Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକଙ୍କ ପାଇଁ ବାର୍ତ୍ତା ଦେଲେ ମୋଦି, ଜାଣନ୍ତୁ କ’ଣ କହିଲେ
ଆଜିର ଖବର

କୃଷକଙ୍କ ପାଇଁ ବାର୍ତ୍ତା ଦେଲେ ମୋଦି, ଜାଣନ୍ତୁ କ’ଣ କହିଲେ

December 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସାରା ଦେଶରେ ନୂତନ କୃଷି ବିଲ୍‌କୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନକୁ ନେଇ ମତ ରଖିଛନ୍ତି । ଆଜି ଫିକିର 93 ତମ ବାର୍ଷିକ ବୈଠକ ଉଦ୍ଘାଟନ ଅବସରରେ ମୋଦି କୃଷକମାନଙ୍କୁ ବାର୍ତ୍ତା ଦେଇଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବୃହତ୍ତମ ଶିଳ୍ପ ଏବଂ ବାଣିଜ୍ୟିକ ସଂଗଠନ ଫିକିର 93 ତମ ବାର୍ଷିକ ବୈଠକ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କରୋନା ମହାମାରୀ ପରେ ଅବସ୍ଥା ଯେଉଁଭଳି ଗତି କରୁଥିଲା ବର୍ତ୍ତମାନ ସେହିପରି ଦୃତ ଗତିରେ ଅବସ୍ଥା ସୁଧୁରୁଛି। ପରୋକ୍ଷରେ କୃଷକ ଆନ୍ଦୋଳନକୁ ସୂଚାଇ ସେ କହିଛନ୍ତି ଯେ ଭାରତର କୃଷକମାନେ ମଧ୍ୟ ସେମାନଙ୍କ ଫସଲ ମଣ୍ଡି ବାହାରେ ବିକ୍ରି କରିବାର ବିକଳ୍ପ ରହିଛି। ଏହାଦ୍ବାରା କୃଷକମାନେ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର କୃଷି କ୍ଷେତ୍ରରେ ମଜବୁତି ଆଣିବା ପାଇଁ ବିଗତ କିଛି ବର୍ଷ ଧରି କାର୍ୟ୍ୟକୁ ଦ୍ରୁତଗତିରେ ତ୍ବରାନିତ କରାଯାଇଛି। ଏହା ଭାରତର କୃଷି କ୍ଷେତ୍ରକୁ ପୂର୍ବ ଅପେକ୍ଷା ଅଧିକ ସୁଦୃଢ କରିପାରିଛି। ଭାରତର କୃଷକମାନେ ଫସଲ ମଣ୍ଡିକୁ ବାହାରେ ବିକ୍ରି କରିବାର ସୁବିଧା ପାଇବା ସହ ଫସଲ କିଣା ଓ ବିକା ପାଇଁ କୃଷକମାନଙ୍କୁ ମଧ୍ୟ ଡିଜିଟାଲ ପ୍ଲାଟଫର୍ମର ବିକଳ୍ପ ଦିଆଯାଇଛି। କୃଷକଙ୍କ ଆୟ ବୃଦ୍ଧି ଓ ଦେଶକୁ ସମୃଦ୍ଧ କରିବା ପାଇଁ ଏହାର ଲକ୍ଷ୍ୟ ରହିଛି । ଯେତେବେଳେ ଦେଶର କୃଷକ ସମୃଦ୍ଧ ହେବେ, ସେତେବେଳେ ଦେଶ ମଧ୍ୟ ସମୃଦ୍ଧ ହେବ।

ସୂଚନାଯୋଗ୍ୟ, ଦେଶର ହଜାର ହଜାର କୃଷକ, ବିଶେଷକରି ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ କୃଷି ଆଇନକୁ ବିରୋଧରେ ରାଜରାସ୍ତାରେ ବିରୋଧ କରୁଛନ୍ତ । କେନ୍ଦ୍ର ସରକାରଙ୍କ 3ଟି କୃଷି ନିୟମକୁ ବିରୋଧ କରି ଚାଷୀମାନେ ରାଜରାସ୍ତାରେ ଧାରଣା ରହିଥିବାବେଳେ ଏହି ବିରୋଧାକୁ ବହୁ ରାଜନୈତିକ ଦଳର ସମର୍ଥନ ଦେଇଛନ୍ତି । ଏହି ନୂତନ କୃଷି ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ସହ ଏକାଧିକ ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଛି ।  କୃଷକମାନେ ଏହି ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଚାହୁଁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026
Latest News

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.