ପୁଣି ଫେରିଲା କଣ୍ଟେନମେଣ୍ଟ, ଜାଣନ୍ତୁ ରାଜ୍ୟର କେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଗଲା

Published: Dec 26, 2020, 11:29 am IST

ନିଆଳି : ରାଜ୍ୟକୁ ପୁଣି ଫେରିଲା କଣ୍ଟେନମେଣ୍ଟ । ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । କଟକ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି । ଗାଁରୁ କରୋନାରେ ଜଣେ ମୃତ ହେବା ସହ 13ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପଦକ୍ଷେପ ନେଇଛି । ଆଜି ସକାଳ 6ଟାରୁ ଆସନ୍ତା 4 ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।

Related posts