ଆଜି ଦୁଇଟି ରାଶି ଉପରେ ରହିଛି ମା ଲକ୍ଷ୍ମୀ ଦେବୀଙ୍କ ଆର୍ଶିବାଦ, ବ୍ୟବସାୟ କ୍ଷେତ୍ରରେ ହେବ ଅଭିବୃଦ୍ଧି

Published: Dec 15, 2020, 11:59 pm IST

ନୂଆଦିଲ୍ଲୀ, ଆଜି ଅର୍ଥାତ ଡିସେମ୍ବର 16 ତାରିଖ ବୁଧବାର ଦିନଟି ଦୁଇଟି ରାଶି ପାଇଁ ରହିଛି ବେଶ ଶୁଭାଶୁଭ। ଏହି ରାଶି ଦ୍ବୟର ବ୍ୟକ୍ତିମାନେ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ। ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସେହି ଦୁଇଟି ରାଶି ହେଲା କୁମ୍ଭ ଏବଂ ମୀନ।

ଏହି ଦୁଇ ରାଶିର ବ୍ୟକ୍ତିମାନ ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ । ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦ ଖବର ଆସିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ।  ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ। ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ।

Related posts