Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଆର୍ଟିକିଲ୍‌ 15’ ପାଇଁ ଉର୍ଦ୍ଦୁ ଶିଖିଲେ ଆୟୁସ୍ମାନ ଖୁରାନା
ଆଜିର ଖବର

‘ଆର୍ଟିକିଲ୍‌ 15’ ପାଇଁ ଉର୍ଦ୍ଦୁ ଶିଖିଲେ ଆୟୁସ୍ମାନ ଖୁରାନା

April 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
AYUSMAN TO LEARN URDU
AYUSMAN TO LEARN URDU

ବଲିଉଡ୍‌ର ଭର୍ସାଟାଇଲ୍‌ ଆକ୍ଟର ଆୟୁସ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମ ଆର୍ଟିକିଲ୍‌ ୧୫ ନିମନ୍ତେ ଉର୍ଦ୍ଦୁ ଶିଖୁଛନ୍ତି। ଏହି ଚଳଚିତ୍ରରେୋ ଜଣେ ପେଲିସ ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଆୟୁସ୍ମାନ। ଫିଲ୍ମଟି ଉତ୍ତର ପ୍ରଦେଶ ପୃଷ୍ଠଭୂମି ଉପରେ ଆଧାରିତ ରହିଥିବାରୁ ଉର୍ଦ୍ଦୁ ଶିଖିବା ନିମନ୍ତେ ଆୟୁସ୍ମାନ ଜଣେ ଉତ୍ତରପ୍ରଦେଶ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ଉର୍ଦ୍ଦୁ ଶିଖିବା ମୋର କବିତା ପାଇଁ ମଧ୍ୟ ଉପକୃତ ସାବ୍ୟସ୍ତ ହେବ ବୋଲି ଆୟୁସ୍ମାନ କହିଛନ୍ତି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ଇଶା ତଲଓ୍ବାର, ମନୋଜ ପାହ୍ବା, ସାୟାନୀ ଗୁପ୍ତା, କୁମୁଦ ମିଶ୍ରା ଏବଂ ମହମ୍ମଦ ଜୀଶାନ ଆୟୁବ୍‌ ନଜର ଆସିବେ। ପୂର୍ବରୁ ସିହ୍ନା ମୁଲ୍କର ନିର୍ଦ୍ଦେଶନା ଦେଇଥିଲେ ଯାହାକୁ ଉଭୟ ଦର୍ଶକ ଏବଂ ସମାଲୋଚକ ପସନ୍ଦ କରିଥିଲେ। ଫିଲ୍ମଟି ୨୦୧୯ ଶେଷ ଭାଗରେ ରିଲିଜ ୍‌ ହେବାକୁ ଯାଉଛି।

article15 ayushman thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀଙ୍କ ସିଧା ବାର୍ତ୍ତା: ପରିବର୍ତ୍ତନ ହେବ କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ?

May 27, 2026

ବାଇଜୁର ପ୍ରତିଷ୍ଠାତା ରବିନ୍ଦ୍ରନଙ୍କୁ ୬ ମାସ ଜେଲ ଦଣ୍ଡ: ଜାଣନ୍ତୁ କାରଣ

May 27, 2026

ଓଡିଶା ପୋଲିସରେ ବଡ ଘୋଷଣା

May 27, 2026

ବାଙ୍କୀ ଉପଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣାଗସ୍ତ

May 27, 2026
Latest News

ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀଙ୍କ ସିଧା ବାର୍ତ୍ତା: ପରିବର୍ତ୍ତନ ହେବ କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ?

May 27, 2026

ବାଇଜୁର ପ୍ରତିଷ୍ଠାତା ରବିନ୍ଦ୍ରନଙ୍କୁ ୬ ମାସ ଜେଲ ଦଣ୍ଡ: ଜାଣନ୍ତୁ କାରଣ

May 27, 2026

“ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଜରୁରୀ: SIR ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

May 27, 2026

ଭାରତରେ ପହଞ୍ଚିଲା ଇବୋଲା ଭାଇରସ୍‌?: ଆଫ୍ରିକାରୁ ଫେରୁଥିବା ୨୮ ବର୍ଷୀୟା ମହିଳା ହସ୍ପିଟାଲରେ ଭର୍ତ୍ତି

May 27, 2026

ଓଡିଶା ପୋଲିସରେ ବଡ ଘୋଷଣା

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.