Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫେଡେରରଙ୍କୁ କ୍ୟାରିୟରର ୧୦୧ ତମ ଟାଇଟଲ୍‌
ଆଜିର ଖବର

ଫେଡେରରଙ୍କୁ କ୍ୟାରିୟରର ୧୦୧ ତମ ଟାଇଟଲ୍‌

April 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
federer won 101 th career title
federer won 101 th career title

ସ୍ବିସ୍ ଟେନିସ୍‌ ଷ୍ଟାର ରୋଜର ଫେଡେରର ନିଜ କ୍ୟାରିୟରର ୧୦୧ ତମ ଟାଇଟଲ ହାସଲ କରିଛନ୍ତି। ମିଆମି ମାଷ୍ଟର୍ସ ଓପନ୍‌ରେ ଫେଡେରର ଡିଫେଣ୍ଡିଂ ଚାମ୍ପିୟନ୍‌ ଜନ୍‌ ଇସ୍ନରଙ୍କୁ ପରାସ୍ତ କରି ଏହି ମାଇଲଖୁଣ୍ଟ ହାସଲରେ ସଫଳ ହୋଇଛନ୍ତି। ୩୭ ବର୍ଷୀୟ ଫେଡେରର ୬-୧, ୬-୪ର ସିଧାସଳଖ ସେଟ୍‌ରେ ଇସ୍ନରଙ୍କୁ ପରାସ୍ତ କରିଛନ୍ତି। ବିଶ୍ବ ମାନ୍ୟତାରେ ୫ ନମ୍ବର ସ୍ଥାନରେ ରହିଥିବା ଫେଡେରର ପ୍ରଥମ ସେଟ୍‌କୁ ମାତ୍ର ୨୪ ମିନିଟ୍‌ରେ ଜିତି ନେଇଥିଲେ। ଏହା ଫେଡେରରଙ୍କ କ୍ୟାରିୟରର ୫୦ ତମ ମାଷ୍ଟର୍ସ ଫାଇନାଲ୍‌ ତଥା ୨୮ ତମ ମାଷ୍ଟର୍ସ ବିଜୟ। ଅନ୍ୟୁନ ୨୦ଟି ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଖେଳାଳିଙ୍କ ମଧ୍ୟରେ ଫେଡେରର ପ୍ରଥମ ଖେଳାଳି ଭାବରେ ୧୦୧ ତମ ଟାଇଟଲ ଜିତିଛନ୍ତି। ଏହି ସପ୍ତାହ ମୋ ପାଇଁ ଅତ୍ୟନ୍ତ ଚମତ୍କାର ରହିଥିଲା ବୋଲି ବିଜୟ ପରେ କହିଛନ୍ତି ଫେଡେରର। ଫେଡେରର କହିଛନ୍ତି,  ୧୯୯୯ମସିହାରେ ମିଆମି ମାଷ୍ଟର୍ସରୁ କ୍ୟାରିୟର ଆରମ୍ଭ କରିଥିଲି, ୨୦୧୯ ରେ ସମାନ ସ୍ଥାନରେ ଖେଳି ଟାଇଟଲ ଜିତିବା ମୋ କ୍ୟାରିୟରର ଏକ ଅନନ୍ୟ ଅନୁଭୂତି। ଏହା ସହିତ ସଠିକ୍‌ ସମୟ ଆସିଲେ ଅବସର ଗ୍ରହଣ କରିବି ବୋଲି କହିଛନ୍ତି ୩୭ ବର୍ଷୀୟ ଫେଡେରର।

 

thesamikhsya title win
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.