Author: Samikhsya Bureau

ଫଗୱାଡା: ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି (AAP) ର ଦୁଇଟି ଗୋଷ୍ଠୀଙ୍କ ମଧ୍ୟରେ ଗତକାଲି ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଛି। ପାର୍ଟି କର୍ମୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ପୋଲିସ କହିଛି। ଖବର ଅନୁଯାୟୀ ସଂଘର୍ଷକୁ ଶାନ୍ତ କରିବା ପାଇଁ ପୋଲିସକୁ ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡୁଥିଲା। ଏହି ସଂଘର୍ଷରେ ସାହବୀ ଏବଂ ଲବ ଶର୍ମା ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସାହବୀ ଗୋଗି ଗୋଷ୍ଠୀର ହୋଇଥିବାବେଳେ ଶର୍ମା ଯୋଗୀନ୍ଦର ସିଂ ମାନଙ୍କ ଗୋଷ୍ଠୀର ବିଶ୍ୱସ୍ତ ଅଟନ୍ତି। ପଞ୍ଜାବ ମନ୍ତ୍ରୀ ଗୁରୁମିତ ସିଂ ମିତ ହେୟର ପଲାହି ଗ୍ରାମ ନିକଟରେ ଥିବା ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ସେମାନେ କାର୍ଯ୍ୟକ୍ରମସ୍ଥଳ ଛାଡିବା ପରେ ଖୁବ୍ ଶୀଘ୍ର ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରଶପାଲ ସିଂ କହିଛନ୍ତି ଯେ କିଛି ପ୍ରସଙ୍ଗରେ ଦୁଇ ଜଣଙ୍କ ମଧ୍ୟରେ…

Read More

ନୂଆଦିଲ୍ଲୀ: ଆସନ୍ତା ଏକ ମାସ ପାଇଁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଅଧ୍ୟକ୍ଷତା ଗ୍ରହଣ କରିଛି। ଯେଉଁଥିରେ ଆତଙ୍କବାଦ ମୁକାବିଲା କରିବା ଏବଂ ବହୁପକ୍ଷବାଦୀକୁ ପ୍ରୋତ୍ସାହିତ କରିବା ଭାରତର ପ୍ରଥମ ପ୍ରାଥମିକତା ହେବ। ଏହି ଅବସରରେ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ କହିଛନ୍ତି ଯେ, ଭାରତ କେଉଁ ପ୍ରସଙ୍ଗରେ ଆଗକୁ ବଢିବାକୁ ଚାହୁଁଛି। ସେ କହିଛନ୍ତି ଯେ, ଗଣତନ୍ତ୍ର ବିଷୟରେ କଣ କରିବାକୁ ହେବ ତାହା ଭାରତ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ। ଡିସେମ୍ବର ମାସ ପାଇଁ ରୁଚିରା କମ୍ବୋଜ ୟୁଏନଏସସିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରୁଚିରା କମ୍ବୋଜ ଜାତିସଂଘ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ଆସନ୍ତା ଏକ ମାସ ମଧ୍ୟରେ ଭାରତ କିପରି କାର୍ଯ୍ୟ କରିବ ଏବଂ ମୁଖ୍ୟ ଏଜେଣ୍ଡା କ’ଣ ହେବ। ଏହି ସମୟରେ ଯେତେବେଳେ…

Read More

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ର ରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା। ଝରଣା ଦାସ ଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା। ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ ,ଜଗତ ରେ ବିରାଟ ଶୂନ୍ୟତା ସ୍ରୁଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ସ୍ଵର୍ଗତଃ ଝରଣା ଦାସ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ…

Read More

ଭୁବନେଶ୍ବର: ଆଜି ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ସେ କଟକ ଚଣ୍ଡିରୋଡ ସ୍ଥିତ ତାଙ୍କ ବାସଭବନରେ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ମୃତ୍ୟୁବରଣ କରିଥିବାର ଜଣାପଡିଛି। ଏହି ଖବର ପ୍ରଚାରିତ ହେବାପରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ଲୋକଙ୍କର ଭିଡ ପରିଲକ୍ଷିତ ହୋଇଛି। ଅଶି ଦଶରକରେ ଓଡିଆ ଚଳଚିତ୍ରରେ ଜଣେ ପରିଚିତ ଅଭିନେତ୍ରୀ ହେଉଛନ୍ତି ଝରଣା ଦାସ। ତାଙ୍କର ଚଳଚିତ୍ର ମଧ୍ୟରେ ରହିଛି ମଲାଜହ୍ନ, ଅମଡାବାଟ, ନବଜନ୍ମ, ଅଭିନେତ୍ରୀ, ଅଦିନମେଘ, ଶ୍ରୀଜଗନ୍ନାଥ, ପୂଜା ଫୁଲ, ହିସାବ ନିକାଶ, ଟିକେ ହସ ଟିକେ ଲୁହ ପ୍ରଭୃତି। ତେବେ ସେ ରେଡିଓ ଗୀତିନାଟ୍ୟ ତଅପୋଇ ରେ ତଅପୋଇ ଭାବେ ଯେଉଁ ଅଭିନୟ କରିଥିଲେ ତାହା ତାଙ୍କୁ ଓଡିଶାର ଘରେ ଘରେ ପରିଚିତ କରାଇପାରିଥିଲା।

Read More

ଉପେନ୍ଦ୍ର ବଳିୟାରସିଂହ ଥରେ ଅଯୋଧ୍ୟାରେ ସୀତା ଦେବୀ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ସବୁ ପରିଜନ ଗୋଟିଏ ବିଚାର କଲେ। ହନୁମାନ ସବୁବେଳେ ପ୍ରଭୁଙ୍କ ସେବାରେ ନିଯୁକ୍ତ ରହୁଛନ୍ତି। ଆମ୍ଭେମାନେ ସବୁଥିରୁ ବଞ୍ଚିତ ରହୁଛେ। କାଲିଠାରୁ ସବୁ ସେବା ଆମେ କରିବା। ହନୁମାନ କାଲିଠାରୁ ଆଉ କୌଣସି ସେବା କରିବେ ନାହିଁ। ଏକଥା ପ୍ରଭୁଙ୍କୁ ସୀତା ଦେବୀ କହିଦେଲେ। ଆପଣ କାଲିଠାରୁ ହନୁମାନଙ୍କୁ ଆସିବା ପାଇଁ ବନ୍ଦ କରିଦିଅନ୍ତୁ। ପ୍ରଭୁ କହିଲେ, “ମୁଁ ତ ତାକୁ ଆସିବା ପାଇଁ ବନ୍ଦ କରିପାରିବି ନାହିଁ। ସେ ମୋ ପାଇଁ ଯେଉଁ କାର୍ଯ୍ୟ କରିଛି, ତାର ଋଣ ମୁଁ ସୁଝିପାରିବି ନାହିଁ। ଏସବୁ କଥା ହୋଇପାରିବ ନାହିଁ। ସକାଳୁ ହନୁମାନ ତରତର ହୋଇ ରାଜବାଟୀକୁ ଆସିଲେ। ସୀତା ଦେବୀ କହିଲେ, “ପବନ ପୁତ୍ର! ତୁମ ପାଇଁ ଆଉ କୌଣସି ସେବା କରିବା ପାଇଁ ବାକି ନାହିଁ। କାରଣ ସବୁ ସେବା ଆମ ଭିତରେ ବାଣ୍ଟି ଦିଆଯାଇଛି।…

Read More

ଚାଣକ୍ୟ ନୀତି: ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ। ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ। କିଛି…

Read More

ବାସ୍ତୁ ଟିପ୍ସ: କୁହାଯାଏ ଯେ, ନୂଆ ବର୍ଷ ନୂଆ ଆଶା ଏବଂ ଆକାଂକ୍ଷା ଆଣିଥାଏ। ୨୦୨୩ ବର୍ଷ ପାଇଁ ଆପଣଙ୍କର କିଛି ଆଶା ଏବଂ ଯୋଜନା ମଧ୍ୟ ରହିବ। ଯଦି ଆପଣ ନୂଆ ବର୍ଷରେ ଏକ ନୂତନ ଘର କିମ୍ବା ବ୍ୟବସାୟ ପାଇଁ ଏକ ପ୍ଲଟ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ବାସ୍ତୁ ନିୟମକୁ ଧ୍ୟାନରେ ରଖନ୍ତୁ। କାରଣ ଲୋକମାନେ ଚିନ୍ତା ନକରି ପ୍ଲଟ୍ କିଣୁଛନ୍ତି ଏବଂ ପରେ ବାସ୍ତୁ ଦୋଷ ହେତୁ ସେମାନଙ୍କୁ ଅନୁତାପ କରିବାକୁ ପଡୁଛି। ଏଭଳି ପରିସ୍ଥିତିରେ, ନୂତନ ଘର କିମ୍ବା ବ୍ୟବସାୟରେ ସୁଖ ପରିବର୍ତ୍ତେ, ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ, ଯଦି ଆପଣ ନୂଆ ବର୍ଷରେ ଏକ ନୂଆ ପ୍ଲଟ୍ କିଣିବାକୁ ଯାଉଛନ୍ତି, ତେବେ ପ୍ଲଟ୍ ର ଆକାରକୁ ଧ୍ୟାନ ଦିଅନ୍ତୁ ଏବଂ ବାସ୍ତୁ ଅନୁଯାୟୀ ପ୍ଲଟ୍ କିଣନ୍ତୁ। ବାସ୍ତୁ ଅନୁଯାୟୀ କିପରି ହେବା ଉଚିତ୍ ପ୍ଳଟ?: ବର୍ଗକାର ପ୍ଲଟ୍: ଯେଉଁ…

Read More

ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପଦମପୁର ନିର୍ବାଚନମଣ୍ଡଳୀର ତିନିଟି ସ୍ଥାନରେ ପ୍ରଚାର କରିବେ। ସେଗୁଡିକ ହେଲା ପଦ୍ମପୁରର ତିନୋଟି ବ୍ଲକ ପାଇକମାଳ, ଝାରବନ୍ଧ ଓ ପଦ୍ମପୁର। ଝାରବନ୍ଧ ବ୍ଲକ ଶକ୍ତି ଛକ ପଡିଆ ଠାରେ ପୂର୍ବାହ୍ନରେ ଏକ ବିଶାଳ ଜସମାଗମକୁ ଉଦବୋଧନ ଦେବେ। ନବୀନ ପଟ୍ଟନାୟକ ପ୍ରଚାରକୁ ଯାଉଥିବାରୁ ପଦ୍ମପୁର ବିଜେଡିରେ ବେଶ ଉତ୍ସାହ ଖେଳି ଯାଇଛି। ବିଶେଷ କରି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବେଶୀ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।

Read More

ଭୁବନେଶ୍ଵର: ଶୁକ୍ରବାର ପୂଜା କରିବା ସହିତ କେତେକ ଉପାୟ ମଧ୍ୟ ପ୍ରଭାବଶାଳୀ ବିବେଚନା କରାଯାଏ। ଏହି ପଦକ୍ଷେପଗୁଡିକ ଦ୍ୱାରା ଅର୍ଥନୈତିକ ସମସ୍ୟା ଦୂର ହୁଏ ଏବଂ ଘରେ ସମୃଦ୍ଧି ରହିଥାଏ। ଯଦି ଆପଣ କଠିନ ପରିଶ୍ରମର ଅନୁକୂଳ ଫଳାଫଳ ପାଆନ୍ତି ନାହିଁ। କିମ୍ବା ଘରେ ସର୍ବଦା ଅସନ୍ତୋଷର ପରିସ୍ଥିତି ଥାଏ, ତେବେ ନିଶ୍ଚିତ ଭାବରେ ଶୁକ୍ରବାର ଦିନ ମନ୍ଦାର ଫୁଲ ସହିତ ଜଡିତ ଏହି ପ୍ରତିକାର କରନ୍ତୁ। ପୂଜାରେ ଭଗବାନ ଏବଂ ଦେବୀଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ ଆଶୀର୍ବାଦ ମିଳିଥାଏ। ହିନ୍ଦୁ ଧର୍ମରେ ଅନେକ ଉଦ୍ଭିଦ ସହିତ ଫୁଲର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି। ଅନେକ ଫୁଲ ମଧ୍ୟରେ ମନ୍ଦାର ଫୁଲ ଅନ୍ୟତମ। ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ମନ୍ଦାର ଫୁଲ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ବିଶେଷକରି ଶୁକ୍ରବାର ଦିନ, ମନ୍ଦାର ଫୁଲର ପ୍ରତିକାର ସହିତ ଘରେ କୌଣସି ଆର୍ଥିକ ସମସ୍ୟା ରହେନାହିଁ ଏବଂ ଦେବୀ-ଦେବତାଙ୍କ…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ…

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସଂସ୍କରଣ ପାଇଁ 23 ଡିସେମ୍ବର 2022 ରେ କୋଚିରେ ନିଲାମ ଅନୁଷ୍ଠିତ ହେବ। ଆଇପିଏଲ୍ 2023 ନିଲାମ ପାଇଁ ମୋଟ 991 ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ଏଥିରେ 714 ଭାରତୀୟ ଏବଂ 277 ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ। ଏଥର ଯଦି ଆମେ ନିଲାମରେ ଭାଗ ନେଉଥିବା ବିଦେଶୀ ଖେଳାଳିଙ୍କୁ ଦେଖିବା, ତେବେ ଏଥିରେ ସର୍ବାଧିକ ସଂଖ୍ୟକ ଅଷ୍ଟ୍ରେଲୀୟ ଖେଳାଳି ଅଂଶଗ୍ରହଣ କରିବେ। ଅଷ୍ଟ୍ରେଲିଆରୁ ମୋଟ 57 ଖେଳାଳି ଆଇପିଏଲ 2023 ନିଲାମରେ ଅଂଶଗ୍ରହଣ କରିବେ। ଏହା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ଅଛି। ନିଲାମ ପୂର୍ବରୁ ଆଇପିଏଲ ଆଜି ଏକ ମିଡିଆ ପରାମର୍ଶଦାତା ଜାରି କରିଛି। ଏଥିରେ ନିଲାମରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ଉଲ୍ଲେଖ କରାଯାଇଛି। ଆଇପିଏଲ୍ କହିଛି ଯେ, ଭାରତର 714 ଖେଳାଳି ନିଲାମର ଅଂଶ ହେବେ ଏବଂ ବିଦେଶରୁ 277 ଖେଳାଳି ରହିବେ।…

Read More

ଭୁବନେଶ୍ବର: ଆସନ୍ତାକାଲି ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପଦମପୁର ନିର୍ବାଚନମଣ୍ଡଳୀର ତିନିଟି ସ୍ଥାନରେ ପ୍ରଚାର କରିବେ। ସେଗୁଡିକ ହେଲା ପଦ୍ମପୁରର ତିନୋଟି ବ୍ଲକ ପାଇକମାଳ, ଝାରବନ୍ଧ ଓ ପଦ୍ମପୁର। ଝାରବନ୍ଧ ବ୍ଲକ ଶକ୍ତି ଛକ ପଡିଆ ଠାରେ ପୂର୍ବାହ୍ନରେ ଏକ ବିଶାଳ ଜସମାଗମକୁ ଉଦବୋଧନ ଦେବେ। ନବୀନ ପଟ୍ଟନାୟକ ପ୍ରଚାରକୁ ଯାଉଥିବାରୁ ପଦ୍ମପୁର ବିଜେଡିରେ ବେଶ ଉତ୍ସାହ ଖେଳି ଯାଇଛି। ବିଶେଷ କରି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବେଶୀ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।

Read More

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨କୁ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ଆଜି ୧ ତାରିଖରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନରେୱ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିଙ୍କ ସମେତ ଦେଶର ୪୦ ଜଣ ପ୍ରମୁଖ ଶିଳ୍ପପତିଙ୍କ ଗହଣରେ ଜଳଯୋଗରେ ସାମିଲ ହୋଇ ପୁଂଜିନିବେଶ ସଂପର୍କରେ ଆଲୋଚନା କରିଥିଲେ। ଆଜିର ପ୍ରଥମ ଅଧିବେଶନ (ପ୍ଲେନାରୀ ସେସନ୍‌)ରେ ୫୪ ଜଣ ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିବା ବେଳେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୨୦୦୦ରୁ ଊଦ୍ଧ୍ୱର୍ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ। ଆଜି ମୋଟ ୧୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ୨୧୨ଟି ସଂସ୍ଥା…

Read More

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ବିଶ୍ବ ଏଡସ ଦିବସ ପାଳିତ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଏବଂ ନିୟନ୍ତ୍ରଣ ୟୁନିଟି ମିଳିତ ଆନୁକୂଲ୍ୟ ଏବଂ ତାଲୁକ ଆଇନ ସେବା ସମିତି ସୌଜନ୍ୟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଉକ୍ତ ଦିବସ ପାଳିତ ହୋଇଛି। ଜିଲ୍ଲା ସ୍ବତନ୍ତ୍ର ବିଚାରପତି ସୁରେନ୍ଦ୍ର ପାଢୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡଃ ଆର୍ତ୍ତବନ୍ଧୁ ନାୟକ ସଭାପତିତ୍ବ କରିଥିଲେ। ଚଳିତବର୍ଷର ବିଷୟବସ୍ତୁ “ସମାନତା” ଉପରେ ଆଲୋଚନା କରାଯାଇଥିଲା। ଏଡସ ନିରାକରଣ ଏବଂ ସଚେତନତା ସୃଷ୍ଟିରେ ମହିଳା ମାନଙ୍କ ବଳିଷ୍ଠ ଭୂମିକା ରହିଛି। ଅଜ୍ଞାନତା ଜୀବନକୁ ବେଳେ ବେଳେ ଅନ୍ଧକାର ମଧ୍ୟକୁ ଠେଲି ଦେଇଥାଏ। ମାତ୍ର ସଚେତନତା ଓ ସଂଯମତା ମଣିଷକୁ ଅନେକ ବିପତ୍ତିରୁ ରକ୍ଷା କରିଥାଏ। ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ସମସ୍ତ ସ୍ତରରେ ଉଦ୍ୟମର ଆବଶ୍ୟକତା ରହିଥିବା ମୁଖ୍ୟଅତିଥି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ମୁଖ୍ୟମନ୍ତ୍ରୀ ଗ୍ରାମୀଣ କ୍ଷେତ୍ରର ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଉଥିବା ବେଳେ ଗମନାଗମନ ପାଇଁ ସବୁ ସ୍ଥାନରେ ପକ୍କା/ପିଚୁ ସଡ଼କ ନିର୍ମାଣ କରାଯାଉଛି। କିନ୍ତୁ ସରକାରୀ ବାବୁମାନଙ୍କ ଉଦାସୀନତା ଲାଗି ଏହାର ସଫଳ ରୂପାୟନ ହେଉପାରିନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ। ପୂର୍ତ୍ତବିଭାଗ ଅଧୀନରେ ଥିବା ଦୋଳବେଦି ଠାରୁ ଆୟତ୍ତପୁର ରାସ୍ତା ମଧ୍ୟବର୍ତ୍ତୀ ବରଡ଼ି ଗ୍ରାମ ନିକଟରେ ପିଚୁ ରୋଡ ଅଧା ଧୋଇହୋଇ ନଷ୍ଟ ହୋଇଯାଇଛି। ତେବେ ଉକ୍ତ ସଡ଼କ ପାର୍ଶ୍ୱରେ ବାଉଁଶ ନଦୀ ପ୍ରବାହିତ ହୋଇଥିବାରୁ ବର୍ଷାଦିନେ ପ୍ରବଳ ଜଳସ୍ରୋତରେ ନଦୀ ଜଳ ରାସ୍ତାରେ ପ୍ରବାହିତ ହୋଇ ପିଚୁ ସଡ଼କକୁ ନଷ୍ଟ କରିଦେଉଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଜନସାଧାରଣ ଯା’ ଆସ କରୁଥିବା ବେଳେ ରାସ୍ତାଟି ନଷ୍ଟହୋଇଯାଇଥିବାରୁ ଏକାଧିକ ଦୁର୍ଘଟଣା ନିତିଦିନର ଘଟଣା ପାଲଟିଛି। ଏପରିକି କିଛି…

Read More

ଭୁବନେଶ୍ଵର/ପୁରୀ: ଆଜି ଠାରୁ ଭାରତ ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଜି୨୦ ଲୋଗୋକୁ ନେଇ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଏବଂ ତାଙ୍କର ଛାତ୍ରଛାତ୍ରୀମାନେ ଦୁଇଦିନ ଲାଗି ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଚନ୍ଦ୍ରଭାଗାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଏହି ବାଲୁକା ଜି୨୦ ଲୋଗୋ ସ୍ଥାନିତ ହୋଇଛି। ଜି-୨୦ ଲୋଗୋ ଅନୁରୂପ ତାଙ୍କର ବାଲୁକା କଳାରେ ବସୁଧୈବ କୁଟୁମ୍ବକମ୍‌ ବା ସମଗ୍ର ବିଶ୍ବ ଏକ ପରିବାରର ବାର୍ତ୍ତା ପ୍ରତିଫଳିତ ହୋଇଛି। ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ଦେଶର ୫୦ରୁ ଅଧିକ ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଭାରତର ଅଧ୍ୟକ୍ଷତା କାଳରେ ‘ବସୁଧୈବ କୁଟୁମ୍ବକମ’ ବା…

Read More

ଭୁବନେଶ୍ୱର: ନିବେଶକ ମହାକୁମ୍ଭ ମେକ୍ ଇନ୍ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି। ସୋଆର ଏହି ଷ୍ଟଲ୍ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର। କୃଷି ଓ ପଶୁ ସଂପଦ, ଦନ୍ତ ଚିକିତ୍ସା ଓ ଡାକ୍ତରୀ ଚିକିତ୍ସା କ୍ଷେତ୍ରକୁ ନେଇ ଏହି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏଥିସହିତ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜ୍‌ମେଂଟ ପକ୍ଷରୁ ମଧ୍ୟ ଏକ ଖାଦ୍ୟ ଷ୍ଟଲ୍ ଖୋଲା ଯାଇଥିଲା। ଏହି ଷ୍ଟଲକୁ ଏସଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ଡା ଉଦଘାଟନ କରିଥିଲେ। ଏହି ଫୁଡ୍ ଷ୍ଟଲରେ ଆମିଷ ଓ ନିରାମିଷ ଖାଦ୍ୟ ସହିତ ଓଡିଶାର ପାରମ୍ପାରିକ ଓଡିଆ ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ରେଳ ମାର୍ଗରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି। ଏହି ସମୟରେ ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଶ୍ରୀ ସୁନକର ମଧ୍ୟ ପାରାଦୀପ ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ଓ ନୀରିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ସୁନକର ରେଳବାଇର ବିଭିନ୍ନ ଷ୍ଟେକ ହୋଲ୍ଡର (ସହଭାଗୀ) ମାନଙ୍କର ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ପଣ୍ୟ ବୋଝେଇ ଓ ପଣ୍ୟ ବୋଝ ଉତାରିବା (ଅନଲୋଡିଂ) ପାଇଁ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ। ପରିବହନ ଏବଂ ଟ୍ରାଫିକ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଗୁରୁବାର ଦିନ ଭାରତ ଜି -୨୦ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଆମ ଦେଶର ପ୍ରତିଷ୍ଠା ଏବଂ ଖ୍ୟାତିକୁ ଉପଯୁକ୍ତ ଭାବେ ପ୍ରଦର୍ଶନ କରିବା ଆମର ଦାୟିତ୍ୱ ଅଟେ। ଦେଶର ୫୬ ଟି ବିଭିନ୍ନ ସ୍ଥାନରେ ଏହି ବୈଠକର ଆୟୋଜନ ନିଶ୍ଚିତ କରିବ ଯେ ଏହି କାର୍ଯ୍ୟକ୍ରମରେ ବାସ୍ତବରେ ପ୍ରତ୍ୟେକ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ତଥା ନାଗରିକ ଅଂଶୀଦାର ଅଟନ୍ତି। ଭାରତରେ ଯେତିକି ବିବିଧତା ରହିଛି ସେତିକି ସ୍ୱତନ୍ତ୍ରତା ରହିଛି। ବିଶ୍ୱ ନଜରକୁ ଭାରତର ସର୍ବୋତ୍ତମ ପରମ୍ପରାକୁ ଆଣିବା ଆମର ଦାୟିତ୍ୱ ଅଟେ ବୋଲି ଶ୍ରୀ ମିଶ୍ର ବିଶ୍ୱବିଦ୍ୟାଳୟ କନେକ୍ଟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି। ଏକ ବିବୃତ୍ତି ଅନୁଯାୟୀ ଭାରତ ଏହାର ମାଟିରେ ସର୍ବ ବୃହତ ବହୁପକ୍ଷୀୟ କାର୍ଯ୍ୟକ୍ରମ ଆୟୋଜନ କରିବାର ଗୌରବମୟ ସୁଯୋଗ ପାଇଛି।…

Read More

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ ପାଇଁ କଣ୍ଟ୍ରୋଲ୍ ବୋର୍ଡ ତିନି ଜଣିଆ କ୍ରିକେଟ୍ ପରାମର୍ଶଦାତା କମିଟି ଚୟନ କରିଛି। ଏଥିରେ ପୂର୍ବତନ ଭାରତ ଖେଳାଳି ଅଶୋକ ମଲହୋତ୍ରା ମଧ୍ୟ ମନୋନୀତ ହୋଇଛନ୍ତି। ସେମାନଙ୍କ ସହ ଜାଟିନ୍ ପରାଞ୍ଜପେ ଏବଂ ସୁଲକ୍ଷଣା ନାୟକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଅଶୋକଙ୍କ ସହ ସୁଲକ୍ଷଣା ଏବଂ ଜତିନ୍ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ କ୍ରିକେଟ୍ ଖେଳିଛନ୍ତି। ଯଦିଓ ଏହି ତିନି ଜଣଙ୍କର ଆନ୍ତର୍ଜାତୀୟ କ୍ୟାରିଅର୍ ବହୁତ ଲମ୍ବା ହୋଇନାହିଁ। ବିସିସିଆଇ ଅଶୋକ ଏବଂ ଜତିନ୍ ଙ୍କୁ CAC ରେ ନୂତନ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିଛି। ଯେତେବେଳେ ସୁଲକ୍ଷଣାଙ୍କୁ ରିଟେନ କରାଯାଇଛି। ସେ ମଧ୍ୟ ଏହି କମିଟିର ଏକ ଅଂଶ ହୋଇସାରିଛନ୍ତି। ଭାରତୀୟ କ୍ରିକେଟ୍ ଦଳ ପାଇଁ ଜାଟିନ୍ ୪ ଟି ଦିନିକିଆ ଖେଳିଛନ୍ତି। ସେ ପ୍ରଥମ ଶ୍ରେଣୀ ମ୍ୟାଚର ୯୫ ଇନିଂସରେ ୩୯୬୪ ରନ୍ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ଜତିନ୍ ୧୩ ଶତକ ଏବଂ…

Read More

ଭୁବନେଶ୍ବର: ଆଜି ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାହା ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ଉପନିର୍ବାଚନରେ ହିଂସା ଉଦ୍ରେକ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବୀ କରିଛନ୍ତି। ଏଥିରେ କୁହାଯାଇଛି ଯେ,ପଦ୍ମପୁର ଉପନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଅର୍ଗସ ନ୍ୟୁଜ ଚ୍ୟାନେଲ ରିପୋର୍ଟରଙ୍କୁ କୃଷିମନ୍ତ୍ରୀ ରାଜା ସ୍ବାଇଁଙ୍କୁ ବାଡେଇବା ପାଇଁ କହୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ପ୍ରମାଣ ସ୍ବରୂପ ଦଳ ତରଫରୁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଛି।

Read More