Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋଷେଇରେ ରେକର୍ଡ କଲେ ଲକ୍ଷ୍ମୀ ସାଇ : ମାତ୍ର 58 ମିନିଟ୍‌ରେ ପ୍ରସ୍ତୁତ କଲେ 46 ପ୍ରକାରର ବ୍ୟଞ୍ଜନ
ଆଜିର ଖବର

ରୋଷେଇରେ ରେକର୍ଡ କଲେ ଲକ୍ଷ୍ମୀ ସାଇ : ମାତ୍ର 58 ମିନିଟ୍‌ରେ ପ୍ରସ୍ତୁତ କଲେ 46 ପ୍ରକାରର ବ୍ୟଞ୍ଜନ

December 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତାମିଲ୍‌ ନାଡୁ : ତାମିଲ୍‌ନାଡୁର ରାଜଧାନୀ ଚେନ୍ନାଇରେ ରହୁଥିବା ଲକ୍ଷ୍ମୀସାଇ ନିଜର ପାକ୍‌ କଳାରେ ବୁକ୍‌ ଅଫ୍‌ ଓ୍ବାଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ଲକ୍ଷ୍ମୀ ସାଇ ମାତ୍ର 58 ମିନିଟ୍‌ରେ 46 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଏହି ରେକର୍ଡର ଅଧିକାରିଣୀ ହୋଇଛନ୍ତି । ସେ ଏହାର ଶ୍ରେୟ ତାଙ୍କ ମା’ଙ୍କୁ ଦେଇଛନ୍ତି । ସେ ନିଜ ମାଙ୍କଠାରୁ ରୋଷେଇର ଟ୍ରେନିଂ ନେଇଥିଲେ ।  ଲକ୍‌ଡାଉନ୍‌ ସମୟରେ ଲକ୍ଷ୍ମୀ ରୋଷେଇ ଶିଖିଥିଲେ । ତାଙ୍କର ଏହି ଉଦ୍ୟମକୁ ଦେଖି ତାଙ୍କୁ  ଓ୍ବାର୍ଲ୍ଡ ରେକର୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କହିଥିଲେ ସାଇଙ୍କ ପିତା ।

ପୂର୍ବରୁ କେରଳର ଏକ ଝିଅ ତିରିଶ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ରେକର୍ଡ ପ୍ରସ୍ତୁତ କରିଥିଲେ । କିନ୍ତୁ ଲକ୍ଷ୍ମୀ ତାଙ୍କଠାରୁ ଅଧିକ ବ୍ୟଞ୍ଜନ ବନାଇ ନୂତନ ରେକର୍ଡ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.