Author: Samikhsya Bureau

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୫୦୦ ଟଙ୍କା ନୋଟ୍ ଅଦୃଶ୍ୟ ହେବାର ଖବରକୁ ଅସ୍ୱୀକାର କରିଛି ଏବଂ ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛି। ଗତକାଲି ଆରବିଆଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହିଛି ଯେ, ଏହାର ସିଷ୍ଟମରୁ ୮୮,୦୩୨.୫ କୋଟି ଟଙ୍କା ନିଖୋଜ ହେବାର ଖବର ଭୁଲ। RTI ରୁ ପ୍ରାପ୍ତ ତଥ୍ୟର ଭୁଲ ବ୍ୟାଖ୍ୟା ହେତୁ ଏହା ଘଟିଛି। ଆରବିଆଇ କହିଛି ଯେ, ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସରୁ ୫୦୦ ଟଙ୍କିଆ ନୋଟ ବିଷୟରେ ଆରଟିଆଇ ଅଧୀନରେ ଦିଆଯାଇଥିବା ସୂଚନାକୁ ଭୁଲ ବ୍ୟାଖ୍ୟା କରାଯାଇଛି। ଗତକାଲି ଅନେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଥିଲା ଯେ, ମନୋରଂଜନ ରୟ ରାଇଟ୍ ଟୁ ଇନଫର୍ମେସନ୍ ଯଥା ଆରଟିଆଇ ଅଧୀନରେ କିଛି ପ୍ରଶ୍ନ ପଚାରିଥିଲେ ଏବଂ ଏହାର ଉତ୍ତରରେ କୁହାଯାଇଥିଲା ଯେ, ନୂତନ ଡିଜାଇନ୍ ର ୫୦୦ ଟଙ୍କାର ଲକ୍ଷ ଲକ୍ଷ ନୋଟ୍ ଗାଏବ ହୋଇଯାଇଛି, ଏହାର ମୂଲ୍ୟ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆଇନାବନ୍ଧ ସାହିର ଶିବଶଙ୍କର ପାତ୍ର ନାମକ ଜନୈକ ଯୁବକ ନିଜ ଘର ବିକ୍ରି କରିବାକୁ କହି ଗେଟ୍ ବଜାର ନିକଟସ୍ଥ ଚନ୍ଦ୍ରମଣି ପେଟା ସାହିର ଏ. ନମିତା ଗୁପ୍ତା ନାମ୍ନୀ ଜଣେ ମହିଳାଙ୍କ ଠାରୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଶିବଶଙ୍କର ଘର ବିକ୍ରି ନକରି ଦିନ ପରେ ଦିନ ଗଡ଼େଇ ଚାଲିଲେ। ଶେଷରେ ନମିତା ଅଗ୍ରୀମ ଟଙ୍କା ଫେରାଇବାକୁ କହିବାରୁ ଶିବଶଙ୍କର ୟୁନାଇଟେଡ଼ ବ୍ୟାଙ୍କ ଆକାଉଣ୍ଟ ରୁ ୨ ଲକ୍ଷ ଓ ୧୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ନମିତା ବ୍ୟାଙ୍କକୁ ଟଙ୍କା ଉଠାଇ ପାଇଁ ଯାଇ ଦେଖିଲା ବେଳେ ଶିବଶଙ୍କର ଦେଇଥିବା ଚେକ୍ ରେ କିଛି ଅର୍ଥ ଜମା ନାହିଁ। ଏହି ବିଷୟରେ ଶିବଶଙ୍କରଙ୍କୁ କହିଲେ ମଧ୍ୟ ସେ ଧରା ଛୁଆଁ ନଦେବାରୁ ଶେଷରେ ନମିତା ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାରଙ୍କୁ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଚଣ୍ଡୀ ସାହି ଛକରେ ବାପି ଦାସ ନାମକ ଜଣେ ଯୁବକ ଘରକୁ ଯାଉଥିବା ବେଳେ ସେହି ଅଞ୍ଚଳର ଶୁଭମ୍ ପାଢ଼ୀ ନାମରେ ଜଣେ ଯୁବକ ଅନ୍ୟ କିଛି ଯୁବକକୁ ନେଇ ବାପିକୁ ଗାଳିଗୁଲଜ କରିଥିଲେ। ବାପି ଆପତ୍ତି କରିବାରୁ ଶୁଭମ୍ ଓ ତା’ର ୪ ଜଣ ସାଙ୍ଗ ମିଶି ବାପି ନିର୍ଦ୍ଧୁମ ମାଡ଼ ମାରିଥିଲେ ଓ ବାପି ତଳେ ପଡ଼ିଯିବା ରୁ ସେ ମରିଗଲା ଭାବି ତାକୁ ଛାଡ଼ିଦେଇ ଚାଲିଗଲେ। ଖବର ପାଇ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାପିଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ବାପିଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ଆକ୍ରମଣକାରୀଙ୍କ ପିଚ୍ଛା କରି ପ୍ରଥମେ ଶୁଭମ୍ କୁ ଉଠାଇ ଆଣି ଜେରା କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଦିପୁରୁଷ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି। ରାଷ୍ଟ୍ରିୟ ଲୋକ ଦଳ ନେତା ରୋହିତ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠିରେ ଅନୁରୋଧ କରିଛନ୍ତି ଯେ, ଜୁନ ୧୬ ତାରିଖରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଆଦିପୁରୁଷକୁ ଉତ୍ତରପ୍ରଦେଶରେ ବ୍ୟାନ କରାଯାଉ। ରୋହିତ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ରାମାୟଣ ଉପରେ ଆଧାରିତ ବୋଲି ବର୍ଣ୍ଣନା କରିଛନ୍ତି, କିନ୍ତୁ ଏହାର କୌଣସି ଚରିତ୍ର ଆମର ଧାର୍ମିକ ଗ୍ରନ୍ଥ ଅନୁଯାୟୀ ନୁହେଁ। ରୋହିତ ଅଗ୍ରୱାଲ ଚିଠିରେ ଲେଖିଛନ୍ତି ଯେ, ଏହି ଫିଲ୍ମରେ ଅଶ୍ଳୀଳ ତଥା ଖରାପ ଭାଷା ବ୍ୟବହାର କରାଯାଇଛି। ଚଳଚ୍ଚିତ୍ରରେ ଏପରି ସଂଳାପ ଅଛି, ଯାହା ସନାତନ ଆସ୍ତା ଏବଂ ସନାତନ ପ୍ରେମୀଙ୍କ ହୃଦୟକୁ ଆଘାତ ଦେଇଛି। ଚଳଚ୍ଚିତ୍ରରେ ଦେଖାଯାଇଥିବା ରାମାୟଣର ସମସ୍ତ ଚରିତ୍ର ରାମାୟଣର କାହାଣୀର ସମ୍ପୂର୍ଣ୍ଣ ବିପରୀତ, ଏହା ଆମର ଧାର୍ମିକ ଗ୍ରନ୍ଥ…

Read More

ନୂଆଦିଲ୍ଲୀ: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି। ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ…

Read More

ଉପେନ୍ଦ୍ର ବଳିୟାରସିଂହ ଧ୍ୟାନାବସ୍ଥିତ ସନ୍ଥ ଆଗନ୍ତୁକଙ୍କ ଆଗମନରେ ନେତ୍ର ଖୋଲିଲେ। ନେତ୍ର ଖୋଲି ଦେଖିଲେ ଏକ ସମ୍ଭ୍ରାନ୍ତ ଭଦ୍ର ପୁରୁଷ ହାତ ଯୋଡି ତାଙ୍କୁ ପ୍ରଣାମ କରୁଛନ୍ତି। ପ୍ରଣାମ କରି ସାରିବା ପରେ ସେ ପ୍ରଚୁର ଧନ ରାଶି ସନ୍ଥଙ୍କ ଚରଣରେ ଅଜାଡି ଦେଲେ ଏବଂ କହିଲେ, “ମହାରାଜ! ମୋର ଏହି ସାମାନ୍ୟ ଭେଟି ସ୍ଵୀକାର କରନ୍ତୁ। ସନ୍ଥ ପ୍ରଶ୍ନ କଲେ, ଆପଣ ଏହି ଭେଟି କେଉଁ ଉଦ୍ଦେଶ୍ୟରେ ଦେଇଛନ୍ତି? ଆଗନ୍ତୁକ ହସି ହସି କହିଲେ, “ମହାରାଜ! କ୍ଷେତରେ ବିହନ ବୁଣା ଯାଏ, କାରଣ ଅମଳ ପରେ ସେଥିରୁ ହଜାର ଗୁଣ ଫସଲ ମିଳେ। ମୁଁ ଆପଣଙ୍କୁ ଏ ଧନ ସମର୍ପଣ କରିବା ଦ୍ଵାରା ମୋତେ ପରଲୋକରେ ହଜାର ଗୁଣ ଧନ ମିଳିଯିବ। ସନ୍ଥ କହିଲେ, “ତାହେଲେ ମୁଁ ଏକ ନିର୍ଦ୍ଧନ ବ୍ୟକ୍ତିର ଧନ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଏହାକୁ ଶୀଘ୍ର ଏଠାରୁ ଉଠାଇ ନେଇଯାଅ। ସନ୍ଥ ସେଠାରୁ ଚାଲିଗଲେ। ସେଠଜୀ…

Read More

ବାସ୍ତୁ ଶାସ୍ତ୍ର: ଆଜିର ବସ୍ତୁବାଦୀ ଯୁଗରେ, ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ସଫଳତା ପାଇବା ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସହିତ ଚାକିରି କରିଥିବା ଲୋକଙ୍କ ଆର୍ଥିକ ଆହ୍ଵାନକୁ ଦୂର କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେବେଳେ କଠିନ ପରିଶ୍ରମ ପରେ ମଧ୍ୟ ଇଚ୍ଛାକୃତ ସଫଳତା ହାସଲ ହୁଏ ନାହିଁ। ତେବେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଟିପ୍ସ ଉଲ୍ଲେଖ କରାଯାଇଛି। ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯଦି କାର୍ଯ୍ୟାଳୟକୁ ବାସ୍ତୁ ଅନୁକୂଳ ରଖାଯାଏ, ତେବେ ଏହା ଆର୍ଥିକ ଆହ୍ଵାନରୁ ମୁକ୍ତି ପାଇବାରେ ସାହାଯ୍ୟ କରେ। ଅଫିସ୍ ସହିତ ଜଡିତ କିଛି ବିଶେଷ ବାସ୍ତୁ ଟିପ୍ସ ବିଷୟରେ ଆସନ୍ତୁ ଜାଣିବା…. ବାଉଁଶ ଉଦ୍ଭିଦ: ବାଉଁଶ ଉଦ୍ଭିଦକୁ ଫେଙ୍ଗ୍ ଶୁଇ ଟିପ୍ସ ଏବଂ ବାସ୍ତୁ ଶାସ୍ତ୍ରରେ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘରେ ରଖିଲେ ସମୃଦ୍ଧି ଆଣିଥାଏ ଏବଂ ସୁଖର…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ। ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ। ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ।…

Read More

ମେଷ-ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ । ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି । ବୃଷ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ । ମିଥୁନ- ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ…

Read More

ନୂଆଦିଲ୍ଲୀ: ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂତନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍‌-୨୦୨୩ ପ୍ରକାଶ ପାଇଛି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକାରୀ ଯୋଜନାକୁ ପ୍ରକାଶ କରାଯାଇଛି। ଆଜି ଜୁନ ୧୭ ତାରିଖଟି ମଧ୍ୟ ବିଶ୍ୱ ମରୁଭୂମି ବିସ୍ତାର ନିରୋଧ ଓ ମରୁଡି ପ୍ରତିରୋଧ ଦିବସ ଭାବେ ପାଳିତ ହୋଇଛି। ଏହି ଅବସରରେ ଡେରାଡୁନସ୍ଥିତ ଭାରତୀୟ ଜଙ୍ଗଲ ଗବେଷଣା ଓ ଶିକ୍ଷା ପରିଷଦ (ଆଇସିଏଫ୍‌ଆର୍‌ଇ) ସଦର କାର୍ଯ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସମୂହର ମହାନିର୍ଦ୍ଦେଶକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଚନ୍ଦ୍ରପ୍ରକାଶ ଗୋୟଲ (ଆଇଏଫ୍‌ଏସ୍‌) ଏହି ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍ ୨୦୨୩କୁ ଉନ୍ମୋଚନ କରିଥିଲେ। ବିଶ୍ୱର ଯେଉଁ ଅଳ୍ପ କେତେକ ଦେଶରେ ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ହେଉଛି ସେଥିମଧ୍ୟରୁ ଭାରତ ଅନ୍ୟତମ। ଏହି କାମ କରିବା…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଢାମ୍ବ ଅଞ୍ଚଳର ରାଜେଶ୍ କୁମାର ପଲେଇ ନାମକ ଜଣେ ଅଟୋ ଚାଳକ କୋଦଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋଦଳା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, କୋଦଳା ଥାନା ଅଞ୍ଚଳର ଜନୈକା ନାବାଳିକା ଜଣକ ଅଟୋରେ ବସି ନିଜ ଗାଁକୁ ଯିବା ପାଇଁ ଅଟୋ ବୁକ୍ କରି ବସିଥିଲେ। କିନ୍ତୁ ଅଟୋ ଚାଳକ କୋଦଳା ନନେଇ ବ୍ରହ୍ମପୁର ରାସ୍ତାରେ ନେଇ କୌଣସି ଏକ ନିଚ୍ଛାଟିଆ ଜାଗାରେ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରି ଛାଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତା ନାବାଳିକା ଜଣକ କୋଦଳା ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଅଟୋ ଚାଳକକୁ ଗିରଫ କରି ଏତଲା ନଂ ୨୭୧/୨୩ ଅନୁଯାୟୀ ପୋକ୍ସୋ ଅଦାଲତକୁ ଚାଲାଣ କରିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ ତଥା ସମ୍ମାନିତ କରିବା ଦିଗରେ ଅନେକ ପ୍ରୟାସ ବିଷୟରେ ପ୍ରବନ୍ଧ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନା ସେୟାର କରିଛନ୍ତି ଯାହା ଯୁବକ ଓ ସଂସ୍କୃତି ମଧ୍ୟରେ ବନ୍ଧନକୁ ଆହୁରି ଗଭୀର କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମେ ଆମର ସମୃଦ୍ଧ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ। ଭାରତର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ ତଥା ସମ୍ମାନିତ କରିବା ଦିଗରେ ଅନେକ ପ୍ରୟାସ କରାଯାଇଛି, ଯାହା ଆମର ଯୁବକ ଏବଂ ଆମର ସଂସ୍କୃତି ମଧ୍ୟରେ ବନ୍ଧନକୁ ଆହୁରି ଗଭୀର କରିଦେଇଛି । #9YearsOfPreservingCulture”

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡୀ, କେ. ନୂଆଗାଁ, ବାଲିଗୁଡା ଓ ଜି. ଉଦୟଗିରୀ ବ୍ଲକ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଏବଂ ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ ବାଲିଗୁଡାରେ ଥିବା ପ୍ରସିଦ୍ଧ ମା ପାଟ୍ଟଖଣ୍ଡା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ଦ୍ୱୟର ବିକାଶ ଓ ସୌନ୍ଦର୍ଯ୍ୟକରଣ ବିଷୟରେ ଉଭୟ ମନ୍ଦିରର ପରିଚାଳନା କମିଟି ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମା ପଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ବିକାଶ ସମ୍ପର୍କରେ ଡି.ପି.ଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।…

Read More

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି। ସୋନପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ସେଠାରେ ୪୫.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ତାପମାତ୍ରା: ୧- ସୋନପୁର- ୪୫.୭ ଡିଗ୍ରୀ ୨- ବୌଦ୍ଧ- ୪୫.୬ ଡିଗ୍ରୀ ୩- ସମ୍ବଲପୁର- ୪୫.୪ ଡିଗ୍ରୀ ୪- ହୀରାକୁଦ- ୪୫.୧ ଡିଗ୍ରି ୫- ବଲାଙ୍ଗୀର- ୪୫ ଡିଗ୍ରୀ ୬- ଝାରସୁଗୁଡ଼ା- ୪୪.୮ ଡିଗ୍ରୀ ୭- ଅନୁଗୁଳରେ ୪୪.୭ ଡିଗ୍ରୀ ୮- ସୁନ୍ଦରଗଡ଼- ୪୪.୫ ଡିଗ୍ରୀ ୯- ନୟାଗଡ଼- ୪୪.୫ ୧୦- ବରଗଡ଼ରେ ୪୪.୪ ୧୧- ଭୁବନେଶ୍ବର- ୪୪.୩ ୧୨- ତାଳଚେର- ୪୪ ଡିଗ୍ରୀ ୧୩- ଢେଙ୍କାନାଳ- ୪୩.୬ ଡିଗ୍ରୀ ୧୪- ଟିଟିଲାଗଡ଼- ୪୩.୫ ୧୫- ଖୋର୍ଦ୍ଧା- ୪୩.୫ ଡିଗ୍ରୀ ୧୬- ରାଉରକେଲା-…

Read More

ନୂଆଦିଲ୍ଲୀ: ମଣିପୁରର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସ୍ଵାମୀ ଆଜି ଟ୍ୱିଟ୍ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ ସ୍ଵାମୀ ଟ୍ୱିଟ କରି କହିଛନ୍ତି ଯେ, ବିଜେପିର ମଣିପୁର ସରକାରକୁ ବରଖାସ୍ତ କରିବା ଏବଂ ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ କରିବାର ସମୟ ଆସିଛି। ଅମିତ ଶାହାଙ୍କୁ କ୍ରୀଡା ମନ୍ତ୍ରଣାଳୟକୁ ପଠାଯିବା ଉଚିତ୍।

Read More

ଭୁବନେଶ୍ଵର: ଶିମିଳିପାଳ ଅଭୟାରଣ୍ୟରେ ଆଉ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣା ଉପରେ ଦୃଷ୍ଟି ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଉ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପ୍ରତ୍ୟେକ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ପରିବେଶବିତଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ହୋଇଛି। ଶିକାରୀ ଓ ସଂଗଠିତ ଶିକାର ରାକେଟକୁ ରୋକିବା ପାଇଁ ସବୁ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବନ୍ୟପ୍ରାଣୀ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ। ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ବସ୍ୱ ଦେଇଥିବା ମାଟି ହାଁସଦାଙ୍କ ଭଳି ଜଣେ ନିଷ୍ଠାପର ଅଫିସରଙ୍କ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଉ ଦୁଇ ଦିନ ପରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ବିଶ୍ୱର କୋଣ ଅନୁକୋଣରେ ପାଳନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ଧୁମଧାମରେ ପାଳନ ହେବ ରଥଯାତ୍ରା। ବାଣପୁରରେ ଶ୍ରୀ ରଙ୍କନାଥ ଦେବ ଏବଂ ଶ୍ରୀ ଚରଣ ଚକାଦେବଙ୍କ ପିଠରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ସଭାଗୃହରେ ଏକ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପୁର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା, ସ୍ଵେଚ୍ଛାସେବୀ ପରିଚାଳନା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଆଜିର ବୈଠକରେ ସମସ୍ତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଗଙ୍ଗା ଉପରେ ଏକ ନୂତନ ଡକ୍ୟୁମେଣ୍ଟାରୀ ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଅତ୍ୟନ୍ତ ସୂଚନାଧର୍ମୀ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଯେତେ ଆହ୍ବାନ ଥାଉ ନା କାହିଁକି ଆମ ଲୋକଙ୍କ ସହ ରହିବା ଆମର ଅପରେସନ୍ ଗଙ୍ଗା ସୂଚାଇଥାଏ। ଏହା ଭାରତର ଅଦମ୍ୟ ଉତ୍ସାହକୁ ମଧ୍ୟ ପ୍ରତିଫଳିତ କରିଥାଏ। ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଏହି ଡକ୍ୟୁମେଣ୍ଟାରୀ ବହୁତ ସୂଚନାଧର୍ମୀ ହେବ।”

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ ନୁଆ ଦିଗି ଗ୍ରାମରେ କୌଣସି କାରଣରୁ ଦୁଇ ଯୁବକ ମଧ୍ୟରେ ଝଗଡ଼ା ହୋଇଥିଲା ଓ ପରେ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇ ମନୋଜ ପ୍ରଧାନ ନାମକ ଜଣେ ଯୁବକ ସେହି ଗ୍ରାମର ଅର୍ଜୁନ ସ୍ବାଇଁ ନାମକ ଅନ୍ୟ ଜଣେ ଯୁବକକୁ ମାରଣାନ୍ତକ ଆକ୍ରମଣ କରିଥିଲା। ଯ’ଦ୍ଵାରା ଅର୍ଜୁନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ପାଇ କୋଦଳା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜକୁ ଉଠାଇ ଆଣି ତାଠାରୁ ଏକ ଲୁହା କାତି ଜବତ୍ କରିବା ସହ ଏତଲା ନଂ ୨୭୨/୨୩ ଓ ଧାରା ୨୯୪, ୩୦୭, ୩୨୬ ଓ ୫୦୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ କୋଟସିଂ ଗ୍ରାମର ଏକାଧିକ ସ୍ଥାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ମୋଟ ୩ ହଜାର ୪୦୦ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୧୨୦୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା ଓ ବେଗୁନିଆ ଅବକାରୀ ଥାନାର ସମସ୍ତ କର୍ମଚାରୀ ମାନେ ସାମିଲ ଥିଲେ। ଏହି ପରିପ୍ରେକ୍ଷୀରେ ବେଗୁନିଆ ଅବକାରୀ ଥାନା ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି l

Read More

ସ୍ୱାସ୍ଥ୍ୟ ଟିପ୍ସ: ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଉତ୍ତାପ ପିଲାମାନଙ୍କ ଉପରେ ଅଧିକ କ୍ଷତି ପହଞ୍ଚାଇଥାଏ। ସକାଳେ ବିଦ୍ୟାଳୟକୁ ଯିବାବେଳେ ବିଦ୍ୟାଳୟରେ ପ୍ରାର୍ଥନା କରିବା, ପଡିଆରେ ଖେଳିବା ଏବଂ ପରେ ଘରକୁ ଆସିବା ସମୟରେ କଠିନ ସୂର୍ଯ୍ୟ କିରଣ ପିଲାମାନଙ୍କୁ ଘେରି ରହିଥାଏ। ଯେଉଁ କାରଣରୁ ପିଲାମାନଙ୍କୁ ଅଂଶୁଘାତ ହେବାର ସମ୍ଭାବନା ବଢିଯାଏ। ତେଣୁ, ପିଲାମାନଙ୍କର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଗ୍ରୀଷ୍ମ ସମୟରେ ସେମାନଙ୍କୁ ବିଦ୍ୟାଳୟକୁ ପଠାଇବାବେଳେ ସେମାନଙ୍କୁ ଏପରି ଖାଦ୍ୟ ଦିଆଯିବା ଉଚିତ, ଯାହାକି ସେମାନଙ୍କର ଫୁର୍ତ୍ତି ବଜାୟ ରହିବ, ଜଳର ଅଭାବ ରହିବ ନାହିଁ ଏବଂ ଅଂଶୁଘାତର ପ୍ରଭାବ କମ ପରିମାଣରେ ପଡିବ। ଅଂଶୁଘାତରୁ ସୁରକ୍ଷା ପାଇଁ ଖାଦ୍ୟ: ୧- ତରଭୁଜ: ପିଲାମାନେ ଲାଲ ତରଭୁଜ ଖାଇବାକୁ ଉପଭୋଗ କରନ୍ତି। ଏଥିରେ ୯୨ ପ୍ରତିଶତ ପର୍ଯ୍ୟନ୍ତ ପାଣି ଭରିଥାଏ, ଯେଉଁ କାରଣରୁ ଏହା ଶରୀରରେ ଜଳ ଅଭାବକୁ ଅନୁମତି ଦିଏ ନାହିଁ। ଏହା ସହିତ ଏହା ଶରୀରକୁ ମଧ୍ୟ ଥଣ୍ଡା କରିଥାଏ। ୨-…

Read More