଇସାରିଛି। ଭାରତରେ ଚାଷୀ ମାନେ ବାଧ୍ୟ ହୋଇ ଚାଷକାମ ଛାଡୁଥିବାର ବହୁ କାରଣ ଭିତରୁ ସବୁଠୁ ବଡ କାରଣ ହେଉଛି, ୧୯୯୨ ପରଠୁ ଭାରତର ପ୍ରାୟ ପ୍ରତ୍ୟେକ ସରକାର ଗ୍ରହଣ କରିଥିବା ଚାଷ ଓ ଚାଷୀ ବିରୋଧୀ ନୀତି। କର୍ପୋରେଟ ଅର୍ଥନୀତିରେ ଚାଷୀମାନଙ୍କୁ ସରକାରୀ ସବସିଡି ଉପରେ ନିର୍ଭରଯୋଗ୍ୟ ପରଜୀବୀ ବୋଲି କୁହାଯାଉଛି। ରାଜନୈତିକ ଦଳମାନେ ଉପରେ ଉପରେ ଚାଷୀଙ୍କ ସ୍ଵାର୍ଥ ଓ ଉନ୍ନତିର କଥା କହୁଥିଲେ ମଧ୍ୟ ସରକାରୀ ନୀତି ଓ ଯୋଜନାରେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେବାଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ସେଇ ପୃଷ୍ଠଭୂମିରେ ନଭେମ୍ବର ୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ରେ ପ୍ରବେଶ କରିବାକୁ ଚାହୁଁଥିବା…

Read More

ପ୍ରତୁଲ୍ ଦାଶ,ସମକାଳୀନ ଭାରତୀୟ ଚିତ୍ର ଜଗତରେ ଏକ ଚର୍ଚ୍ଚିତ ନାମ। ଚିତ୍ର ସଂରଚନାରେ ଅଭିନବ ରୀତି  ଓ ଅଣପାରମ୍ପରିକ କଳା ସଂସ୍ଥାପନା ପାଇଁ ପ୍ରତୁଲଙ୍କ ସୁନାମ ରହିଛି। ତାଙ୍କର ଜନ୍ମ ଓଡିଶାର ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ । ତାଙ୍କର କଳାକର୍ମଗୁଡିକ ଭିନ୍ନ ଭିନ୍ନ ଧାରଣାକୁ ଆଧାର କରି ସୃଷ୍ଟ । ବି.କେ କଲେଜ ଭୁବନେଶ୍ୱରରୁ ସ୍ନାତକ ଏବଂ ଦିଲ୍ଲୀ କଲେଜ ଅଫ୍ ଆର୍ଟରୁ ସ୍ନାକତ୍ତୋର କରିବା ପରେ ସେ ଏବେ ଦିଲ୍ଲୀରେ ଚିତ୍ରାଭ୍ୟାସ କରୁଛନ୍ତି ।ପ୍ରତୁଲ ନିଜ ବିଷୟବସ୍ତୁ ଚୟନ ବେଳେ ବାସ୍ତବତା ଓ ସାମାଜିକ ଜୀବନର ଛୋଟ ଛୋଟ ଘଟନା ସହ ନିଜକୁ ସାମିଲ କରନ୍ତି। ତାଙ୍କ ଚିତ୍ର କାନଭାସ ରେ ହେଉ ବା ସଂସ୍ଥାପନା କ୍ଷେତ୍ରରେ, କେବେ କେମିତି ଅଡିଓ ଭିଜୁଆଲ ନିର୍ମାଣରେ ମଧ୍ୟ ସେ କୁହୁକ ସର୍ଜନ କରିପାରନ୍ତି। ତାଙ୍କ ଚିତ୍ର ସାଧାରଣ ମଣିଷର କଥାକୁ ଅସାଧାରଣ କଳାଶକ୍ତି ପ୍ରଦାନ କରିବାରେ ସମର୍ଥ।   ନିଜର କଳାତ୍ମକ ଉପସ୍ଥାପନାରେ…

Read More

Assuring the people of Odisha of their fellow denizens’ safety, Uttarakhand Chief Minister Trivendra Singh Rawat tweeted that has already issued orders for the safe evacuation of the Odia pilgrims stranded in Badrinath. In the tweet, Rawat mentions, “I have issued orders for the safe evacuation of all the pilgrims of Odisha who are stranded here. We will take steps to ensure safety & security of everyone.” The tweet came close on the heels of a letter that was written by Joint Commissioner of Relief Pravat Ranjan Mohapatra to the District Collector of Chamoli. In the letter, Mohapatra had sought…

Read More

କେଦାର ମିଶ୍ର – ଭାରତର ରିଜର୍ଭ ବ୍ୟାଙ୍କ ଗଠିତ ହେବାର ମାତ୍ର ବର୍ଷେ ପରେ ୧୯୩୬ ମସିହାରେ ଓଡିଶାର ଖ୍ୟାତନାମା ଅର୍ଥନୀତିଜ୍ଞ ପ୍ରଫେସର ସଦାଶିବ ମିଶ୍ର ଏକ ପ୍ରବନ୍ଧରେ ଆମକୁ ସତର୍କ କରାଇ ଦେଇ କହିଥିଲେ-  ରିଜର୍ଭ ବ୍ୟାଙ୍କ ସ୍ଵାଧୀନ ଭାବରେ ଭାରତର ରାଜନୀତିକ ମତ ଠାରୁ  ସଂପୂର୍ଣ୍ଣ ପୃଥକ ରହି ସମ୍ୟକ କାର୍ୟକାରୀ ନହେବା ଯାଏ ନୂଆ ଶାସନ ସଂସ୍କାର ଅନ୍ତତଃ କେନ୍ଦ୍ର ସରକାରରେ ପ୍ରଚଳନ ହୋଇପାରିବ ନାହିଁ। (ନବ ଭାରତ,ଧନୁ,୧୩୪୨) ଏହାର ଠିକ ଅଶି ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ର ୨୭ତମ ଗଭର୍ଣ୍ଣର ରଘୁରାମ ରାଜନ ସେଇ ସମାନ କଥା କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଅଶି ବର୍ଷ ପୂର୍ତ୍ତି ଅବସରରେ ରଘୁରାମ ରାଜନ ସେଇ ସମାନ ସ୍ଵାଧୀନତା ଓ ସ୍ୱାୟତ୍ତତା ର ପ୍ରଶ୍ନ ଉଠାଇଛନ୍ତି। ରିଜର୍ଭ ବ୍ୟାଙ୍କ କୌଣସି ରାଜନୈତିକ ବିଚାରର ଦାସ ହୋଇପାରିବ ନାହିଁ କିମ୍ବା ଏହା କୌଣସି ସରକାରର ରାଜନୈତିକ ଇଚ୍ଛା ଶକ୍ତି…

Read More

Ministry of AYUSH observes Ayurveda Day every year on Dhanawantari Jayanti (Dhanteras). This year Ayurveda Day is being observed on 5th November 2018. On this occasion, Ministry is organising a “National Seminar on Entrepreneurship and Business Development in Ayurveda” in association with NITI Aayog on 4th & 5th November 2018 at  Dr. Ambedkar International centre, Janapth, New Delhi, with the intention to encourage entrepreneurs and Ayurveda stakeholders towards businesses opportunities in the sector. The Seminar is a subsequent step to the challenges taken by the Ministry to increase Ayurveda Market share three fold by the year 2022. The seminar is…

Read More

The Vice President of India, Shri M. Venkaiah Naidu has congratulated Zimbabwe for conducting free and fair elections recently. He was calling on the President of Zimbabwe, Mr. Mr. Emmerson Mnangagwa and later holding delegation level talks with the Vice President of Zimbabwe, Mr. Kembo Mohadi, in Harare, Zimbabwe today. The Minister of State for Social Justice and Empowerment, Shri Krishan Pal Gurjar and other dignitaries were present on the occasion. During his interaction with the President of Zimbabwe, the Vice President said that India and Zimbabwe enjoy historic ties and we need to strengthen them to a much higher…

Read More

Indian Railways has published the results of first stage Computer Based Tests (CBT) held for recruitment of Assistant Loco Pilots and Technicians, on 02nd November, 2018. 5,88,605 candidates have qualified in the first stage to appear for the second stage examination. The first stage examinations were held from 09th August, 2018 to 04th September, 2018, in which a total of over 36 lakh (36,47,541) candidates appeared. The examinations were held online in 440 centres spread over the country. Indian Railways have advertised 64,371 posts for recruitment of Assistant Loco Pilots and Technicians. Candidates who appeared in the Computer Based Tests…

Read More

The Ministry of Drinking Water and Sanitation today announced the Swachh Bharat World Toilet Day Contest for districts and States. As the Swachh Bharat Mission enters its fifth and final year, the purpose of the Contest is to encourage all districts in India to re-intensify the sanitation people’s movement with a special focus on ODF Sustainability. For 10 days in the run-up to the World Toilet Day, i.e. from 9th November to 19th November 2018, districts across the country will compete on a range of Swachhta activities to sustain and reinforce the behaviour change outcomes achieved by them so far.…

Read More

କେଦାର ମିଶ୍ର  ନିର୍ବାଚନ ଯେତେ ପାଖେଇ ଆସିବ, ନିର୍ବାଚନରେ ଗଣିତ କଷୁଥିବା ବେପାରୀ ମାନଙ୍କର ଲାଭ ସେତେ ବଢୁଥିବ। ଗତ ଦଶ ବର୍ଷ ଧରି ଆମ ଦେଶର ଗଣମାଧ୍ୟମ କରିଥିବା ଗୋଟିଏ ବି ଜନମତ ସର୍ବେକ୍ଷଣ ସତ ପ୍ରମାଣିତ ହୋଇନାହିଁ। ସବୁବେଳେ ଶାସକ ଦଳକୁ ସୁହାଇଲା ପରି ଓ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ଧରି କାମ କରୁଥିବା ସର୍ଭେ ବ୍ୟବସାୟୀ ମାନେ ପ୍ରତି ନିର୍ବାଚନରେ ନିଜର ଦୋକାନ ଖୋଲି ବଢିଆ ବ୍ୟବସାୟ କରୁଛନ୍ତି। ନିର୍ବାଚନ ପଣ୍ଡିତ ବୋଲାଉଥିବା ଏହି ବ୍ୟବସାୟୀମାନେ ଏବେ ବେଶ ସକ୍ରିୟ। ଏବଠୁ ଆସନ୍ତା ମଇ, ୨୦୧୯ ପର୍ଯନ୍ତ ସର୍ଭେ ବେପାର ଭଲ ଜମିବା। ଟେଲିଭିଜନ ଚ୍ୟାନେଲ ଗୁଡିକ ଏହାକୁ ବିକି ବେଶ ଭଲ ରୋଜଗାର କରିବେ। ଏହି ବ୍ୟବସାୟର ଅଂଶ ବିଶେଷ ଭାବରେ ସବୁ ରାଜନୈତିକ ଦଳ କିଛି କିଛି ଜନମତ ର ଗରାଖ ହେବାକୁ ବାଧ୍ୟ। ଭଲ ପଇସା ଦେଇ ନିଜ ସପକ୍ଷରେ ହାୱା ସୃଷ୍ଟି…

Read More

କେଦାର ମିଶ୍ର ୧୮୨ ମିଟର ଉଚ୍ଚତା ର ଗୋଟେ ବିଶାଳ ପ୍ରତିମା, ୨୯୮୯ କୋଟି ଟଙ୍କାର ବଜେଟ, ୩୩ ମାସ ର ନିରବଚ୍ଛିନ୍ନ ପରିଶ୍ରମ ଓ ପ୍ରାୟ ୫୦୦ କୋଟି ଟଙ୍କାର ବିଜ୍ଞାପନ। ମୋଟାମୋଟି ଗୁଜରାଟରେ ଗତ ୩୧ ଅକ୍ଟୋବର ଦିନ ଉଦଘାଟିତ ହୋଇଥିବା “ଏକତାର ପ୍ରତିମା” ର କାହାଣୀ ସେତିକି ମାତ୍ର। ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବାସ୍ତବ ଉଚ୍ଚତାଠାରୁ ୧୦୦ ଗୁଣ ଅଧିକ ଉଚ୍ଚ ର ପ୍ରତିମା ନିର୍ମାଣ କରି ଦେଶ ଆଜି ସର୍ଦ୍ଦାରଙ୍କ ଅଭିଷେକ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ତେବେ ସର୍ଦ୍ଦାରଙ୍କ ଅଭିଷେକ ଲାଗି ୭୨ ଖଣ୍ଡ ଗାଁ ର ୭୨ ୦୦୦ ଆଦିବାସୀ ତାଙ୍କର ଜୀବନ ଓ ଜୀବିକା ହରାଇଛନ୍ତି। ସେମାନେ ଏହାର ପ୍ରତିବାଦ କଲେ ମଧ୍ୟ ତାଙ୍କ କଥା କେହି ଶୁଣିବାର ନାହିଁ। ୫୦୦ କୋଟି ଟଙ୍କାର ବିଜ୍ଞାପନ ଗଣମାଧ୍ୟମକୁ ଲୋଭରେ ପକାଇବାକୁ ଯଥେଷ୍ଟ।…

Read More

ସମୀକ୍ଷା ବ୍ୟୁରୋ ଅକ୍ଟୋବର ୨୮ ତାରିଖ ଦିନ ଆକାଶବାଣୀରେ ନିଜର ମନକଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଡିସେମ୍ବର ମାସରେ ଭୁବନେଶ୍ବରଠାରେ ଆୟୋଜିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ଵ କପ ବିଷୟରେ ଉଲ୍ଲେଖ କରିଥିଲେ। ଓଡିଶା ଆସୁଥିବା ଖେଳାଳୀମାନେ ପୁରୀ, କୋଣାର୍କ ଓ ଚିଲିକା ବୁଲି ଦେଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଓଡିଶା ସରକାର ଆୟୋଜନ କରୁଥିବା ବିଶ୍ଵକପ ହକି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଉତ୍ସାହଜନକ ବକ୍ତବ୍ୟ ବେଶ ଗୁରୁତ୍ଵ ବହନ କରୁଛି। ଗୋଟେ ପକ୍ଷରେ ପ୍ରଧାନମନ୍ତ୍ରୀ ହକି ଆୟୋଜନ ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା କରୁଥିବା ବେଳେ ତାଙ୍କ ଦଳ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ହକି ରେ ମାଟିଥିବା ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଇତି ମଧ୍ୟରେ ବିଭିନ୍ନ ସ୍ଥାନରେ ଭାଷଣ ଦେଇ ଓ ଗଣ ମାଧ୍ୟମକୁ ଦେଇଥିବା ନିଜର ବକ୍ତବ୍ୟରେ ଧର୍ମେନ୍ଦ୍ର ଓଡିଶା ସରକାରଙ୍କ ହକି ପ୍ରେମକୁ କଟାକ୍ଷ…

Read More

ସମୀକ୍ଷା ବ୍ୟୁରୋ ଗତ ଷାଠିଏ ଦିନ ହେଲା ହାଇକୋର୍ଟ ସମେତ ରାଜ୍ୟର ପ୍ରାୟ ସବୁ ଅଦାଲତ ବନ୍ଦ ପଡିଛି। ଓଡିଶାର ଆଇନଜୀବୀମାନେ କାର୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ଅଦାଲତ ଚାଲିପାରୁନାହିଁ। ଦେଶରେ ଫଇସଲା ନହୋଇପାରି ପଡିରହିଥିବା ମାମଲା କୁ ନ୍ୟାୟପାଳିକା ର ସବୁଠୁ ବଡ ସମସ୍ୟା ବୋଲି କୁହାଯାଉଛି। ସେଥିରେ ଓଡିଶା ହେଉଛି ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ଯେଉଁଠି ସର୍ବାଧିକ ଫଉଜଦାରି  ମାମଲାର ବିଚାର ହୋଇ ପାରୁନାହିଁ। ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ ଦେଇଥିବା ତଥ୍ୟ ଅନୁସାରେ ଓଡିଶାରେ ପାଖାପାଖି ୧.୫ ଲକ୍ଷ ଫୌଜଦାରୀ ମାମଲା ପଡି ରହିଛି। ଦେଶର ବିଳମ୍ବିତ ନ୍ୟାୟ ପ୍ରଦାନ ତାଲିକାରେ ଓଡିଶା ଷଷ୍ଠ ସ୍ଥାନରେ ରହିଛି। ଓଡିଶାର ନିମ୍ନ ଅଦାଲତ ଗୁଡିକରେ ୨୧% ଫୌଜଦାରୀ ମାମଲା ୧୦ ବର୍ଷରୁ ଅଧିକ କାଳ ପଡି ରହିଥିବାବେଳେ, ହାଇକୋର୍ଟ ରେ ୧୯% ମାମଲା ୧୦ ବର୍ଷରୁ ଅଧିକ କାଳ ପଡିରହିଛି। ଏମିତି ଏକ ପୃଷ୍ଠଭୂମି ରେ ଦୁଇ ମାସରୁ…

Read More

କେଦାର ମିଶ୍ର   ଭାରତ ସରକାରଙ୍କ ବେସାମରିକ ବିମାନଚଳାଚଳ ବିଭାଗର ମହା ନିର୍ଦ୍ଦେଶକ ଗତ ପଚିଶ ତାରିଖ ଦିନ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ରବିନସନ ଆର 44କୁ ବିପଜ୍ଜନକ ଭାବରେ ଉଡାଣ କରିନଥିଲା ବୋଲି ସ୍ପଷ୍ଟୀକରଣ ଦେବାପରେ, ଏହା ସତ୍ୟର ବିଜୟ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ୨୫ ତାରିଖ ଡିଜିସିଏ ନିଜର ଚିଠି ଲେଖି କହିଥିଲେ ଯେ ସେପ୍ଟେମ୍ବର ୧୫ ତାରିଖ ଦିନ ଏହି ହେଲିକେପ୍ଟର ଟି ଭୁବନେଶ୍ୱର ଏୟାର ପୋର୍ଟ ରୁ ବାହାରି ରାଜହଂସ, ପୁରୀ, କୋଣାର୍କ ଦେଇ ଗରଦପୁରଠାରେ ଓହ୍ଳାଇଥିଲା। ଏହା ବିପଜ୍ଜନକ ସ୍ତରରେ ନିଜର ଉଡାଣ କରିନଥିଲା ବୋଲି ଡିଜିସିଏ କହିଛି। ତେବେ ଏହି ଚିଠିଟି ସତ୍ୟର ବିଜୟ ବୋଲି ଶ୍ରୀ ପଣ୍ଡା ଯାହା କହିଛନ୍ତି, ତାହାର ସତ୍ୟାସତ୍ୟ ଖୋଜିବା ନିହାତି ଜରୁରୀ। ପ୍ରାଥମିକ ଭାବରେ ଦେଖିଲେ ଡିଜିସିଏ ଲେଖିଥିବା ଚିଠିରେ କୌଣସି ପ୍ରକାର ବୈଷୟିକ ସୂଚନା ନାହିଁ। ପୋଲିସ ସୂତ୍ରରୁ ଜଣା…

Read More

ସମୀକ୍ଷା ବ୍ୟୁରୋ ଆଉ ପାଞ୍ଚ ମାସ ପରେ ଓଡିଶାର ବିଧାନସଭା ସହିତ ଲୋକ ସଭା ନିର୍ବାଚନ ହେବ। ସେଥିପାଇଁ ସବୁ ଦଳ ଯେପରି ବ୍ୟସ୍ତ ସେହିପରି ବିଜେଡିରୁ ବହିସ୍କୃତ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ଭାଗ୍ୟ ଓ ଭବିଷ୍ୟତକୁ ନେଇ ବେଶ୍ ଚିନ୍ତିତ। ବର୍ତ୍ତମାନ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ଏବଂ କେଉଁ ସ୍ଥାନରୁ ଛିଡା ହେବେ ସେ ନେଇ କୈଣସି ନିଷ୍ପତିରେ ପହଁଚି ପାରୁ ନାହିଁନ୍ତି। ସେଥିପାଇଁ ସେ ନୂଆ ଦିଲ୍ଲୀର ଏକ ପ୍ରତିଷ୍ଠିତ ସଂସ୍ଥାକୁ ଭଲ ଅର୍ଥ ଦେଇ ସର୍ଭେ କରାଇଥିବାର ଜଣାପଡିଛି। ଏହି ସଂସ୍ଥା ରାଜ୍ୟର ବିଭିନ୍ନ ଲୋକସଭା ଆସନକୁ ଯାଇ ବୈଜୟନ୍ତ କେଉଁ ଦଳରୁ ଛିଡା ହେଲେ ଭଲ ହେବ ଏବଂ ସେ କିପରି ନେତା ସେ ନେଇ ସଂସ୍ଥା ଏକ ସର୍ଭେ କରିଛି। ଏହି ସଂସ୍ଥାକୁ ବୈଜୟନ୍ତ ଦୁଇଟି ପର୍ଯ୍ୟାୟରେ ସର୍ଭେ କରିବା ପାଇଁ ବରାଦ କରିଥିବାର ଜଣାପଡିଛି। ପ୍ରଥମେ ସଂସ୍ଥା ବୈଜୟନ୍ତ…

Read More

Twitter has apologised for failing to act on threatening tweets made by Cesar Sayoc who is suspected of sending improvised explosive devices to Democratic leaders and critics of US President Donald Trump. “We are investigating what happened and will continue to work to improve how we handle concerns raised by anyone on Twitter,” it said in a statement. On October 11, Sayoc published a threatening tweet to former congressional press secretary Rochelle Ritchie by telling her “We will see you 4 sure”. Ritchie alerted Twitter of the tweet made from Sayoc’s account, which contained several disturbing images and statements. “Hug…

Read More

The Iranian Foreign Ministry on Saturday denied that its diplomats are holding talks with the US on the existing issues between Tehran and Washington. The ministry’s reaction came after Iranian lawmaker Javad Karimi Qoddousi on Friday said that the country’s diplomats were currently in talks with their US partners in Oman over the mutual issues. “The claims concerning Iran’s talks with the US in a neighbouring country are wrong and baseless,” the ministry’s website said in a statement. “Iran’s Foreign Ministry adheres to the guidelines by the Supreme Leader Ayatollah Ali Khamenei to avoid interaction with the US and would…

Read More