Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ ନିମନ୍ତ୍ରଣ କାର୍ଡ : କାର୍ଡ ଭିତରେ ଥିଲା ଏମିତି ଜିନିଷ, ଯାହାକୁ ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ
ଆଜିର ଖବର

ଚର୍ଚ୍ଚାରେ ନିମନ୍ତ୍ରଣ କାର୍ଡ : କାର୍ଡ ଭିତରେ ଥିଲା ଏମିତି ଜିନିଷ, ଯାହାକୁ ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ

December 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର : ବିବାହରେ ନିମନ୍ତ୍ରଣ କାର୍ଡ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବାହାଘରକୁ ଆମନ୍ତ୍ରଣ ଜଣାଇବା ପାଇଁ ପତ୍ର ଦ୍ବାରା ନିମନ୍ତ୍ରଣ ଜଣାଯାଇଥାଏ । ଆଜିକାଲି ବିବାହ କାର୍ଡ ମଧ୍ୟ ଏକ ଫେସନ୍‌ ଭାବରେ ଚାଲିଲାଣି । ବିବାହ କାର୍ଡରେ ବହୁ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି । କିଏ କିଏ କାର୍ଡ ସହିତ ଗୁଆ, ଡ୍ରାଇଫୁଟ୍‌ସ୍‌, ସିନ୍ଦୂର, ଚାଉଳ ଆଦି ଦେଉଥିବାବେଳେ କିଏ ବିବାହ କାର୍ଡ ସହିତ ଗିପ୍ଟ ମଧ୍ୟ ପଠାଉଛନ୍ତି । ତେବେ ମହାରାଷ୍ଟ୍ରରେ ଏବେ ଏକ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଚାଲିଛି । ଏହି କାର୍ଡସହ ମଦ, ମିନେରାଲ୍‌ ଓ୍ବାଟର ଓ ଚାଖଣା ପଠାଯାଇଛି ।

शादी का अनोखा कार्ड

ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଏହି କାର୍ଡଟିକୁ ସୁନ୍ଦର ବାକ୍ସରେ ଗିପ୍ଟ ପରି ପ୍ୟାକ୍‌ କରାଯାଇଛି । କାର୍ଡର ଉପରେ ଗଣେଶଜୀଙ୍କ ଫଟୋ ରହିଥିବାବେଳେ ଏହାର ପୃଷ୍ଠା ଖୋଲିଲେ ବିବାହ ତାରିଖ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରହିଛି । ଏହା ପରେ  ମଦ ବୋତଲ ସହିତ ଚଖଣା ମଧ୍ୟ ରଖାଯାଇଛି । କେବଳ ଏତିକି ନୁହେଁ ଏଥିରେ ମିନେରାଲ୍‌ ଓ୍ବାଟର ମଧ୍ୟ ରହିଛି ।  ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି କାର୍ଡଟି ସେହି ଅଞ୍ଚଳରେ ପହଞ୍ଚିଛି ଯେଉଁ ଅଞ୍ଚଳକୁ ମଦ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ମଦ ପିଇବାକୁ ସେଠାରେ ବାରଣ କରାଯାଇଥିବାବେଳେ ସେଠାରେ କାର୍ଡ ସହ ମଦ ପହଞ୍ଚିଥିବା ନେଇ ଲୋକେ ବହୁ ଟିପ୍ପଣୀ  କରିଛନ୍ତି ।

ତେବେ ଏହା ସମ୍ପର୍କରେ ଖୋଳତାଡ କରିବାରୁ ଜଣାପଡିଛି ଯେ,  ବିବାହଟି ଚନ୍ଦ୍ରପୁରର ଏକ ହୋଟେଲ୍‌ରେ ହେବାକୁ ରହିଛି । ତେବେ ଏହି କାର୍ଡଟି ଚନ୍ଦ୍ରପୁର ଜିଲ୍ଲାରେ ବଣ୍ଟାଯାଇନାହିଁ । ଏଠାରେ ମଦ ନିଷେଧ ଥିବାରୁ ଏପରି କାର୍ଡ ଏଠାରେ ବଣ୍ଟା ହୋଇନାହିଁ। କିଛି ଖାସ୍‌ ବନ୍ଧୁଙ୍କ ପାଇଁ ନାଗପୁର ଓ ଅଲଗା ଜିଲ୍ଲାରେ ଏପରି କାର୍ଡ ବଣ୍ଟା ଯାଇଙଛି । ତେବେ କେହି ସମ୍ପର୍କୀୟ ଏହି କାର୍ଡଟିର ଭିଡିଓଟିକୁ ଭାଇରାଲ୍‌ କରିଛନ୍ତି । ତେବେ ଚନ୍ଦ୍ରପୁରର ବଣ୍ଟାଯାଇଥିବା କାର୍ଡ ସହ ଡ୍ରାଏଫୁଟସ୍‌ ଦିଆଯାଇଛି । ତେବେ କାର୍ଡ ସହ ମଦ ଓ ଚାଖଣା ଫ୍ରି ଥିବା ନିମନ୍ତ୍ରଣ କାର୍ଡଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । (ଏଜେନ୍ସି)

ମଦ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କେବେ ଏକାଠି ଖେଳିବେ ରୋହିତ ଏବଂ ବିରାଟ: ଜାଣନ୍ତୁ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

July 22, 2026

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ

July 22, 2026

ମହିଳା ସାଂସଦମାନଙ୍କୁ ଦୁର୍ବ୍ୟବହାର ମାମଲା: ସମଗ୍ର ମୌସୁମୀ ଅଧିବେଶନରୁ କଲ୍ୟାଣ ବାନାର୍ଜୀ ନିଲମ୍ବିତ

July 22, 2026

ସରକାରଙ୍କ ସହ ସିଜେପି ର ଆରମ୍ଭ ହେବ ଆଲୋଚନା?: ଏହି ସର୍ତ୍ତ ରଖିଲା କକ୍ରୋଚ୍ ଜନତା ପାର୍ଟି

July 22, 2026
Latest News

ପୁଣି କେବେ ଏକାଠି ଖେଳିବେ ରୋହିତ ଏବଂ ବିରାଟ: ଜାଣନ୍ତୁ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

July 22, 2026

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ

July 22, 2026

ମହିଳା ସାଂସଦମାନଙ୍କୁ ଦୁର୍ବ୍ୟବହାର ମାମଲା: ସମଗ୍ର ମୌସୁମୀ ଅଧିବେଶନରୁ କଲ୍ୟାଣ ବାନାର୍ଜୀ ନିଲମ୍ବିତ

July 22, 2026

ସରକାରଙ୍କ ସହ ସିଜେପି ର ଆରମ୍ଭ ହେବ ଆଲୋଚନା?: ଏହି ସର୍ତ୍ତ ରଖିଲା କକ୍ରୋଚ୍ ଜନତା ପାର୍ଟି

July 22, 2026

ବ୍ରହ୍ମପୁରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ: ଏମକେସିଜି ରେ ଭର୍ତ୍ତି

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.